ବନ୍ଧୁଗଣ ଆମେ କରୁଥିବା ନୀତିଦିନ କାମ ମଧ୍ୟରୁ ବହୁତ ଗୁଡିଏ ଏପରି କାର୍ଯ୍ୟ ଅଛି ଯାହାର ପଛରେ ଅନେକ ଅଲୌକିକ ରହସ୍ୟ ଲୁଚି ରହିଥାଏ । ମାତ୍ର ଆମେ ସେ ସବୁର ଧ୍ୟାନ ଦେଇନଥାଉ । ବନ୍ଧୁଗଣ ଯେ ଯେଉଁ ଭଳି କର୍ମ କରିବ ତାହାର ଫଳ ନିର୍ଦ୍ଧାରିତ କରି ଭଗବାନ ସେହି ଭଳି ଫଳ ପ୍ରଦାନ କରିଥାନ୍ତି । ମନୁଷ୍ୟ ନିଜେ ଚିନ୍ତା କରିବା ଆବଶ୍ୟକ ଯେ ସେ ଯାହା କରୁଛି ତାହାର ପରିଣାମ କଣ ହେବ । ସବୁକୁ ଭାବି ବିଚାରୀ କାର୍ଯ୍ୟ କରିବା ଆବଶ୍ୟକ । ବନ୍ଧୁଗଣ ଆମ ଜ୍ଯୋତିଷ ଶାସ୍ତ୍ର ରେ କିଛି ଏମିତି ସାଧାରଣ ଉପାୟ ଅଛି ଯାହା ଆମ୍ଭେମାନେ ସାଧାରଣ ଭାବେ ଜୀବନ ଅତିବାହିତ କରିବା ସଙ୍ଗେ ଯଦି ଅବଲମ୍ବନ କରିଥାଉ, ତେବେ ବହୁତ ଲାଭ ମିଳିଥାଏ ।
ବନ୍ଧୁଗଣ ଆମ ଜୀବନରେ ଯଦି ବାଧା ବିଘ୍ନ ରହିଅଛି, ଆମର କାରବାର ଚାଲୁନାହିଁ, କେଉଁଠାରେ ଚାକିରି ମଧ୍ୟ ଲାଗୁନାହିଁ, ବ୍ୟବସାୟ ଉନ୍ନତ ଧରଣର ହେଉନାହିଁ ଏସବୁ ସମସ୍ୟାରୁ ଆପଣ ବାହାରି ପାରନ୍ତି । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଗୋଟିଏ ସାଧାରଣ ଉପାୟ କହିବାକୁ ଯାଉଛୁ ଲାଲୀ ଫିତା ର ଉପାୟ, ଅଜ୍ଞା ହଁ ବନ୍ଧୁଗଣ ଆପଣ ଏହାକୁ ପ୍ରୟୋଗ କରି ବହୁତ ଲାଭବାନ ହୋଇପାରିବେ । ବନ୍ଧୁଗଣ ଆପଣଙ୍କୁ ଲାଲୀ ଫିତା ନେବାକୁ ହେବ । ବନ୍ଧୁଗଣ ଲାଲୀ ଫିତା ଯାହା ସାଧାରଣତ ପୂଜାରେ ବ୍ୟବହୃତ ହୋଇଥାଏ ।
ତାହାକୁ ସାଧାରଣତ ଆପଣ ପ୍ରୟୋଗ କରିବେ । ବନ୍ଧୁଗଣ ଆପଣଙ୍କର ଉଚ୍ଚତା ଅନୁଯାୟୀ ଆପଣ ଲାଲୀ ଫିତା ନେବେ । ଏହାପାରେ ଗୋଟିଏ ଆମ୍ବ ର ପତ୍ର ନିଅନ୍ତୁ, ଏହାପରେ ଏହି ପତ୍ରଟିରେ ଲାଲୀ ଫିତାଟିକୁ ହନୁମାନ ଚାଳିଶା ପାଢୀ ଘୂରାଇ ଦିଅନ୍ତୁ । ଏହାପରେ ନିଜର ମନୋକାମନା କୁହନ୍ତୁ । ମନୋକାମନା ଲଗାତାର କହିବା ଆବଶ୍ୟକ । ଏହାପରେ ଯଦି ଆପଣ ମହିଳା ଅଟନ୍ତି ତେବେ ଶିବଲିଙ୍ଗ ପାଖରେ ଯାଇ ଆପଣ ଏହାକୁ ରଖି ଆସନ୍ତୁ । ଯଦି ଆପଣ ପୁରୁଷ ଅଟନ୍ତି ତେବେ ଆପଣ ହନୁମାନ ଙ୍କ ମନ୍ଧିରକୁ ଯାଇ ସେଠାରେ ପ୍ରଭୁ ହନୁମାନ ଙ୍କ ସମୁଖରେ ଆପଣ ଏହାକୁ ଡାହାଣ ହାତରେ ବାନ୍ଧି ନିଅନ୍ତୁ ।
ଏବଂ ଯେଉଁ ମହିଳା ଶିବଲିଙ୍ଗ ପାଖରେ ଏହାକୁ ଅର୍ପିତ କରିଛନ୍ତି ସେମାନେ ବାମ ପଟ ହାତରେ ଏହାକୁ ଧାରଣ କରିନିଅନ୍ତୁ । ଆପଣ ମାନଙ୍କ ମନୋକାମନା ଯେତେବେଳ ପୂର୍ଣ୍ଣ ହୋଇଯିବ ସେତେବେଳେ ଆପଣ ଏହାକୁ ନିଜ ହାତରୁ ଖୋଲିଦେବେ । ବନ୍ଧୁଗଣ କେବେ କେବେ ଶନୀଦେବଙ୍କ ପୀଡା ଅଥବା ପ୍ରକୋପ ରୁ ମୁକ୍ତି ପାଇବା ପାଇଁ ଛୋଟ ପ୍ରୟୋଗ କରାଯାଏ । ବନ୍ଧୁଗଣ ହନୁମାନ ଙ୍କ ଉପାୟ କରିବା ଦ୍ଵାରା ଶନିଦେବ ଭଲ ଫଳ ଦେଇଥାନ୍ତି ।
ଯଦି ଆପଣଙ୍କ ଜୀବନରେ ଅନେକ ସମସ୍ଯା ଲାଗିରହିଛି ଯଥା ଆପଣଙ୍କ ଚାକିରି କ୍ଷେତ୍ରରେ ସମସ୍ଯା, ଏବଂ ବ୍ୟବସାୟ ବାଣିଜ୍ୟ ତଥା ବ୍ୟକ୍ତିଗତ ଜୀବନରେ ନାନା ପ୍ରକାରର ବାଧାବିଘ୍ନ ଉପୁଜୁଛି । ତେବେ ଆପଣ ପ୍ରଭୁ ହନୁମାନଙ୍କ ମନ୍ଦିର କୁ ଗୋଟିଏ ଲାଲୀ ଫିତା କୁ ନେଇ ଯାଅନ୍ତୁ ଏବଂ ତାହା ସହିତ ସୋରିଷ ତେଲର ଗୋଟିଏ ଦୀପ ବନାଇ ନିଅନ୍ତୁ । ଏହାପରେ ପ୍ରଭୁଙ୍କ ପାଖରେ ବସି ହନୁମାନ ଚାଳିଶା ପଢନ୍ତୁ ଏବଂ ସେଠାରେ ଦୀପା ଜଳାଇ ମନସ୍କାମନା କୁ ପୂର୍ଣ୍ଣ ନିମନ୍ତେ ପ୍ରାର୍ଥନା କରନ୍ତୁ ଆପଣଙ୍କ ପ୍ରାର୍ଥନା ପ୍ରଭୁ ନିଶ୍ଚିତ ଶୁଣିବେ । ବନ୍ଧୁଗଣ ଆପଣଙ୍କୁ ଏହି ମହତ୍ଵପୂର୍ଣ୍ଣ ବିବରଣୀଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।