ଆଜିର ଏହି ଦୁନିଆ ରେ ପ୍ରତ୍ୟେକ ବ୍ୟକ୍ତି ଧନୀ ଏବଂ ଖୁସି ରହିବାକୁ ଚାହିଁଥାନ୍ତି । ବ୍ୟକ୍ତି ଧନୀ ହେବା ପାଇଁ ବହୁତ କିଛି ଉପାୟ କରିଥାଏ । ଧନୀ ହେବ ପାଇଁ ଲୋକମାନେ ମାତା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବା ପାଇଁ ଚେଷ୍ଟା କରିଥାନ୍ତି । କେବେ କେବେ ବ୍ୟକ୍ତି କୁ ସଫଳତା ମଧ୍ୟ ମିଳିଥାଏ ଏବଂ କେତେଥର ବହୁତ ଚେଷ୍ଟା ପରେ ମଧ୍ୟ ସଫଳତା ହାସଲ ହୋଇନଥାଏ । ଯେପରି ଆମେ ସମସ୍ତେ ଜାଣିଛେ କି ସମୟ ପୂର୍ବରୁ ଓ ଭାଗ୍ୟ ଠୁ ବଢି କେବେ କିଛି ମିଳିନଥାଏ ।
ବ୍ଯକ୍ତିର ଜୀବନରେ ଗ୍ରହ ର ବହୁତ ବଡ ମହତ୍ତ୍ଵ ରହିଥାଏ । ଏହି ଗ୍ରହର ଗତି ଦ୍ଵାରା ସମସ୍ତ ଙ୍କ ଜୀବନରେ ବହୁତ ବଡ ପ୍ରଭାବ ପଡିଥାଏ । କୌଣସି ବି ଗ୍ରହ ର ଦଶା ବଦଳିବା ଦ୍ଵାରା ସମସ୍ତ ରାଶି ର ଦଶା ମଧ୍ୟ ନିରନ୍ତର ବଦଳିଥାଏ ।
ମାତା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବା ପାଇଁ ଆପଣଙ୍କୁ ସକାଳ ସ୍ନାନ ପରେ ମାତା ଲକ୍ଷ୍ମୀ ଙ୍କ ପ୍ରିୟ ମନ୍ତ୍ର ” ଓଁ ଶ୍ରୀ ଶ୍ରୀୟେ ନମଃ” ର ଜାପ ୨୧ ଥର କରିବା ଆବଶ୍ୟକ ହୋଇଥାଏ । ଏହା ସହ ଶୁକ୍ରବାର ଦିନ ସନ୍ଧ୍ୟା ସମୟରେ ଆପଣ ନିଜ ଘରର ଈଶାନ କୋଣ ବା ଘର ର ଉତ୍ତରପୂର୍ବ କୋଣ ରେ ଗାଈ ଘିଅ ର ଦୀପ ଜଳାନ୍ତୁ । ଏହା ଦ୍ଵାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।
ଆଗାମୀ ଶୁକ୍ରବାର ପୌଷ ମାସ ର ସବୁଠାରୁ ବଡ ଶୁକ୍ରବାର ହେବାକୁ ଯାଉଛି । ଏହି ଦିନ ସର୍ବାସିଦ୍ଧି ଯୋଗ ସହ ମହା ଲକ୍ଷ୍ମୀ ଯୋଗ ମଧ୍ୟ ସ୍ଥାପିତ ହେଉଛି । ଯଦି ଏହି ଦିନ ମାତା ଲକ୍ଷ୍ମୀ ଙ୍କ ସଚ୍ଚା ମନରୁ ପୂଜାର୍ଚନା କରାଯାଏ ତେବେ ମାତା ଲକ୍ଷ୍ମୀ ଙ୍କ କୃପା ଆପଣଙ୍କ ଉପରେ ନିଶ୍ଚୟ ରହିବ । ଏହି ଶୁକ୍ରବାର ଠାରୁ କିଛି ରାଶି ମଧ୍ୟ ମଲାମାଲ ହୋଇଯିବେ ।
ମେଷ ରାଶି:-
ଏହି ରାଶିର ଲୋକଙ୍କ ପାଇଁ ଆସୁଥିବା ସମୟ ବହୁତ ଶୁଭ ଅଟେ । ଆପଣଙ୍କ ପ୍ରେମ ସମ୍ବନ୍ଧ ରେ ମଧୁରତା ଆସିବ ଓ ବୈବାହିକ ଜୀବନ ମଧ୍ୟ ସୁଖମୟ ରହିବ । ଏହି ସମୟରେ ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ରହିବ ଓ ଆପଣ ବହୁତ ପରିଶ୍ରମ ଦ୍ଵାରା ଚାକିରି ଓ ବ୍ୟବାସୀ ରେ ଅପାର ଲାଭ ଉଠାଇବେ ।
କର୍କଟ ରାଶି:-
ଏହି ରାଶିର ବ୍ୟକ୍ତି ମାନଙ୍କୁ ମା ଲକ୍ଷ୍ମୀ ଙ୍କ କୃପାରୁ ଅତ୍ୟଧିକ ଲାଭ ପ୍ରାପ୍ତ ହେବ । ଏବଂ ଏହା ଛଡା ଏହି ସମୟରେ ଭୂମି,ଭବନ ଓ ବହନ କିଣିବାର ଯୋଗ ମଧ୍ୟ ରହିଛି । ଏହି ସମୟରେ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ଯଦି ଆପଣ କିଛି ପୁରୁଣା ରୋଗ ଦ୍ଵାରା ପୀଡିତ ଅଛନ୍ତି ତେବେ ସେଥିରୁ ମଧ୍ୟ ମୁକ୍ତି ଅବଶ୍ୟ ପ୍ରାପ୍ତ ହେବ ।
ମିଥୁନ ରାଶି:-
ଏହି ରାଶିର ବ୍ୟକ୍ତି ଙ୍କ ଭାଗ୍ୟ ଏବେ ଖୋଲିଯିବ । ଆପଣଙ୍କ ଅଟକି ରହିଥିବା ସବୁ କାମ ଏବେ ପୂରଣ ହେବ । ଏହି ମାସ ର ଶେଷ ରେ ମାତା ଲକ୍ଷ୍ମୀ ଙ୍କ ଅସିମ କୃପା ଆପଣଙ୍କ ଉପରେ ରହିବ୍ବ । ଆପଣଙ୍କୁ ବ୍ୟବସାୟ ରେ ଧନ ଲାଭ ଏବଂ ଆର୍ଥିକ ସ୍ଥିତି ରେ ସୁଧାର ଦେଖିବାକୁ ମିଳିବ ।
ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।