ଜୀବନର ସବୁଠୁ ମହତ୍ଵ ପୂର୍ଣ ସଂସ୍କାର ଭିତରେ ଗୋଟିଏ ସଂସ୍କାର ଅଟେ ବିବାହ । ବିବାହ ପରେ ସ୍ତ୍ରୀ ପୁରୁଷର ଗୋଟିଏ ନୂଆ ଜୀବନ ଆରମ୍ଭ ହୋଇଥାଏ । କିଛି ଲୋକଙ୍କ ପାଇ ଏହି ଜିନିଷ ସୁଖ ରହିଥାଏ ଆଉ କିଛି ଲୋକଙ୍କ ଜୀବନରେ ଅସୁବିଧା ଆହୁରି ବଢିଯାଇଥାଏ । ଏହି ଚିନ୍ତା ରୁ ମୁକ୍ତି ପାଇବା ପାଇଁ ସ୍ତ୍ରୀ ମାନଙ୍କୁ କୁହାଯାଇଥିବା କଥାକୁ ସବୁବେଳେ ଧ୍ୟାନ ରଖିବା ଆବଶ୍ୟକ ହୋଇଥାଏ । ଶାସ୍ତ୍ରରେ ବିବାହ ପାଇଁ ପର୍ଫେକ୍ଟ ପୁରୁଷଙ୍କ ଲକ୍ଷଣ ବିଷୟରେ କୁହାଯାଇଛି । ଆସନ୍ତୁ ଜାଣିବା ତାଙ୍କ ବିଷୟରେ ।
ଯେଉଁ ବ୍ୟକ୍ତି ନିୟମିତ ରୂପରେ ସକାଳେ ଜଲ୍ଦି ଉଠିଥାଏ ଓ ବ୍ୟାୟମ ମଧ୍ୟ କରିଥାଏତ ଏହା ଶୁଭ ଲକ୍ଷଣ ହୋଇଥାଏ । ଏମିତି ପୁରୁଷ ନିରୋଗୀ ରହିଥାଏ । ଆଉ ଲମ୍ବା ସମୟ ପର୍ଯ୍ୟନ୍ତ ଜୀବନ ସାଥିର ସହଯୋଗ କରିଥାନ୍ତି । ସେହି ପୁରୁଷ ଶ୍ରେଷ୍ଠ ହୋଇଥାନ୍ତି ଯିଏ କୌଣସି ପ୍ରକାରର ଶାରୀରିକ ଶ୍ରମ କରିବାରେ ଡରିନଥାଏ । ଶାରୀରିକ ଶ୍ରମ କରୁଥିବା ଲୋକ କୌଣସି ପରିସ୍ଥିତିରେ ମଧ୍ୟ ହାର ମାନି ନଥାନ୍ତି । ସେ ବହୁତ ଭଲରେ ଖରାପ ସମୟକୁ ମଧ୍ୟ ଦୂର କରୁଥାନ୍ତି ।
ଯେଉଁ ପୁରୁଷ ନିଜର ଓ ଘର ପରିବାରର ମାନ ସନମାନ କଥା ଚିନ୍ତା କରିଥାନ୍ତି ସେ କେବେବି କୌଣସି ଭୁଲ କାର୍ଯ୍ୟ କରିନଥାନ୍ତି । ଏମିତି ପୁରୁଷ ସବୁବେଳେ ଠିକ କାମ କରିଥାନ୍ତି ଓ ତାଙ୍କ ପାଇଁ ସମଜରେ ଆପଣଙ୍କୁ ସନମାନ ମିଳିଥାଏ । ଯେଉଁ ପୁରୁଷ ସମସ୍ତଙ୍କ ପାଇଁ ଭଲ ଭାବିଥାଏ ସେ କେବେବି କାହାର ଖରାପ କରିନଥାନ୍ତି । ଏମିତି ଲୋକ ନିଜ ପରିବାରର ଧ୍ୟାନ ରଖିଥାନ୍ତି । ଏହି ଲୋକ ବହୁତ ଭଲ ଜୀବନ ସାଥି ହୋଇଥାନ୍ତି ।
ଯେଉଁ ଲୋକ କୌଣସି କାମର ଦାୟିତ୍ଵ ନେଇନଥାନ୍ତି ସେ ଘର ପରିବାର ପାଇଁ କେବେବି ଘର ପରିବାର ପାଇଁ ଠିକ ନିର୍ନୟ ନେଇପାରିନଥାନ୍ତି । ସେହି ଲୋକଙ୍କ ଲାଗି ଘର ଲୋକଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡିପାରେ । ଯେଉଁ ପୁରୁଷ ଝିଅ ମାନଙ୍କର ସନମାନ କରିଥାନ୍ତୁ ଆଉ ବିବାହ ପରେ ସ୍ତ୍ରୀକୁ ବହୁତ ଯତ୍ନର ସହିତ ରଖିଥାଏ ତାକୁ କେବେ ଦୁଃଖ କଷ୍ଟ ଅନୁଭବ କରିବାକୁ ଦେଇନଥାଏ ସେ ପୁରୁଷ ବହୁତ ଭଲ ହୋଇଥାଏ । ଯଦି ଏହି ଲେଖାଟି ଆପଣଙ୍କୁ ଭଲ ଲାଗିଛି ତାକୁ ଲାଇକ ଓ ସେୟର କରନ୍ତୁ ।
ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।