ବନ୍ଧୁଗଣ ଆଜିଭଳି ଦିନରେ ସମସ୍ତେ ନିଜ ନିଜ ଭବିଷ୍ୟତ କୁ ନେଇ ଚିନ୍ତିତ ରହିଥାନ୍ତି ଏହା ସହିତ ସମସ୍ତଙ୍କ ମନରେ ଉତ୍ତକଣ୍ଠ ଥାଏ ଯେ ଭବିଷ୍ୟତ କିଭଳି ଥିବ ତଥା କେଉଁ ବୟସରେ ନିଜ ଗୋଡରେ ନିଜେ ଛିଡା ହୋଇ ପାରିବା । ସମାଜରେ ଜଣେ ପ୍ରତିଷ୍ଠାବାନ ବ୍ୟକ୍ତି ଭାବେ ପରିଚିତ ହେବା ଇତ୍ୟାଦି ସବୁ ମନରେ ଅନେକ ପ୍ରକାରର ପ୍ରଶ୍ନ । ବନ୍ଧୁଗଣ ଆଜି ଆମେ ତୁଳା ରାଶି ମାନଙ୍କ ସମ୍ବନ୍ଧରେ ଏକ ଛୋଟ ବିବରଣୀ ଦେବାକୁ ଯାଉଛୁ । ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ତୁଳା ରାଶି ମାନଙ୍କର ଭାଗ୍ଯର ତାଲା ଖୋଲିବାକୁ ଯାଉଛି । ବନ୍ଧୁଗଣ ତୁଳା ରାଶି ହେଉଛି ବାୟୁ ତତ୍ଵ ର ରାଶି ।
ଆପଣ ମାନଙ୍କର କେଉଁ ବୟସ ସମୟରେ ଆପଣଙ୍କର କିସ୍ମତ ର ତାଲା ଖୋଲିବାକୁ ଯାଉଛି ଆଜି ଆମେ ତାହା ଆପଣଙ୍କୁ କହିବାକୁ ଯାଉଛୁ । ବନ୍ଧୁଗଣ ଏହି ରାଶିତି ଶନିଦେବ ଙ୍କ ସବୁଠାରୁ ପ୍ରିୟ ରାଶି ଅଟେ । ଶୁକ୍ରଦେବ ଆପଣଙ୍କର ସ୍ଵାମୀ ଅଟନ୍ତି । ମାତ୍ର ଆପଣଙ୍କ ଜୀବନ ଶନିଦେବ ଙ୍କ କୃପାରୁ ହିଁ ଚାଲିଥାଏ । ବନ୍ଧୁଗଣ ତୁଳା ରାଶି ରେ ଶନିଦେବ ଙ୍କ କୃପା ହେବା ବହୁତ ମହତ୍ଵ ରଖିଥାଏ । ଆପଣ ମାନେ ବହୁତ ଗ୍ଲାମରସ ହୋଇଥାନ୍ତି, ଉଦାରଭାବ ଆପଣ ମାନଙ୍କ ପାଖେ ଭରପୁର ହୋଇ ରହିଥାଏ, ଆପଣ ସର୍ବଦା ନ୍ୟାୟ ସହିତ ପାଦ ମିଶାଇ ଚାଲିଥାନ୍ତି ।
ମାତ୍ର ନ୍ୟାୟ କରି କରି ଆପଣ ମାନେ ଭାବୁକ ରୂପେ ଥକି ଯାଆନ୍ତି । ବନ୍ଧୁଗଣ ଆପଣଙ୍କ ଜୀବନରେ ସଂଘର୍ଷ ଯଦି ରହିଥାଏ ତେବେ ଆପଣଙ୍କ କିସ୍ମତ ଖୋଲିବାକୁ ସମୟ ଲାଗିଥାଏ । ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ର ରେ କୁହା ଯାଇଛି ଯେ, କିସ୍ମତ ବାଲା ହୋଇଥାଏ ତୁଳା ରାଶି । ମନୁଷ୍ୟ ଜନ୍ମ ନେଇଛି ମାନେ ସୁଖ ଦୁଖ ସମସ୍ତଙ୍କ ଭାଗରେ ଆସିଥାଏ । ମାତ୍ର କାହାକୁ ଅଧିକ ଖୁସି ମିଳିଥାଏ କାହାକୁ କମ ଖୁସି ମିଳିଥାଏ । ବନ୍ଧୁଗଣ ଯଦି ଆପଣଙ୍କ ଜୀବନରେ ଅତ୍ୟନ୍ତ ସଂଘର୍ଷ ରହିଅଛି ।
ତେବେ ନୀତିଦିନ ୨ଟି ତୁଳସୀ ପତ୍ର ଭଗବାନ ବିଷ୍ଣୁ ଙ୍କୁ ଅର୍ପିତ କରନ୍ତୁ ଏବଂ ତାହାକୁ ପ୍ରସାଦ ରୂପରେ ଗ୍ରହଣ କରନ୍ତୁ । ଆପଣ ଅନୁଭବ କରିବେ ଯେ ଜୀବନର ସଂଘର୍ଷ ଧୀରେ ଧୀରେ କମିବାକୁ ଲାଗିବ । ବନ୍ଧୁଗଣ ତୁଳା ରାଶିର ବ୍ୟକ୍ତିଙ୍କୁ ୩୬,୪୬, ଏବଂ ୫୫ ବୟସରେ ଭାଗ୍ୟ ନିଶ୍ଚିତ ଉନ୍ନତି ଆଡକୁ ଅଗ୍ରସର ହୋଇଥାଏ । ଏହାପରେ ଏମାନେ ବହୁତ ସମ୍ପତ୍ତି କିଣନ୍ତି ଅଥବା କମାଇଥାନ୍ତି । ଏବଂ ଏମାନଙ୍କ ବିବାହ ପରେ ୧ କିମ୍ବା ୨ ଟି ସମ୍ପତ୍ତି ଉତ୍ତପନ୍ନ ହୋଇଯାଇଥାଏ ।
ବନ୍ଧୁଗଣ ସମ୍ପତ୍ତି ର ଲାଭ ପାଇବାକୁ ହେଲେ ସୋରିଷ ତେଲର ଦୀପ ଆପଣ ପିପଳା ଗଛ ତଳେ ନିଶ୍ଚିତ ଜଳାନ୍ତୁ । ବନ୍ଧୁଗଣ ଆପଣଙ୍କୁ ଆକସ୍ମିକ ଧନ ବୟସର ୧୬,୩୪,୪୨ ଏବଂ ୫୧ ବୟସରେ ପ୍ରାପ୍ତ ମିଳିଥାଏ । ବନ୍ଧୁଗଣ ଏହି ଧନ ଆପଣଙ୍କୁ ଏକ ମହିଳା ତରଫରୁ ମିଳିଥାଏ । ଯଦି ଆପଣଙ୍କୁ ଅନୁଭବ ହେଉଛି ଯେ ସମୟ ଗଲାଣି ବର୍ତ୍ତମାନ ଧନ ମିଳିବାର ସମ୍ଭାବନା ନାହିଁ ତେବେ ଧନ ପ୍ରାପ୍ତି ପାଇଁ ଆପଣ ସୁର୍ଜ୍ଯାଡେନଙ୍କୁ ନୀତିଦିନ ସକାଳେ ଜଳ ଅର୍ପିତ କରନ୍ତୁ । ବନ୍ଧୁଗଣ ଏହାଥିଲା ତୁଳା ରାଶି ସମ୍ବନ୍ଦରେ ବିଶେଷ ଟିପ୍ପଣୀ ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।