ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।
ମେଷ :- ଛାତ୍ର ମାନଙ୍କୁ ଭଲ ଫଳ ପାଇବା ପାଇଁ ପରିଶ୍ରମ କରିବାକୁ ପଡିବ । ମାତା ପିତାଙ୍କ ପୁରା ସହଯୋଗ ମିଳିବ । ପିଲାମାନଙ୍କର ମନ ଆଜି କୌଣସି କ୍ରିଏଟିଭ କାମରେ ଲାଗିବ । ସ୍ଵାସ୍ଥ୍ୟରେ ଭଲ ମନ୍ଦ ଲାଗିରହିବ। ଆପଣଙ୍କୁ ନିଜ ସହିତ ନିଜ ପିଲାମାନଙ୍କର ମଧ୍ୟ ସ୍ଵାସ୍ଥ୍ୟର ଯତ୍ନ ନେବା ଆବଶ୍ୟକ । ଘର ପରିବାରରେ ସୁଖ ଶାନ୍ତି ବନି ରହିବ ।
ବୃଷ :- ଆଜି ଆପଣଙ୍କ ଆମଦାନୀ ବଢିବା ଓ ଧନ ଲାଭ ହେବାଦ୍ବାରା ଆପଣଙ୍କ ଆର୍ଥିକ ସ୍ଥିତି ମଜଭୁତ ରହିବ । କହିବ ଆଗରୁ ବିଚାର କରନ୍ତୁ । କୌଣସି ଦୂର ସାଙ୍ଗ ସହିତ ଦେଖା ଫଳପ୍ରଦ ହେବ । ଖାଇବା ପିବା ପ୍ରତି ଧ୍ୟାନ ଦିଅନ୍ତି ଓ ସ୍ଵଛ ଜଳ ପିଅନ୍ତୁ । କାହା ସହିତ ଅନାବଶ୍ୟକ ଝଗଡା କରନ୍ତୁ ନହିଁ । ଅଲଗା ଲୋକଙ୍କ କଥାରେ କଥା କହିବ ବନ୍ଦ କରନ୍ତୁ । ବରିଷ୍ଠ ଅଧିକାରୀଙ୍କ ବ୍ୟବହାର ଭଲ ରହିବ । କୌଣସି କାମର ସମାଧାନ ହେବ ।
ମିଥୁନ :- ବର୍ତମାନ ଚାଲୁଥିବା କାର୍ଯ୍ୟରେ ମିଥୁନ ରାଶିର ଲୋକଙ୍କର ଲାଭ ହେବ । କୌଣସି ସମ୍ପତି ଲାଭର ରୂପରେଖ ବନିବ । ପତ୍ନୀ ସହିତ ଘରର ସଫାସଫିରେ ସାହାର୍ଯ୍ୟ ମିଳିବ । ଉଚଧିକାରୀ ବା ପିତାଙ୍କ ଠାରୁ ସହଯୋଗ ମିଳିବ । ଆର୍ଥିକ ପକ୍ଷ ଚିନ୍ତାର କାରଣ ହୋଇପାରେ, କିନ୍ତୁ ସେଇ ସମସ୍ୟାର ସମାଧାନ ପିତାଙ୍କ ଦ୍ଵାରା ହେବ । ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ଏହି କାମରେ କେତେ ଲୋକଙ୍କଉ ଯୋଡିବାରେ ସଫଳ ହେବେ । ପିତା ବା ଧର୍ମ ଗୁରୁଙ୍କ ଠାରୁ ସାହାର୍ଯ୍ୟ ମିଳିବ ।
କର୍କଟ :- ବେରୋଜଗାର ଲୋକଙ୍କ ପାଇଁ ସମୟ ବହୁତ ଭଲ ରହିବ । ମାନସିକ ରୂପରେ ଚିନ୍ତା ଆପଣଙ୍କୁ ଅସୁବିଧାରେ ପକାଇ ପାରେ । ଚାକିରି କରିଥିବା ଲୋକଙ୍କୁ ଆଜି କିଛି ଭଲ ଖବର ମିଳିବ । ସାଙ୍ଗ ମାନଙ୍କ ସହିତ କଥା ହେବ ଦ୍ଵାରା ଆଜି ମନ ଖୁସି ରହିବ । ଭରପୁର ପାରିବାରିକ ସହଯୋଗ ମିଳିବ । କରିୟରରେ ଆଗକୁ ବଢିବାର ସୁଯୋଗ ମିଳିବ । ପୁରୁଣା ଭୁଲିଯାଇଥିବା ସହଯୋଗୀ ମିଳିବ । ସାଙ୍ଗ ବା ସ୍ନେହଜନଙ୍କ ତରଫରୁ ଆପଣଙ୍କୁ ଉପହାର ମିଳିବ ।
ସିଂହ :- ଆଜି ଦେବା ନେବା ମାମଲାରେ ବିବାଦ ହୋଇପାରେ । ଚାକିରି ପାଇଁ ଆପଣଙ୍କ ଆସୁଥିବା ସମୟ ବହୁତ ଗୁରୁତ୍ଵ ପୂର୍ଣ ହୋଇପାରେ ଯାହା ଆପଣ କେବେ ଭାବି ନଥିବେ । ରଚନାତ୍ମକ ପ୍ରୟାସ ଫଳପ୍ରଦ ହେବ । ରିସ୍କ ବାଲା ସଉଦା କରନ୍ତୁ ନହିଁ । ଉଧାର ଦେଇଥିବା ପଇସା ପୁଣି ଅଟକି ଜାଇପାରେ । ଛାତ୍ର ମାନଙ୍କୁ ପରିଶ୍ରମରୁ କିଛି କମ ପରିଣାମ ମିଳିବ । ସମାଜର ବଡ ଲୋକଙ୍କଠୁ ସମ୍ପର୍କରେ ଲାଭ ମିଳିବ । ଲାମ୍ବା ଯାତ୍ରାର ଯୋଜନା ଭବିଷ୍ୟ ପାଇଁ ବନାଇବେ । ଦାଂପତ୍ଯ ଜୀବନରେ ପ୍ରେମ ରହିବ ।
କନ୍ୟା :- ଆଜି ଆପଣ ଆପଣଙ୍କ ମିତ୍ର ଆଉ ପରିବାର ଲୋକଙ୍କ ସହିତ କୌଣସି ପିକନିକର ଆୟୋଜନ କରିପାରନ୍ତି । ନିଜ ସାଙ୍ଗ ମାନଙ୍କ ସହିତ ସମ୍ପର୍କରେ ମଜଭୁତ ହେବାର ଆବଶ୍ୟକ ରହିଛି ନିଜର ସମ୍ବଳ ଆତ୍ମବିଶ୍ଵାସ ବୃଦ୍ଧିକରାଇବା । ଏକା ରହିବାର ଅନୁଭବ ହେବାକୁ ଦେବେନି । ବ୍ୟବସାୟରେ ଅତ୍ୟଧିକ ଲାଭ ମିଳିବାର ଯୋଗ ବନୁଛି । ନୂଆ ପ୍ରେମୀ ଓ ପ୍ରେମିକଙ୍କ ସମ୍ବନ୍ଧ ଭଲ ରହିବ ।
ତୁଳା :- ଯଦି କୌଣସି ସମ୍ପତି କିଣିବା ପାଇଁ ଭାବୁଛନ୍ତି ତେବେ ଦିନତି ବହୁତ ଭଲ ରହିବ । ଚତୁରତା ଓ ବୁଦ୍ଧିମାନର ସହିତ ଲାଭ କରିପାରିବେ । ଉଚ ଅଧିକାରୀଙ୍କ ଭରସା ବଢିବ । ଛୋଟ ମୋଟ ସମସ୍ୟାକୁ ନେଇ ଚିନ୍ତା ବଢିପାରେ । କରିୟରରେ ସଫଳ ହେବେ । ଉଚ ଅଧିକାରୀଙ୍କ ଭରସା ବଢିବ । ଘର ପରିବାର ଲୋକଙ୍କ ସହିତ କଥା ବାର୍ତା କରିବା ଦ୍ଵାରା କୌଣସି ନୂଆ କଥା ସାମ୍ନାକୁ ଆସିପାରେ । ଆଧ୍ୟାତ୍ମିକ ବିଷୟ ପ୍ରତି ରୁଚି ବଢିବ । କଲେଜରେ କୌଣସି କାମ କରିବା ପାଇଁ ଟିଚରଙ୍କର ପୁରା ସହଯୋଗ ମିଳିବ ।
ବିଛା :- ବିଛା ରାଶିର ଲୋକଙ୍କୁ ପରିଶ୍ରମର ଫଳ ମିଳିବ । ଆଜି ଆପଣଙ୍କୁ କିଛି ନୂଆ ବିଜନେସ ପ୍ରପୋଜାଲ ମିଳିବ । ସନ୍ତାନଙ୍କ ସୁଖର ଅନୁଭୂତି ମିଳିବ । କାର୍ଯ୍ୟରେ ଜୀବନ ସାଥିର ସହଯୋଗ ପ୍ରାପ୍ତ ହେବ । ଛାତ୍ରଙ୍କୁ ଶିକ୍ଷାରେ ଅଧିକ ଧ୍ୟାନ ଦେବାକୁ ହେବ । ଘରେ ବଡ ଲୋକଙ୍କ ସଫଳତା ନିଅନ୍ତୁ ଆପଣଙ୍କୁ ସଫଳତା ନିଶ୍ଚିନ୍ତ ରୂପରେ ମିଳିବ । ଆଜି ଆପଣଙ୍କ ଦିନତି ବହୁତ ଭଲ ରହିବ ।
