ବନ୍ଧୁଗଣ ଫିଲ୍ମ ଦୁନିଆରେ ଫିଲ୍ମ ଏଥିପାଇଁ ବନାଯାଇଥାଏ ଯେ, ଦର୍ଶକ ମାନଙ୍କ ମନରଞ୍ଜନ କରିଯାଇ ପାରିବ । ଏହା ସହିତ ଫିଲ୍ମ ଟି ଯଦି ଦର୍ଶକଙ୍କ ହୃଦୟକୁ ଛୁଇଁ ହୃଦୟରେ ଜାଗା ବାନାଇ ଦେଇଥାଏ ତେବେ ଏହାଠାରୁ ଖୁଶିର ବିଷୟ ଫିଲ୍ମ ମେକର କୁ ଆଉ କିଛି ମନେ ହୁଏ ନାହିଁ । ଏଥିରୁ ତାଙ୍କୁ ବହୁତ ସଫଳତା ମିଳିଥାଏ । ଏହା ସହିତ ସେହି ଫିଲ୍ମ ଟିର ସମସ୍ତ କଳାକାରଙ୍କ ସ୍ଵୋପ୍ନ ହୋଇଥାଏ ଯେ, ଫିଲ୍ମ ସବୁ ଆବୋର୍ଡ ପାଇବା ସଙ୍ଗେ ସଙ୍ଗେ ସବୁଠାରୁ ବଡ ଆବୋର୍ଡ ଓସ୍କାର ମଧ୍ୟ ପାଉ । ସେ ପର୍ଯ୍ୟନ୍ତ ଯିବାକୁ ହେଲେ ଫିଲ୍ମ କୁ କେତେକ ପରିଣାମ ରେ ଗତି କରିବାକୁ ହୋଇଥାଏ ।
ବନ୍ଧୁଗଣ ଓଡିଆ ନିର୍ଦେଶକ “ନୀଳମାଧବ ପଣ୍ଡା” ଙ୍କର ଫିଲ୍ମ “କଳିର ଅତୀତ” ବହୁତ ସଙ୍ଘର୍ଷରୁ ସାବ୍ୟସ୍ତ କରି ଓସ୍କାର ପୁରସ୍କାର ପାଇଁ ସାମିଲ ହୋଇ ସାରିଛି । ବନ୍ଧୁଗଣ ନିର୍ଦେଶକ “ନୀଳ ମାଧବ ପଣ୍ଡା” ଙ୍କର ଏହି ଫିଲ୍ମ ଟି ଓସ୍କାର ର ଜନରଲ କେଟେଗରୀ ରେ ବେଷ୍ଟ ଫିଲ୍ମ, ବେଷ୍ଟ ଏକ୍ଟର, ବେଷ୍ଟ ଡାଇରେକ୍ଟର, ଏବଂ ବହୁତ କ୍ଷେତ୍ରରେ ସମ୍ମିଳନ କରାଯାଇଛି ।
ଏହି ଫିଲ୍ମଟିରେ ଭାରତର ପୂର୍ବ ତଟିୟ ଇଲାକା ଓଡିଶା ରୁ ଗାୟବ ହୋଇଥିବା ଗାଁ ର କାହାଣୀ କୁ ଦର୍ଶାଇ ଦିଆଯାଇଛି, ଯାହା ଜଳବାୟୁ ର ପରିବର୍ତ୍ତନ କାରଣରୁ ବଢୁଥିବା ସମୁଦ୍ରର ର ଜଳ କାରଣରୁ ଗାୟବ ହୋଇଅଛି । ଚୂନତୀ ରେ ପରିପୂର୍ଣ୍ଣ ଗୋଟିଏ ବର୍ଷରେ “କଳିର ଅତୀତ” ସମ୍ବନ୍ଧରେ ଜଣାଉଥିବାରୁ ବହୁତ ଖୁସି ଅନୁଭବ ହେଉଅଛି । ବର୍ତ୍ତମାନ କଳିର ଅତୀତ ଚଳଚ୍ଚିତ୍ର ଟି ଏକାଡମି ସ୍କ୍ରିନିଙ୍ଗ ପାଇଁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି ।
ଏହା ସର୍ବଶ୍ରେଷ୍ଠ ଚିତ୍ର, ସର୍ବଶ୍ରେଷ୍ଠ ଅଭିନେତା, ସର୍ବଶ୍ରେଷ୍ଠ ନିର୍ଦେଶକ, ଏବଂ ଆହୁରି ଅଧିକ ଅନ୍ୟ ଶ୍ରେଣୀରେ ଉପସ୍ଥିତ ରହିଛି । ନିର୍ଦେଶକ କହିଲେ, ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି, ସେ ଆଗକୁ କହିଲେ ଯେ ନ୍ୟୁୟର୍କ ଏବଂ ଲାନ୍ସ ଏଞ୍ଜାଳିନ୍ସ ରେ ଥିଏଟର ବନ୍ଧ ହେବା କାରଣରୁ, ଏହି ପର୍ଯ୍ୟନ୍ତ ଆସିବା ବହୁତ କଷ୍ଟକର ଥିଲା ଯେ ଆମ୍ଭେ କ୍ଵାଲିଫାଏ କରିପାରିବୁ, ଏହାପରେ ଆମେ ପବ୍ଲିସିଟି କରିବା ଆରମ୍ଭ କରିଦେଲୁ ଏବଂ ଜ୍ଯୁଋ ପର୍ଯ୍ୟନ୍ତ ପହଞ୍ଚିଗଲୁ, ଆମର ତାଙ୍କ ପାଖକୁ ପହଞ୍ଚିବାର ଉଦେଶ୍ୟ ଥିଲା ଯେ, ସେମାନଙ୍କୁ ଏହି ଚଳଚ୍ଚିତ୍ରଟି ଦେଖାଇବା ।
ଏହା ଆମ ପାଇଁ ବହୁତ ଗୌରବ ର ବିଷୟ ଅଟେ । ବନ୍ଧୁଗଣ ଓସ୍କାର ଫାଇନାଲିଷ୍ଟ ର ଶୁଣାଣୀ ୧୫ ମାର୍ଚ୍ଚ ରେ ହେବ । ସେହିଭଳି ଏହାର ଆବୋର୍ଡ ସେରେମନି ୨୫ ଏପ୍ରିଲ ରେ ହେବାକୁ ଯାଉଛି । ବନ୍ଧୁଗଣ ଓସ୍କାର ପୁରସ୍କାର ପାଇବା ର ସ୍ଵୋପ୍ନ ବଡ ବଡ ଅଭିନେତା ସହିତ ବଡ ବଡ ପ୍ରସିଦ୍ଧ ଏବଂ ବିଖ୍ୟାତ ନିର୍ଦେଶକ ଆଶାର ସହିତ ଦେଖିଥାନ୍ତି । ଏବଂ ତାହା ସାକାର ହେବା ବହୁତ କାଠିକର ପାଠ ହୋଇଥାଏ । ବନ୍ଧୁଗଣ “କଳିର ଅତୀତ” ସବୁ ବାଧା ବିଘ୍ନ କୁ ପଛେଇ ଓସ୍କାର ଦ୍ଵାରସ୍ଥ ହୋଇ ସାରିଛି ମାତ୍ର ଆଉ ଟିକେ ଅପେକ୍ଷା ରହିଛି । ବନ୍ଧୁଗଣ ଏହି ବିବରଣୀଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।