କିଛି ନକରି ପୁରା ହେବ ସବୁ ଇଛା, ଖାଲି ରାତିରେ କରନ୍ତୁ ଏହି ଉପାୟ

ଏମିତି ଗୋଟେ ଉପାୟ କୁହାଯିବ ସେଇଟା ଖାଲି ରାତିରେ କରାଯିବ । ଏହାକୁ କରିବା ଦ୍ଵାରା ସବୁ ମନସ୍କାମନା ପୂର୍ଣା ହୋଇଥାଏ, ଜୀବନର ସବୁ କାମ ଠିକ ହୋଇଥାଏ । ଧ୍ୟାନରେ ସବୁ କଥାକୁ ଠିକସେ ବୁଝି ଜାଆନ୍ତୁ । ଯଦି ଆପଣଙ୍କ ଜୀବନରେ ବହୁତ ଶତ୍ରୁ ମାନଙ୍କର ବହୁତ ସମସ୍ୟା ରହୁଛି ।

ତାଠାରୁ ମୁକ୍ତି ପାଇବା ପାଇଁ ସବୁଠୁ ଭଲ ଉପାୟ ହେଲା ରାତିରେ ଶୋଇବା ପୂର୍ବରୁ ଘରର ଦକ୍ଷିଣ ଦିଗରେ ୮ ଟି ଲବଙ୍ଗକୁ କର୍ପୁର ସହାୟତାରେ ଜଳେଇବା ଓ ଜଳେଇବା ସମୟରେ ଏହି ମନ୍ତ୍ରକୁ ଉଚାରଣ କରିବେ । ଓଂ କ୍ରିଙ୍ଗ ନମଃ ଏତିକି ମାତ୍ର ଏହି ତିନୋଟି ଶବ୍ଦର ମନ୍ତ୍ର ଅଟେ ।

Image Courtesy: Google

ଯେତେବେଳେ ଲବଙ୍ଗକୁ କର୍ପୁର ସହାୟତାରେ ଜଳାଉଛନ୍ତି ସେହି ସମୟରେ ଏହି ମନ୍ତ୍ରର ଜପ କେରିବେ ।ଏହି କଥାର ଠିକସେ ଧ୍ୟାନ ରଖନ୍ତୁ ଯେତେବେଳେ ଲବଙ୍ଗ ଜଳିବ ସେହି ମନ୍ତ୍ରର ଉଚାରଣ କରିବେ । ଯେତେବେଳେ ଲବଙ୍ଗ ଲିଭିଯିବ ସେହି ଧୂଆଁରେ ଶତ୍ରୁ ମୁକ୍ତି ହୋଇଥାଏ । ଆପଣଙ୍କୁ ଏହି ଉପାୟ ଲଗାତର ୨୧ ଦିନ ପର୍ଯ୍ୟନ୍ତ କରିବାକୁ ହେବ । ଯଦି ଶତ୍ରୁ ମାନେ ପଡୋଶୀ କି ଆଖପାଖରେ ଅସୁବିଧା କରୁଛନ୍ତି ଏହି ଉପାୟର ଲାଭ ଉଠାଇ ପାରିବେ । ଗୋଟେ କଥାର ଧ୍ୟାନ ରଖିବେ ଯେବେ ଏହି ପ୍ରୟୋଗକୁ କରିବା ଆରମ୍ଭ କରିବେ ବାକିର ୪୧ ଦିନ ମଧ୍ୟ ଏହି ପ୍ରୟୋଗକୁ କରିବାର ଅଛି । ବିଲକୁଲବି ମଝିରେ ମିସ କରିବେ ନହିଁ ।

Image Courtesy: Google

ଦିତୀୟ ଉପାୟ ହେଲା ମନୋକାମନା ପୂର୍ଣ ପାଇଁ ଆପଣ ତେଜ ପାତ୍ର ସହିତ ୪ ଟି ଇଲାଇଚି ନିଅନ୍ତୁ ଆପଣଙ୍କର ଉତ୍ତର ଦିଗରେ ରଖୀକି ଜଳେଇବେ । ଧ୍ୟାନ ରଖିବେ ଯେବେବି ଏହି ଦୁଇଟା ଉପାୟ କରିବେ ଆପଣଙ୍କୁ ମାଟିରେ ପାତ୍ର ନେବେ କି ମେଟାଲର ପ୍ଲେଟ ନେବେ । ଦୀପରେ ରଖି ମଧ୍ୟ ଆପଣ ଏହାକୁ ଜଳେଇପାରିବେ ।

Image Courtesy: Google

ଦୀପର ବ୍ୟବହାର କରନ୍ତୁ ଓ ଜଳେଇବା ପାଇଁ କର୍ପୁରର ବ୍ୟବହାର କରନ୍ତୁ । ଆପଣଙ୍କୁ ତେଜ ପାତ୍ର ଓ ଚରିତା ଇଲାଇଚି ନେବେ ଉତ୍ତର ଦିଗରେ ତାକୁ ଜଳେଇବା ସମୟରେ ଏହି ମନ୍ଥର ଉଚାରଣ କରିବେ ଓଂ ଶ୍ରୀ ନମଃ’ ଏହା ମାତା ଲକ୍ଷ୍ମୀଙ୍କ ବୀଜ ମନ୍ତ୍ର ଅଟେ । ଆପଣ ଏହି ଉପାୟକୁ ଉତ୍ତର ଦିଗକୁ ରଖି କରିବାର ଅଛି । ଏହି କଥାର ଧ୍ୟାନ ରଖିବେ ଯେତେବେଳେ ଏହି ପତ୍ର ଓ ଇଲାଇଚି ଜଳିବ ଆପଣଙ୍କୁ ଓଂ ଶ୍ରୀ ନମଃର ଉଚାରଣ କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *