ସୋମବାର 08 ମାର୍ଚ୍ଚ 2021- ବାବା ଭୋଳାନାଥଙ୍କ କୃପାରୁ ଆଜି ଏହି ୩ ଟି ରାଶିର ଲୋକଙ୍କୁ ମିଳିବ ଆକସ୍ମିକ ଧନଲାଭ

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :-

ଆଜି ଆପଣ ନିଜ ପ୍ରିୟ କଥାରେ ବହୁତ ସଂବେଦନଶୀଳ ରହିବେ । ସଯୋଗୀଙ୍କ ଠାରୁ ଲାଭ ପ୍ରାପ୍ତ କରିବେ । ପାରିବାରିକ ଜୀବନରେ ଆନନ୍ଦ ଓ ସହଯୋଗ ପ୍ରାପ୍ତ ହେବ । ସମ୍ଭବ ଅଟେକି ଆଜି ଫୋନରେ ଆଜି ଆପଣଙ୍କର ଅଧିକ ସମୟ କଟିବ । ଚେଷ୍ଟା କରନ୍ତୁ ଆଉ ପ୍ରସନ୍ନ ରୁହନ୍ତୁ । ଲେଖିବା କାର୍ଯ୍ୟ ପାଇଁ ଦିନଟି ବହୁତ ଅନୁକୂଳ ଅଟେ । ଆଜି ଅପଣଙ୍କ ମନରେ ବହୁତ ସାରା ବିଚାର ଆସିବ । ତା ଉପରେ ଲକ୍ଷ ରଖିବାର ଯୋଜନା କରନ୍ତୁ ।

ବୃଷ :-

ଆଳସ୍ୟରୁ ବଞ୍ଚିକି ସକ୍ରିୟ ହେବା ଆଜି ବହୁତ ଲାଭପ୍ରଦ ରହିବ । ବିରୋଧୀ ଆଜି ଆପଣଙ୍କୁ କ୍ଷତି ପହଞ୍ଚାଇବ ପାଇଁ ଚେଷ୍ଟା କରିବେ । ଖାଦ୍ଯ ପେୟରେ ସାବଧାନ ରୁହନ୍ତୁ । ଜୀବନ୍ସାଥିର ସ୍ୱାସ୍ଥ୍ୟ ଚିନ୍ତିତ କରିବ । ଆପଣଙ୍କୁ ତାଙ୍କ ସ୍ୱାସ୍ଥ୍ୟ ଉପରେ ବେସୀ ଧ୍ୟାନ ଦେବାର ଆବଶ୍ୟକ ରହିଛି । ବିବାହିତା ଲୋକଙ୍କ ପାଇଁ ସମୟ ଏବେ ଠିକ ନୁହେଁ ।

ମିଥୁନ :-

ବୈବାହିକ ଜୀବନରେ ଏବେ ନିକଟତା ବଢିବ । କୌଣସି ପୁରୁଣା କାର୍ଯ୍ୟ ପୁରା ହେବ । ଆପଣଙ୍କ ପାରିବାରିକ ଜୀବନ ସାମାନ୍ଯ ରହିବ । ଆପଣଙ୍କ ଦାଂପତ୍ଯ ଜୀବନରେ କୌଣସି ପ୍ରତିବନ୍ଧକ ଆସିବ । ଆପଣଙ୍କ ଉପରେ କାମର ବହୁତ ପ୍ରେସର ରହିବ । ଆଜି ଆପଣଙ୍କ ସମୟ ଓ ଊର୍ଜା ଅନ୍ନ୍ୟ ଲୋକଙ୍କୁ ସାହାର୍ଯ୍ୟ କରିବାରେ ଲଗାନ୍ତୁ । କିନ୍ତୁ ସେଇ କାମରେ ପଡନ୍ତୁ ନହିଁ ଯେଉଁଥିରେ ଆପଣଙ୍କର କୌଣସି ଦେବାନେବାର ନହିଁ । ସହଯୋଗ ଆଉ ଆଶୀର୍ବାଦ ନିଅନ୍ତୁ ଓ ଚେଷ୍ଟା କରନ୍ତୁକି ଆପଣଙ୍କ ଉପରେ କିଏ ନ ରାଗୁ ।

କର୍କଟ :-

ମାନ ପ୍ରତିଷ୍ଠା ପ୍ରତି ସଜାଗ ରୁହନ୍ତୁ । ସହଯୋଗୀ ଆଉ ନିଜ ଲୋକ ଆପଣଙ୍କ ଉପରେ ଅଙ୍ଗୁଳି ଉଠାଇବେ । କୌଣସି ସତା ସହିତ ଜଡିତ ଲୋକ ଆପଣଙ୍କୁ ସାହାର୍ଯ୍ୟ କରିବା ପାଇଁ ଆଗକୁ ଆସିବ । ତାଙ୍କ ସହାୟତା ନବା ପାଇଁ ବିଲକୁଲ  ହିଚକିଚାନ୍ତୁ ନହିଁ । ଆଧାର ହିନ ଆରୋପ ଲାଗିପାରେ । ବିପରିତ ଲିଙ୍ଗର ଲୋକଙ୍କ ଠାରୁ ବଞ୍ଚିକି ରୁହନ୍ତୁ । ଆପଣ ଏମିତି ଲୋକଙ୍କୁ  ମନ ପକାଇବେ ଯାହା ସହ ଆପଣଙ୍କ ଦୋସ୍ତି ଥିଲା ।

ସିଂହ :-

ଆଜି କୌଣସି ବଡ କାମ ସନ୍ତାନଙ୍କ ସାହାର୍ଯ୍ୟ ଦ୍ଵାରା ପୁରା ହୋଇବ । ଆପଣ ନିଜର ସହଯୋଗୀଙ୍କ ଅଶିଷ୍ଟ ବ୍ୟବହାରକୁ ସ୍ଵୀକାର କରିପାରିବେ ନାହିଁ ଏବଂ ଅସହଜ ଅନୁଭବ କରିବେ । ଅନ୍ୟର ଦାୟିତ୍ଵହୀନତା ଲାଗି କଷ୍ଟ ହୋଇବ । ପରିଶ୍ରମର ଫଳ ନମିଳିବାରୁ ଉଦାସ ରହିବେ । ଆଜି ଆପଣଙ୍କ ଦ୍ଵାରା କରାଯାଇଥିବା କାର୍ଯ୍ୟ ଭବିଷ୍ୟ ପାଇଁ ଉପଯୋଗୀ ହେବ । କୌଣସି ଦୂରରେ ରହୁଥିବା ସମ୍ପର୍କୀୟଙ୍କ ସହିତ କଥା ବାର୍ତା ଆତ୍ମବଳ ବଢାଇବ ।

କନ୍ୟା :-

ଖର୍ଚ ଆଉ ଆୟରେ ବ୍ୟଲାଂସ ବନାଇବାକୁ ଚେଷ୍ଟା କରିବେ । ବୁଦ୍ଧି ଓ ବୁଝାମନା ଦ୍ଵାରା ସ୍ଥିତିକୁ ଆପଣ ଅନୁକୂଳ ବନାଇବେ । ଅଧିକାରୀ କ୍ଷେତ୍ରରେ ବୃଦ୍ଧି ହେବ । ପରିଜନଙ୍କ ସହିତ ବିରୋଧ ସମ୍ଭବ ହୋଇବ । କୌଣସି ଶିକ୍ରେଟ ଓ ଛପିକି ଥିବା କଥା ଆପଣ ଜାଣିବେ । ନିଜ ଲୋକଙ୍କ ସହିତ ଖୁଶି ମନାନ୍ତୁ । ପରିବାରରେ କାହା ସହିତ ବାଦ ବିବାଦ କରନ୍ତୁ ନାହିଁ । ବ୍ୟର୍ଥରେ ସୁବିଧା ହୋଇପାରେ । ମାନସିକ ଚିନ୍ତା ଅସୁବିଧା କରାଇବ ଓ ଆପଣ ଅନିଦ୍ରା ଅନୁଭବ କରିବେ ।

ତୁଳା :-

ଆଜି ଆପଣ ଆବଶ୍ୟକରୁ ଅଧିକ କାମ ନିଜ ମୁଣ୍ଡକୁ ନେବେ । ବିବାହିତା ଲୋକଙ୍କ ଜୀବନରେ ଚ୍ୟାଲେଞ୍ଜ କମ ହେବ । ପରିବାର ଲୋକଙ୍କଠୁ ଦୂରରେ ରହି ଏକାନ୍ତରେ ସମୟ ବିତାଇବାର ଯୋଗ ବନିବ । ଆପଣଙ୍କଠୁ ତାଙ୍କୁ ବହୁତ ଭଲ ସଜେସନ ମିଳିବ । ନିଜର ସଜେସନର ପାଳନ କରନ୍ତୁ । କାହା ସହିତ ଝଗଡର ସଙ୍କେତ ମଧ୍ୟ ଆସିପାରେ । କୋର୍ଟ କଚେରୀରେ ଲମ୍ବା ପଡିଥିବା କାମ ଆଜି ସମ୍ପର୍ଣ ହେବ ।

