କଣ ଆପଣଙ୍କ ପିଲା ଜିଦ୍ଦି କରୁଛି, ଆପଣଙ୍କ ସ୍ଵାମୀ ସବୁବେଳେ ରାଗୁଛନ୍ତି? ତେବେ ଏହାକୁ ନିଶ୍ଚିନ୍ତ ଦେଖନ୍ତୁ- Parenting Tips

ଆପଣ ସବୁବେଳେ ପଜେଟିଭ ଭାବନା ରଖନ୍ତୁ ସେଥିରେ ଆପଣ ବହୁତ ଲାଭ ମିଳିପାରିବ । ଯଦି ଆପଣ ନକରତ୍ମକ ଚିନ୍ତାଧାରା ରଖିବେ ମନ ଭିତରେ ଆଉ ବାର ବାର ଗୋଟିଏ କଥା ଭବିବେ ସେଇ କଥା ଧୀରେ ଧୀରେ ହୋଇଯାଜୀବ ଶେଥି ପାଇଁ ମନରେ ସବୁବେଳେ ଭଲ ଭାବନା ରଖିବେ ଯଦି ଆପଣଙ୍କ ପିଲା ଦୁଷ୍ଟ ରହୁଛି କି ଜିଦି କରୁଛି ସେଥିପାଇଁ ଆପଣ ସବୁବେଳେ କୁହନ୍ତୁ ନହିଁକି ଦୁଷ୍ଟ ହେଉଛି କାରଣ ଏମିତି କହିବା ଦ୍ଵାରା ବହୁତ ଅଧିକ ଦୁଷ୍ଟ ହେବାକୁ ଲାଗିଥାଏ । ସେଥିଲାଗି ଆମେ ଗୋଟେ ଉପାୟ କହିବୁ ଦେଖିଲେ ଏହାକୁ କଲା ପରେ ଧୀରେ ଧୀରେ ଆପଣଙ୍କ ପିଲା ଭିତରେ ବହୁତ ସୁଧାର ଆସିବାକୁ ଲାଗିବ ।

ରାତିରେ ସୋଇକି ସକାଳେ ପିଲାକୁ ଉଠାଇବାର ଥିବ କିଛି ସମୟ ପୂର୍ବରୁ ପିଲା କାନ ପାଖରେ କହିବକି ତମେ ବହୁତ ଭଲ ପିଲା, ମାମା  କଥା ମାନୁଛ । ଏହିଭଳି ପଜେଟିଭ କଥା ପିଲା କାନ ପାଖରେ ଲଗାତାର ୨୧ ଦିନ ନହେଲେ ୪୨ ଦିନ ପର୍ଯ୍ୟନ୍ତ କହିବ । ଏହା କରିବା ଦ୍ଵାରା ପିଲା ଉପରେ ପଜେଟିଭ ଇଫେକ୍ଟ ପଡିବ ଆଉ ପିଲାର ଦୁଷ୍ଟାମି ଧୀରେ ଧୀରେ କମି ବାକୁ ଲାଗିବ । ଯଦି ଆପଣଙ୍କୁ ଲାଗୁଛିକି ଆପଣଙ୍କ ସ୍ଵାମୀ କି ଶାଶୁ ଶଶୁର ଆପଣଙ୍କୁ ପସନ୍ଦ କରୁନାହାନ୍ତି ତାଙ୍କ ପାଇଁ ଯଦି ପଜେଟିଭ ଇଣ୍ଟେଂସନ ପାସ କରିବାର ଅଛିତ ଆପଣ କେମିତି କରିବେ ।

ଆପଣଙ୍କୁ ଆପନ୍ନକ ମନରୁ ଲାଗୁଛିକି ଏମିତି ବିଲକୁଲ ହେଉନି ଆଉ ବହୁତ ରାଗ ଓ ନେଗେଟିଭ ଇଣ୍ଟେଂସନ ଆପଣଙ୍କ ଭିତରେ ଭରି ରହିଛି ଏହିଭଳି କିଚିବି କଥା ହେଉ । ଆପନ୍ନକୁ ଗୋଟେ ବୂକ ନେଇ ସେଥିରେ ସମସ୍ତଙ୍କ ବିଷୟରେ ପଜେଟିଭ କଥା ଲେଖିବାର ଅଛି । ପ୍ରଥମେ ଗୋଟେ ଡ୍ରାଫ୍ଟ ବନାଇବାର ଅଛି ଯେମିତିକି ଗୋଟେ ଉଦାହରଣ -ମୋ ସ୍ଵାମୀ ମୋତେ ବହୁତ ଭଲ ପାଉଛନ୍ତି । ଆଉ ବହୁତ ସନମାନ ଦେଉଛନ୍ତି । ଏମିତି କିଚିବି କଥା ଆପଣ ଲେଖିପାରିବେ । ଆଉ ସେଥିରେ ଗୋଟିଏବି ନେଗେଟିଭ କଥା ଲେଖିବେ ନହିଁ । ଏହି କଥାର ଆପଣଙ୍କୁ ଧ୍ୟାନ ରଖିବାର ଅଛି ।

ଯେତେବେଳେ ଆପଣ ସନ୍ତୁଷ୍ଟ ହୋଇଯିବେକୀ ଏହି ଡ୍ରାଫ୍ଟ ପୁରା ଠିକ ଅଛି ସେଇ ଡ୍ରାଫ୍ଟକୁ ଆପଣ ଡେଲି ଲେଖିବାର ଅଛି ବୂକରେ । ଏମିତି କରିବାର ଅଛି ୪୨ ଦିନ ପର୍ଯ୍ୟନ୍ତ । ଯଦି ଅପଣ ମନରେ ମନରେ ସବୁବେଳେ କହିବେ ସେ ମଧ୍ୟ ବହୁତ ଭଲ ହେବ। ଯେତେ ହୋଇବ ଆପଣ ପଜେଟିଭ ଭାବନ୍ତୁ । ଯଦି ଆପଣଙ୍କ ମନରେ ସବୁବେଳେ ନେଗେଟିଭ ଜିନିଷ ରହିବା ଧୀରେ ଧୀରେ ସେହି ଜିନିଷ ବଢିବାକୁ ଲାଗିବ । ଶେଥିପାଇଁ ସବୁବେଳେ ପଜେଟିଭ ଚିନ୍ତା ଧାରା ରଖନ୍ତୁ ନିଜ ମନ ଭିତରେ । ଏମିତି କରିବା ଦ୍ଵାରା ଆପଣଙ୍କୁ ବହୁତ ଭଲ ପହଲ ମିଳିବ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *