ସକାଳୁ ଉଠି ଜପନ୍ତୁ 4ଟି ଶବ୍ଦର ଏହି ଚମତ୍କାରୀ ମନ୍ତ୍ର, କଙ୍ଗାଳକୁ ମଧ୍ୟ କରିଥାଏ ଧନୀ- Jyotisha Shastra

ବନ୍ଧୁଗଣ ଆମେ ପଇସା କମାଇବା ପାଇଁ ବହୁତ ପରିଶ୍ରମ କରିଥାଉ କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ଆମକୁ ଆମ ପରିଶ୍ରମ ଅନୁଯାୟୀ ଫଳ ମିଳି ନଥାଏ । କିଛି ସମୟରେ ଆମ ଭାଗ୍ୟ ମଧ୍ୟ ଆମ ସାଥ ଦେଇ ନଥାଏ । ଯାହା ଫଳରେ ଆମ ହାତ କୁ ଆସିଥିବା ପଇସା ମଧ୍ୟ ଖର୍ଚ ହୋଇ ଯାଇଥାଏ । ଏହା ଛଡା ଘରେ ସୁଖ ଶାନ୍ତି ମଧ୍ୟ ରହି ନଥାଏ । ଏହି ସମୟ ରେ ଗୋଟେ ଲୋକ ବହୁତ ଚିନ୍ତିତ ହୋଇଯାଇଥାଏ ।

ଏହି ସ୍ଥିତି ରେ କିଏ କଣ କରି ପାରିବ ଏହା ସେହି ବ୍ୟକ୍ତି କହି ପାରିବ ଯିଏ ସେ ଅସୁଭିଧା ର ସମ୍ମୁଖୀନ ହେଉଥିବା । ସେହି ସ୍ଥିତି ରୁ ବଞ୍ଚିତ ହେବା ପାଇଁ ଆପଣଙ୍କୁ କିଛି ଛୋଟ ଛୋଟ ଉପାୟ କରିବାକୁ ପଡିବ । ଯାହା ଦ୍ଵାରା ଆପଣଙ୍କ ଜୀବନ ରେ ସୁଖ ସମୃଦ୍ଧି ଆସିବ ।

ବନ୍ଧୁଗଣ ଶାସ୍ତ୍ର ରେ ଧନ ଲାଭ ଓ ଘରେ ସୁଖ ଶାନ୍ତି ପାଇଁ ସକାଳୁ ଜଳଦି ଉଠି ଭଗବାନ ଙ୍କୁ ଧ୍ୟାନ କରିବାର ନିୟମ ରହିଛି । କିନ୍ତୁ ଆଜି ର ବ୍ୟସ୍ତତା ଜୀବନ ରେ ଅଧିକାଂଶ ଲୋକ ସକାଳୁ ଉଠି ପାରୁ ନାହାନ୍ତି । ସକାଳୁ ଉଠି ଶେଯ ରେ ବସି ସର୍ବ ପ୍ରଥମେ ନିଜ ଦୁଇ ହାତ ପାପୁଲି କୁ ଦେଖନ୍ତୁ । ଏବଂ ନିଜ ଇଷ୍ଟ ଦେବତା ଙ୍କ ନାମ ନିଅନ୍ତୁ ।

ଏହା ପରେ ନିଜ ନିତ୍ୟକର୍ମ ସାରି ସ୍ନାନ କରି ନିଅନ୍ତୁ । ଓ ଏହା ପରେ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ । ସୂର୍ଯ୍ୟ ଙ୍କୁ ଜଳ ଅର୍ପଣ କରିବା ସମୟରେ ” ଓଁ ସୂର୍ଯାୟ ନମଃ ” ର ୧୧ଥର ଜାପ କରନ୍ତୁ । ଏହି ମନ୍ତ୍ର ରେ ବହୁତ ଗୁଡିଏ ଅସୀମ ଶକ୍ତି ସମାହିତ ହୋଇ ରହିଛି । ଜଳ ରେ ନାଲି ଫୁଲ ବା ସିନ୍ଦୁର କିମ୍ବା ଅଳ୍ପ ଗୁଡ ପକାଇ ସୂର୍ଯ୍ୟ ଙ୍କୁ ଅର୍ପଣ କରିବା ଦ୍ଵାରା ଆପଣଙ୍କୁ ବହୁତ ଲାଭ ମିଳିଥାଏ ।

ଏହି ମନ୍ତ୍ର ଜାପ କରିବା ଦ୍ଵାରା ଆପଣଙ୍କ ସବୁ ସମସ୍ୟା ଧୀରେ ଧୀରେ ସବୁ ଦୂର ହୋଇଯିବ । ଏବଂ ଏହି ଉପାୟ କୁ ଆପଣ ନୀତିଦିନ କରନ୍ତୁ । ଏହି ଉପାୟ କରିବା ଦ୍ଵାରା ଆପଣଙ୍କ ଘରେ ସୁଖ ସମୃଦ୍ଧି ଆସିହାଏ ଓ ସର୍ବଦା ବାସ କରି ରହିଥାଏ । ଏବଂ ଆପଣଙ୍କ ସବୁ ସମସ୍ଯା ଧୀରେ ଧୀରେ ଶେଷ ହୋଇଯିବ । ଏହା ଛଡା ଆପଣ ସୂର୍ଯ୍ୟ ଦେବତା ଙ୍କୁ ଗୁଡ ର ଭୋଗ ମଧ୍ୟ ଲଗାଇ ପାରିବେ ।

ରୁଟି ରେ ଗୁଡ ଦେଇ ଗାଈ କୁ ମଧ୍ୟ ଖୁଆଇ ପାରିବେ । ଏହି ଉପାୟ କରିବା ଦ୍ଵାରା ଆପଣ ସୂର୍ଯ୍ୟ ଦେବତା ଙ୍କ କୃପା ଲାଭ କରିବେ । ଓ ଆପଣଙ୍କ କୁଣ୍ଡଳୀ ରେ ଥିବା ସୂର୍ଯ୍ୟ ଗ୍ରହ ମଜବୁତ ହେବେ । ସୂର୍ଯ୍ୟ ଙ୍କୁ ସୁଖ ସମୃଦ୍ଧି ଓ ଐଶର୍ଜ୍ୟ ର ସ୍ଵାମୀ ମାନା ଯାଇଥାଏ । ସେଥି ପାଇଁ ସୂର୍ଯ୍ୟ ଦେବ ଙ୍କ କୃପା କାରଣ ରୁ ଆପଣଙ୍କ ଘରେ ସୁଖ ସମୃଦ୍ଧି ଓ ଧନ ର ସର୍ବଦା ବାସ ରହିବ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *