ସୋମବାର 24 ମେ 2021- ମହାଦେବଙ୍କ କୃପାରୁ ଆଜି ଏହି 5 ଟି ରାଶିଙ୍କୁ ମିଳିବ ବଡ ଖବର

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ ।

ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଲଭ ପାର୍ଟନର ତରଫରୁ କୌଣସି ଶୁଭ ସମାଚାର ମିଳିପାରେ । ଶିକ୍ଷା ତରଫରୁ ବହୁତ ଭଲ ଫଳ ମିଳିବ । ଯଦି ଆପଣ ବ୍ୟାପାର କରୁଛନ୍ତିତ ବ୍ୟାପାରରେ ମଧ୍ୟ ବହୁତ ଲାଭ ହେବ । ଚାକିରି କରୁଥିବା ଲୋକଙ୍କୁ ଭଲ ଫଳ ମିଳିବ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ କାରଣ ସିତାରେଙ୍କ ଠାରୁ ଶାରୀରିକ ପୀଡାର ସଙ୍କେତ ମିଳିଛି । ଆପଣଙ୍କରା କେହି ନିଜ ଲୋକ ହିଁ ଆପଣଙ୍କୁ ଧୋକା ଦେବ  ।

ବୃଷ :- ଆଜି ଆପଣଙ୍କ ଭାବନା ଉପଟେ ଟିକେ କାବୁ ରଖନ୍ତୁ । କଠିନ ନିସ୍ପତି ନେବା ପୂର୍ବରୁ କୌଣସି ବିଶେଷଜ୍ଞଙ୍କ ସଜେସନ ନେବା ଉଚିତ ଏଥିରେ ପୂର୍ବ ଅପେକ୍ଷା ଅଧିକ ସୁଧାର ଦେଖିବାକୁ ମିଳିପାରେ । ବୀନା କାରଣରେ ଖରଚ ଉପରେ ନିୟତ୍ରାଣ ରଖିବା ଆବଶ୍ୟକ । ଏଥିରେ ଆପଣଙ୍କ ଆର୍ଥିକ ପକ୍ଷ ମଜଭୁତ ରହିବ । ଅବିବାହିତ ମାନଙ୍କୁ ବିବାହ ପାଇଁ ଭଲ ପ୍ରସ୍ତାବ ଆସିବ, ପାର୍ଟନର ଆପଣଙ୍କ ଭାବନାକୁ ବୁଝିବେ ।

ମିଥୁନ :- କାର୍ଯ୍ୟ କ୍ଷେତ୍ରର ସ୍ଥିତି ଆପଣଙ୍କ ଧ୍ୟାନ ହଟାଇ ପାରନ୍ତି । ଆପଣ କମଜୋର ଅନୁଭବ କରିବେ, ଆପଣଙ୍କ ଛୋଟ ଭାଇ ଆପଣଙ୍କୁ ଦୁର୍ବ୍ୟବହାର କରିବେ । ଘର କାର୍ଯ୍ୟରେ ଦିନ ବିତିବ । ଉଶ୍ଚାହ ପୂର୍ବକ ବ୍ଯବସାୟିକ ଯୋଜନାକୁ ପୁରା କରିବେ ଓ ସଫଳ ହେବ । ସ୍ୱାସ୍ଥ୍ୟ କମଜୋର ରହିବ ବୈଚାରିକ ଦୃଷ୍ଟିକୋଣର ସକାରାତ୍ମକ ଲାଭ ମିଳିବ ।

କର୍କଟ :- କାର୍ଯ୍ୟ କ୍ଷେତ୍ରର ସ୍ଥିତି ଆପଣଙ୍କ ଧ୍ୟାନ ଭଟକାଇ ପାରେ । ଯାତ୍ରାରେ ଯିବାରୁ ବଞ୍ଚନ୍ତୁ ।  ପରିବାରକୁ ସମୟ ଦିଅନ୍ତୁ ଆଉ ତାଙ୍କ ସହିତ ସମୟ ବିତାଇଲେ ଆପଣଙ୍କୁ ଭଲ ଲାଗିବ । ଚାକିରିରେ ଆପଣଙ୍କ ପାଇଁ ଏହି ଦିନ ବହୁତ ବଢିଆ ଅଟେ । ଆଜି ଆପଣଙ୍କ ପ୍ରଶଂସା ହେବ ଓ ଆପଣଙ୍କ ବସ ମଧ୍ୟ ଆପଣଙ୍କ ଉପରେ ଖୁସି ହେବେ । ଜୀବନ୍ସାଥିର ଚିନ୍ତା ରହିବ । ଦେବା ନେବାରେ ସାବଧାନ ହୁଅନ୍ତୁ ।

ସିଂହ :- ସିଂହ ରାଶିର ଲୋକଙ୍କୁ ତାଙ୍କ ପରିବାର ଆଡକୁ ଅଧିକ ଧ୍ୟାନ ଦେବାର ଅଛି । ନିସ୍ପତି ନେବାକୁ ବିଳମ୍ବ କରନ୍ତୁ ନହିଁ । ଅନଲାଇନ ବ୍ୟାପାର କରୁଥିବା ଲୋକଙ୍କୁ ଆଜି ଫାଇଦା ହୋଇପାରେ । ଲଭ ମେଟ ଜେନ ଅନ୍ୟଜନଙ୍କ ଉପରେ ବିଶ୍ବାସ ରଖନ୍ତୁ, ସମ୍ପର୍କ ଭଲ ରହିବ । କାରିୟରରେ ଆପଣଙ୍କୁ ସଫଳତା ମିଳିବ । ବିରୋଧୀ ମାନଙ୍କ ଠାରୁ ଆପଣଙ୍କୁ ଟିକେ ସାବଧାନ ରହିବା ଉଚିତ । ପରିବାରରେ ମାଙ୍ଗଳିକ ଉଶ୍ଚବ ହୋଇପାରେ । ଦେବା ନେବାରେ ସାବଧାନ ରୁହନ୍ତୁ ।

କନ୍ୟା :- ଆଜି ଆପଣଙ୍କର ସୃଜନାତ୍ମକ ଶକ୍ତିରେ ବୃଦ୍ଧି ହେବ । କିଛି ଲୋକଙ୍କୁ ଆପଣଙ୍କ କଥାବାର୍ତାରା ଶୈଳୀ ବହୁତ ପସନ୍ଦ ଆସିବ । କାହାକୁ ଆପଣଙ୍କ ସାଥର ଆବଶ୍ୟକ ପଡିପାରେ । ଏହା ଆପଣଙ୍କ ପାଇଁ ଆରାମ ଓ ବିଳାସର ଦିନ ଅଟେ । ଆପଣଙ୍କ ମାତା ପିତା ଆପଣଙ୍କୁ ଆଶୀର୍ବାଦ ଦେବେ । ଲୋକଙ୍କୁ ସାହାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ରୁହନ୍ତୁ । ଘର ପରିବାରରେ ଧାର୍ମିକ କାର୍ଯ୍ୟ ହୋଇପାରେ । ବସ୍ତ୍ର ଆଦିରେ ଖର୍ଚ ବଢିପାରେ ।

ତୁଳା :- ଆଜି ହଠାତ ଲାଭର ଅବସର ହାତୁକୁ ଆସିପାରେ । ବହୁତ ଦିନରୁ କାମର ପ୍ରେସର ଆପଣଙ୍କ ବୈବାହିକ ଜୀବନ ପାଇଁ  କଷ୍ଟ ସୃଷ୍ଟି କରିପାରେ । ଆଜି କୌଣସି ପୁରୁଣା ସାଙ୍ଗ ବା ସମ୍ପର୍କୀୟଙ୍କ ସହିତ ଦେଖା ହୋଇପାରେ । ଯେଉଁଥି ପାଇଁ ଆପଣ ଖୁସି ରହିବେ । ସମ୍ପର୍କରେ ପୁରୁଣା ଭାବ ଜାଗୃତ ହେବ ଓ ସ୍ନେହ ବଢିବ । ବ୍ୟାପାରରେ ନୂଆ ଲାଭ ଦାୟକ ସମ୍ପକ ହେବ ।

ବିଛା :- ଆଜି କୌଣସି ମହତ୍ଵ ପୂର୍ଣ କାମ ପୁରା ହେବା ଦ୍ଵାରା ମନ ଖୁସିରହିବ । ପରିବାର ଲୋକଙ୍କ ସହିତ ସତ୍ସଙ୍ଗର ଲାଭ ମିଳିବ । ବ୍ୟକ୍ତି ଗତ ସମସ୍ୟାର ନିଦାନ ହେବ । କିଛି ନୂଆ ଖର୍ଚ ହେବ ଓ ଆପଣଙ୍କୁ ଆବଶ୍ୟକ କାର୍ଯ୍ୟ ପାଇଁ କିଛି ସମୟ ପାଇଁ ଘରଠୁ ଦୂରକୁ ଯିବାର ହେବ । ବ୍ୟାପାରିକ କାର୍ଯ୍ୟ ପାଇଁ କିଛି ସମୟ ପାଇଁ ବାହାରକୁ ଯିବାକୁ ହେବ । ଆଜି ଅଧିକତର ମାମଲାରେ ଆପଣ ନିଜକୁ ଭାଗ୍ୟଶାଳୀ ଅନୁଭବ କରିବେ ।