ବିଛା :-

ଏହା କାମନା ପୁରଣର ଦିନ ଅଟେ । ଆପଣ ବିପଦରୁ ବାହାରକୁ ବାହାରିବାରେ ସଫଳ ହେବେ । ଆପଣ ଖଡତା ପେୟ ଓ ବସ୍ତ୍ର ଉପରେ ଧନ ଖର୍ଚ କରିବେ ତଥା ପରିବାରର ଦାୟିତ୍ଵକୁ ବୁଝିକି କାମ କରିବେ । ଆପଣ ନିଜ ମାତା ପିତାଙ୍କ ଯତ୍ନ ନେଇ ସମୟ ବିତାଇବେ । ଆପଣଙ୍କ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ । ପରିବାର ଲୋକଙ୍କ ସହିତ ଶାନ୍ତିରେ ଓ ଖୁସିରେ ଦିନ ବିତାନ୍ତୁ ।

ଧନୁ :-

ପାରିବାରିକ ଜୀବନରେ ଅକାରଣରେ ଅସୁବିଧା ହୋଇପାରେ । କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିପାରେ । ବ୍ୟବସାୟୀ ମାନଙ୍କୁ କିଛି ଭଲ ଲାଭ ମିଳିପାରେ । ବ୍ୟର୍ଥ ଚର୍ଚାରେ ସାମିଲ ହୁଅନ୍ତୁ ନହିଁ ଅନ୍ଯଥା ଆପଣ ଅସୁବିଧାରେ ପଡ଼ିପାରନ୍ତି । ଚାକିରିରେ ଜୁନିଅରଙ୍କ ଠାରୁ ଭଲ ସହଯୋଗ ମିଳିବ ।

ମକର :-

ଆଜି ଆପଣଙ୍କୁ ବାହନ ସୁଖ ମିଳିବ । ସାମାଜିକ କାର୍ଯ୍ୟ କ୍ରମରେ ଭାଗ ନେଇପାରନ୍ତି । ମେହନତ ଓ ଲଗନରେ କାର୍ଯ୍ୟ କରିବା ଦ୍ଵାରା ଆଜି ଆପଣଙ୍କୁ ଭଲ ସଫଳତା ମିଳିବ । ଆପଣଙ୍କ ଭୌତିକ ଆରାମ ଓ ବିଳାସରେ ବୃଦ୍ଧି ହେବ । ଆପଣଙ୍କ ବିଜେନେସ ପାର୍ଟନର ସହିତ ଝଗଡା ହୋଇପାରେ । ଆପଣଙ୍କ ଓ ଆପଣଙ୍କ ଜୀବନ ସାଥିଙ୍କ ଭିତରେ ଦୂରତା ବଢିପାରେ ।

କୁମ୍ଭ :-

ମନରେ ଓଲଟ ସିଧା ବିଚାର ଆସି ମନକୁ ଖରାପ କରିବ । ମାଂସପେଶୀ ର ଦରଜ କଷ୍ଟ ଦେଇପାରେ । ବିବାହିତା ଯୋଡାଙ୍କ ଭିତରେ ସ୍ନେହ ଓ ପ୍ରେମ ବୃଦ୍ଧି ହେବ । କାର୍ଯ୍ୟ କ୍ଷେତ୍ରରେ କିଛି ବାଧା ଆସିପାରେ । ଆଜି ହଠାତ ଆପଣଙ୍କୁ କୌଣସି ସମାରୋହରେ ଯିବାର ସୁଯୋଗ ମିଳିବ ।

ମୀନ :-

ନିଜ ସନ୍ତାନ ଉପରେ ଉଚ ଆକାଂକ୍ଷା ଉପରେ ବୋଝ କରିବା ଅପେକ୍ଷା ତାର ମନୋବଳ ବଢାନ୍ତୁ । ଦାଂପତ୍ଯ ଜୀବନ ସାମାନ୍ଯ ରହିବ । ଆପଣଙ୍କ ସ୍ୱାସ୍ଥ୍ୟ ବହୁତ ଭଲ ରହିବ । ଆପଣ ନ୍ଜିଆର ଜୀବନ ଶୈଳୀ ଉପରେ ଅଧିକ ଧ୍ୟାନ ଦେବେ । ବିଦ୍ୟାର୍ଥୀ କୌଣସି କଥାକୁ ନେଇ ଖୁସି ହେବେ । ପ୍ରେମ ଜୀବନରେ ନିଜ ଭିତରେ ଭଲ କଥା ହୋଇ ସ୍ଥିତିକୁ ପରିବର୍ତନ କରିବେ ।

Leave a Reply

Your email address will not be published. Required fields are marked *