ଧନୁ :- ଆଜି ଦିନସାରା ବ୍ୟସ୍ତ ରହି ପାରନ୍ତି । ଆଉ ଲୋକଙ୍କୁ ଆର୍ଥିକ ଆବଶ୍ୟକତାର ପୁର୍ତି ପାଇଁ କରଜ ନେବାକୁ ପଡିପାରେ । କିଛି ଲୋକଙ୍କୁ ଟାର୍ଗେଟ ହାସିଲ କରିବା ପାଇଁ ଅସୁବିଧାର ସାମ୍ନା କରିବାକୁ ପଡିପାରେ । ଆପଣ ଘର ପରିବାରରେ ଖୁସିରେ ରହିବେ । ଜବ ପାଇବା ବା ତାକୁ ବନାଇ ରଖିବା ପାଇଁ ଆପଣଙ୍କୁ ଅତିରିକ୍ତ ପ୍ରୟାସର ଆବଶ୍ୟକ ରହିଛି । ପାରିବାରିକ ଦାୟିତ୍ଵ ବଢିବ ।
ମକର :- ଏହା ଇଛା ପୁରଣର ଦିନ ଅଟେ । ବିଦ୍ୟାର୍ଥୀ ଶିକ୍ଷା କ୍ଷେତ୍ରରେ ସଫଳତା ଅର୍ଜିତ କରିବେ । କିଛି ମାମଲାରେ ଆପଣଙ୍କ ପାଇଁ ନୂଆ ଜିନିଷର ସମ୍ଭାବନା ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ । ଆଜି ଆପଣ ସେୟାର ବଜାରରେ ପଇସା ନିବେଶ କରିବେ । ବଡ ଏବଂ ପ୍ରତିଷ୍ଠିତ ଲୋକଙ୍କ ସମ୍ପର୍କର ଲାଭ ମିଳିବ । ବାହନ ପ୍ରାପ୍ତିର ଯୋଗ ରହିଛି । ରିସ୍କ, ଜବାବ ଦାରି କାମରେ ସାବଧାନ ରହିବା ଆବଶ୍ୟକ ।
କୁମ୍ଭ :- ଚାକିରି ବା ବ୍ୟବସାୟରେ ସହଯୋଗ ଦ୍ଵାରା ସଫଳତା ପ୍ରାପ୍ତି ହେବ । ଧନର ଆଗମନ ହେବ, ସେଥିରେ ପରିବାରରେ ଖୁସି ଆସିବ । ପରିବାରରେ ଯେଉଁ ଅସୁବିଧା ଚାଲିଥିଲା, ସେଠାରୁ ମୁକ୍ତି ମିଳିବ । ବ୍ୟବସାୟରେ ସତର୍କତା ଏବଂ ସାବଧାନ ପୂର୍ବ ଯୋଜନାକୁ ଲଗାଇ ପାରନ୍ତି । ଦାୟିତ୍ଵ ହୀନତା ଭଳି କାମ କରନ୍ତୁ ନାହିଁ । ସ୍ୱାସ୍ଥ୍ୟ ମଜଭୁତ ହେବ, ସ୍ୱାସ୍ଥ୍ୟ ମାମଲାରେ ସ୍ଵୟଂର ଦିନକୁ ଭଲରେ ରଖିବା ପାଇଁ ଆପଣଙ୍କୁ ଜଟିଳ ପରିଶ୍ରମ କରିବା ଉଚିତ ।
ମୀନ :- ଅଲଗା ଅଲଗା ନଜରିଆ ହିସାବରେ ଆପଣଙ୍କୁ ଓ ଆପଣଙ୍କ ଜୀବନସାଥିଙ୍କ ମଧ୍ୟରେ ବଡ ବିବାଦ ହୋଇପାରେ । ଯଦି ନିଜ କାମରେ ଆପଣ ସାହେ ପ୍ରତିଶତ ସଫଳତା ଚହୁଁଛନ୍ତି ସେଥିପାଇଁ ନିଜ ବ୍ଯବହାର ଟିକେ କୂଟନୀତି ଭାର ରଖନ୍ତୁ । ଆଜିର ଦିନ ଆପଣ ଗେସ୍ଟଙ୍କ ଚର୍ଚାରେ ଲାଗିରହିବେ । ସାଙ୍ଗ ମାନଙ୍କ ସହିତ ମଉଜ ମସ୍ତିରେ ସମୟ କାଟିବ । କୌଣସି କାମରେ ସୀମା ରଖନ୍ତୁ ଆଉ ନିଜ ଉପରେ କଣ୍ଟ୍ରୋଲ ରଖନ୍ତୁ ।