ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ କିଛି ଗଛର ନାମ କହିବାକୁ ଯାଉଛୁ, ଯାହା ଘର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ । ଶାସ୍ତ୍ର ଅନୁସାରେ ଏଭଳି ଅନେକ ଜିନିଷ ରହିଛି ଯାହା ଆମ ପାଇଁ ବହୁତ ଉପକାର କରିଥାଏ । ମାତ୍ର ସେଗୁଡିକୁ ଆମେ ସାଧାରଣ ଭାବେ ପରଖୀ ନଥାଉ, ଯଦି ଆମ୍ଭେମାନେ ଶାସ୍ତ୍ର ର ନିୟମ ଅନୁଯାଇ ଚାଲିବା ତେବେ, ଆମର ବହୁତ ଲାଭ ହେବ । କିନ୍ତୁ ଆମେ ନିଜର ବ୍ୟକ୍ତିଗତ ଜୀବନରେ ଏତେ ବ୍ୟସ୍ତ ହେଇଯାଉ ଯେ ସେଗୁଡିକ ପ୍ରତି ଏତେ ଧ୍ୟାନ ଦେଇନଥାଉ । ବନ୍ଧୁଗଣ ଆସନ୍ତୁ ଏବେ ଜାଣିବା ତାହା କେଉଁ କେଉଁ ଗଛ ସବୁ ଅଟନ୍ତି ଯାହା ଦ୍ଵାରା ଆମକୁ ସକାରାତ୍ମକ ଊର୍ଜା ପ୍ରାପ୍ତ ହୋଇଥାଏ ।

୧- ତୁଲସୀ ଗଛ;- ବନ୍ଧୁଗଣ ତୁଲସୀ ଗଛ ବହୁତ ଶୁଭ ହୋଇଥାଏ ଏବଂ ଏହାକୁ ସବୁ ଘରେ ଲଗାଇବା ଆବଶ୍ୟକ । ଏହା ଦ୍ଵାରା ବହୁତ ଆୟୁର୍ବେଦିକ ଲାଭ ହୋଇଥାଏ । ଏହା ସହିତ ଏହା ବ୍ୟତିତ ଅନ୍ୟ କୌଣସି ଗଛ ଅତ୍ୟନ୍ତ ଶୁଭ ହୋଇ ନଥାଏ । ଏହାର ବୀଜ ମାଟିରେ ବହୁତ ଶୀଘ୍ର ଗ୍ରୋଥ କରିଥାଏ । ଯଦି ସୂର୍ଯ୍ୟ କିରଣ ଅଧିକ ପଢିଥାଏ, ତେବେ ଅଧିକ ଜଲ୍ଦି ଏହା ଗ୍ରୋଥ ହୋଇଥାଏ । ଏହାର ପତି ଆୟୁର୍ବେଦ ରେ ବହୁତ ପରିମାଣରେ ବ୍ୟବହାର ହୋଇଥାଏ । ଏହା ସହିତ ଏହାର ବୀଜ ମଧ୍ୟ ବହୁଳ ପରିମାଣରେ ବ୍ୟବହୃତ ହୋଇଥାଏ ।

୨- ମନି ପ୍ଳାଣ୍ଟ;- ବନ୍ଧୁଗଣ ଏହି ଗଛଟି ବିଷୟରେ ପ୍ରାଏ ସମସ୍ତେ ଜାଣିଥାନ୍ତି ଏବଂ ଏହା ବହୁତ ଶୁଭ ମଧ୍ୟ ହୋଇଥାଏ । ବନ୍ଧୁଗଣ ଏହି ଗଛଟିକୁ ଯେଉଁ ଭଳି ଅବସ୍ଥାରେ ରଖନ୍ତୁ ଅର୍ଥାତ ଏହାକୁ ନ ଅତ୍ୟଧିକ ଖରା ନା ଛାଇ ଏବଂ ନାହି ଅତ୍ୟଧିକ ଖାଦ ର ଆବଶ୍ୟକ ହୋଇଥାଏ । ଏହା ସାଧାରଣତ ଘର ବାହରେ ହେଉ ଅବା ଭିତରେ ହେଉ, ଉଭୟ ସ୍ଥାନରେ ବେଶ ଭଲରେ ବଢିଥାଏ । ଏହା ଛୋଟରୁ ଛୋଟ ବୋତଲ କିମ୍ବା ପାତ୍ର ରେ ବହୁତ ସହଜରେ ବଢିଥାଏ ।

୩- ପାନ;- ବନ୍ଧୁଗଣ ଏହି ଗଛଟି ବହୁତ ଜରୁରୀ ହୋଇଥାଏ, ଆପଣ ସମସ୍ତେ ପ୍ରାଏ ପୂଜାରେ ପାନ ପତ୍ରର ବ୍ୟବହାର କରିଥାନ୍ତି । ଏହା ମଧ୍ୟ ଯେକୌଣସି ଅବସ୍ଥାରେ ଲଗାଇଲେ ତାହା ବଢିଥାଏ । ଏହା ଅତ୍ୟନ୍ତ ଶୁଭ ମଧ୍ୟ ହୋଇଥାଏ ଏଣୁ ଏହାକୁ ପୂଜା ରେ ବ୍ୟବହାର ମଧ୍ୟ କରାଯାଏ ।

୪- ହାର ସିଂହାର ଗଛ;- ବନ୍ଧୁଗଣ ଆପଣ ସମସ୍ତେ ଜାଣିଛନ୍ତି ଯେ ଏହି ଗଛ କେତେ ଶୁଭ ଗଛ ହୋଇଥାଏ, ଏବଂ ଏହାର ଯେଉଁ ଫୁଲ ଅଛି ତାହାର ସୁଗନ୍ଧ ଅତ୍ୟନ୍ତ ମନଲୋଭକ ହୋଇଥାଏ । ଲୋକଙ୍କର ଅନୁଭବ ରହିଛି ଯେ, ଯେଉଁ ପର୍ଯ୍ୟନ୍ତ ଏହି ଫୁଲର ସୁଗନ୍ଧ ବ୍ୟାପିଥାଏ ସେ ପର୍ଯ୍ୟନ୍ତ ସେହି ସ୍ଥାନର ବାତାବରଣ ଅତ୍ୟନ୍ତ ଶୁଭ ହୋଇଯାଏ । ବନ୍ଧୁଗଣ ଏହାକୁ କୌଣସି ସ୍ପେଶିଆଲ ମାଟିର ମଧ୍ୟ ଆବଶ୍ୟକ ହୋଇନଥାଏ । ବନ୍ଧୁଗଣ ଆୟୁର୍ବେଦରେ ବହୁତ ଅଧିକ ଏହାର ଲାଭ ମଧ୍ୟ ରହିଅଛି ।

୫- କଦଳୀ ଗଛ;- ବନ୍ଧୁଗଣ କଦଳୀ ଗଛ ବହୁତ ଶୁଭ ହୋଇଥାଏ । ଏହାକୁ ଯଦି ଆମ୍ଭେ ଘରେ ଲାଗାଇଥାଉ ଅଥବା ଗେଟରେ ଲଗାଇଥାଉ ତେବେ ଏହା ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତ କରାଇଥାଏ । ବନ୍ଧୁଗଣ ଏହାର ପୂଜା ସବୁ ବୃହସ୍ପତି ବାରରେ ଆମ୍ଭେ ମାନେ କରିଥାଉ ଏବଂ ପୂଜାରେ ମଧ୍ୟ ଏହାକୁ ବ୍ୟବହାର କରାଯାଏ, ଯଜ୍ଞ ସ୍ଥାନ ମାନଙ୍କରେ ଏହାକୁ ଉଚ୍ଚ ମାନ୍ୟତା ଦିଆଯାଇଅଛି । ବାକି ଦୁଇଟି ହେଲା ହଳଦୀ ଗଛ ଓ ଅପରାଜିତା ଗଛ ।
ବନ୍ଧୁଗଣ ଏହା ଥିଲା 7 ଟି ଶୁଭ ଫଳ ପ୍ରଦ ଗଛ ଗୁଡିକର ବିବରଣୀ ଯଦି ଆପଣଙ୍କୁ ଏହା ଭଲ ଲାଗିଥାଏ, ତେବେ ଗୋଟିଏ ଲାଇକ କରନ୍ତୁ ।
