ବନ୍ଧୁଗଣ ପ୍ରେମର ଅନୁଭୂତି ସହଜରେ ପ୍ରକାଶ କରିହୁଏ ନାହିଁ । ଯିଏ ପ୍ରେମ କରିଥାଏ ତାହାକୁ ତାହାର ଅନୁଭୂତି ବେସ ଭଲ ଭାବରେ ଜଣାଥାଏ । ପ୍ରେମ କେତେବେଳେ ପ୍ରତାରଣାର କାରଣ ହୋଇଥାଏ ତ ଆଉ କେତେ ବେଳେ ତାହା ଅତ୍ୟନ୍ତ ରୋମାଞ୍ଚକ ହୋଇଥାଏ । ପ୍ରେମର ପରିଭାଷା ନଥାଏ । ବନ୍ଧୁଗଣ ସାଧାରଣ ମଣିଷ ଜୀବନରେ ପ୍ରେମ ନିଶ୍ଚିତ ହୋଇଥାଏ ପ୍ରେମ କରିବାର କୌଣସି ସମୟ ନଥାଏ । ତାହା କେବେ କେଉଁଠାରେ କାହାକୁ ହୋଇଯାଏ ତାହାର ଠିକଣା ନଥାଏ । ବନ୍ଧୁଗଣ ଆଜି ଆମେ ସେହି ପ୍ରେମ ସମ୍ବନ୍ଧରେ କିଛି ବିଶେଷ କଥା କହିବାକୁ ଯାଉଅଛୁ ।
ବନ୍ଧୁଗଣ ୧ ଠାରୁ ୧୦ ଭିତରେ କୌଣସି ଏକ ନମ୍ବର ବାଛି ନିଅନ୍ତୁ । ଯେଉଁମାନେ ନମ୍ବର ୧ ବାଛିଛନ୍ତି ଆସନ୍ତୁ ଏବେ ଜାଣିବା ତାଙ୍କ ବିଷୟରେ- ଆପଣ ନିଜ ଭାଇ ଏବଂ ଭଉଣୀକୁ ବହୁତ ପ୍ରେମ କରିଥାନ୍ତି । ନମ୍ବର ୨- ଆପଣ ନିଜ ମା ଏବଂ ବାପାଙ୍କୁ ବହୁତ ଭଲ ପାଆନ୍ତି । ଆପଣ ତାଙ୍କ ପାଇଁ ସବୁ କଠିନରୁ କଠିନ କାମ କରିବାକୁ ମଧ୍ୟ ସଦାସର୍ବଦା ପ୍ରସ୍ତୁତ ହୋଇ ରହିଥାନ୍ତି । ନମ୍ବର ୩- ଆପଣ ଯାହାକୁ ପ୍ରେମ କରିଛନ୍ତି ତାହା ଆପଣଙ୍କ ଟୃ ଲଭ ଅଟେ । କୌଣସି ପରିସ୍ଥିତିରେ ମଧ୍ୟ ଆପଣ ତାଙ୍କୁ ଛାଡି ପାରିବେ ନାହିଁ ।
ନମ୍ବର ୪- ଆପଣଙ୍କ ଲାଇଫ ପାର୍ଟନର ଆପଣଙ୍କ ସୁଖ ଦୁଖରେ ସାଥି ହୋଇ ଚାଲିବ । ନମ୍ବର ୫- ଆପଣଙ୍କ ବେଷ୍ଟ ଫ୍ରେଣ୍ଡ ଅର୍ଥାତ ଆପଣଙ୍କର ସବୁଠାରୁ ଭଲ ସାଙ୍ଗ ସବୁବେଳେ ଆପଣଙ୍କ ସାଥିରେ ରହିବେ । ଏବଂ ଆପଣ ମଧ୍ୟ ତାଙ୍କୁ ସେତିକି ଭଲ ପାଇବା ସହିତ ବିଶ୍ଵାସ କରିବେ । ନମ୍ବର ୬- ବନ୍ଧୁଗଣ ପିଲାଦିନର ସାଙ୍ଗ ସହିତ ଆପଣଙ୍କର ବହୁତ ଭଲ ସମ୍ପର୍କ ରହିଅଛି ଏବଂ ଆଗାମୀ ଜୀବନରେ ସେ ଆପଣଙ୍କ ସହଭାଗୀ ରୂପେ ଆପଣଙ୍କ ସହିତ ରହିବେ । ନମ୍ବର ୭- ଏହି ନମ୍ବରକୁ ବାଛିଥିବା ବ୍ୟକ୍ତି ଗାର୍ଲଫ୍ରେଣ୍ଡ କିମ୍ବା ବୟ ଫ୍ରେଣ୍ଡ ସହିତ ସବୁବେଳେ ଖୁସିରେ ରହିବେ ।
ନମ୍ବର ୮- ଆପଣ ନିଜ ପରିବାର ବ୍ଯତୀତ ଅନ୍ୟ କାହାର କଥା ଶୁଣିବାକୁ ପସନ୍ଦ କରିବେ ନାହିଁ । ନିଜ ପରିବାର ସହିତ ସୁଖ-ଦୁଖରେ ସାଥି ହେଇ ଚଳିବେ । ପରିବାର ଲୋକଙ୍କ ସମସ୍ତ କଥା ଆପଣଙ୍କ ପାଇଁ ଶିରଧାର୍ଜ୍ୟ ହେବ । ଆପଣ କୌଣସି କାର୍ଯ୍ୟ କରିବା ପୂର୍ବରୁ ପରିବାର ଲୋକଙ୍କ ସହିତ ଆଲୋଚନା କରି ଆଗକୁ ବଢିବେ । ନମ୍ବର ୯- ଏହା ଯେଉଁ ମାନେ ବାଛିଛନ୍ତି ତାଙ୍କ ପାଇଁ ପରିବାର ସମେତ ଯାହାକୁ ସେ ପସନ୍ଦ କରୁଛନ୍ତି ମାତ୍ର ତାହାକୁ ପ୍ରକାଶ କରି ପାରୁନାହାନ୍ତି, ତାହାଙ୍କ ପାଖରୁ ସିଧା ସଳଖ ଉତ୍ତର ପାଇବେ ।
କାରଣ ମନକଥା ସେ ବୁଝି ସାରିଛନ୍ତି ଆପଣ କହିପାରୁ ନଥିବାରୁ ସେ କହିବେ ବୋଲି ନିସ୍ପତି ନେଇଛନ୍ତି । ନମ୍ବର ୧୦- ଏହି ନମ୍ବରଟି ଯେଉଁ ମାନେ ବାଛିଛନ୍ତି ତାଙ୍କୁ ତାଙ୍କର ବହୁତ ପୁରୁଣା ଲଭ ସାଙ୍ଗେ ସାକ୍ଷାତ ହେବାର ସୁଯୋଗ ମିଳିବାକୁ ଯାଉଛି । ବନ୍ଧୁଗଣ ଆପଣଙ୍କୁ ଏହି ପ୍ରେମ ସମ୍ବନ୍ଧରେ ବିବରଣୀଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।