ଧନୁ :- ଆଜି ଜୀବନସାଥି ପ୍ରତି ବିଶେଷ ଆକର୍ଷଣ ଅନୁଭବ କରିବେ । ଯେଉଁଥିରେ ମଧୁରତା ଆସିବ । ଆପଣଙ୍କ କଥା ଖାଲି ଧ୍ୟାନରେ ଶୁଣିବେନି, ମାନିବେ ମଧ୍ୟ । ନିଜ ପିଲାର ଶିକ୍ଷା ଓ ଭବିଷ୍ୟ ବିଷୟରେ ଚିନ୍ତା ବ୍ୟକ୍ତ କରିବେ । ଆପଣଙ୍କର କୌଣସି ପୁରୁଣା କାମ ପାଇଁ କୌଣସି ନୂଆ ରିୱାର୍ଡ ମିଳିବ । ସବୁ ପ୍ରକାର ସମସ୍ୟାର ସମାଧାନ ହେବ । ଆପଣଙ୍କୁ ଆଳସ୍ୟ ଅଧିକ ଆସିବ କିନ୍ତୁ ଆପଣଙ୍କୁ ଏହାଠାରୁ ଦୂରତା ବନାଇ ରଖନ୍ତୁ ।

ମକର :- କାର୍ଯ୍ୟ କ୍ଷମତା ଏବଂ କାର୍ଯ୍ୟ କୁଶଳତା ବଢିବ । ପୁରୁଣା ରୋଗ ବାହାରି ପରେ । କୌଣସି ବିଶେଷ କାମରେ କରିଥିବା ପରିଶ୍ରମ ଆପଣଙ୍କୁ ମିଳିବ । ଆଜି ଘର ମହୋଲରୁ ଆପଣ କିଛି ଦୂରରେ ରହିବାର ବିଚାର କରିବେ । ଆପଣଙ୍କ ମନରେ ବହୁତ କଥା ଆସିପାରେ । କିଛି ଲୋକ ଆପଣନ୍ନକା ବିଚାରକୁ ପସନ୍ଦ କରିବେ । ହଠାତ ଧନ ଲାଭର ଯୋଗ ବନିବ । ବାନୀରେ ନିୟତ୍ରାଣ ରଖନ୍ତୁ ।

କୁମ୍ଭ :- ଆଜି ଯାତ୍ରାର ଯୋଗ ବନୁଛି ଯାହା ଆପଣଙ୍କ ଜୀବନରେ ନୂଆ ଖୁସି ନେଇକି ଆସିବ । କାମ ବ୍ୟସ୍ତତରେ ପରିବାରକୁ ନଜର ଅନ୍ଦାଜ କରୁଛନ୍ତି । ଅପରିଚିତ ଲୋକଙ୍କ ସହଯୋଗ ଦ୍ଵାରା ଆତ୍ମା ବିଶ୍ବାସ ବଢିବ । ଖର୍ଚରେ କମ କରିବାର ପ୍ରୟାସ କରିବେ । ଭାବିଥିବା କାମ ସମୟରେ ପୁରା ହେବ । ପ୍ରବାସର ସମ୍ଭାବନା ଓ ଆର୍ଥିକ ଲାଭର ଆର୍ଥିକ ଲାଭର ଯୋଗ ବନୁଛି ।

ମିନ :- ଆଜି ଆପଣଙ୍କ ଆଖପାଖର ଲୋକଙ୍କଠୁ ସହଯୋଗ ମିଳିବ । ଆପଣଙ୍କୁ ଏହି ସମୟରେ ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବା ଆବଶ୍ୟକ ଆପଣ ଆପଣଙ୍କ ବୈବାହିକ ଓ ପାରିବାରିକ ଜୀବନରେ ସାମଜାଂସ୍ୟରେ  ବୃଦ୍ଧି କାରଣରୁ ବାସ୍ତବରେ ଖୁସି ହେବ । କିଛି ଲୋକ କାମରୁ ବ୍ରେକ ନେଇ ନିଜ ପରିବାର ସହିତ କେଉଁଠିକୁ ବାହାରକୁ ଯିବାର ବା ତାଙ୍କ ସହିତ ସମୟ ବିତାଇବାର ଯୋଜନା ବନାଇବେ ।

Leave a Reply

Your email address will not be published. Required fields are marked *