ବନ୍ଧୁଗଣ ଆମ ହିନ୍ଦୁ ଶାସ୍ତ୍ରର ମହତ୍ଵ ବହୁତ ରହିଅଛି । ହିନ୍ଦୁ ଧର୍ମ ରେ ଶାସ୍ତ୍ରକୁ ଅନେକ ଲୋକ ବିଶ୍ଵାସ କରିଥାନ୍ତି । ଶାସ୍ତ୍ର ରେ ଲେଖା ହୋଇଥିବା ଅନେକ କଥା ସତ୍ୟ ହୋଇଥାଏ ବୋଲି ଆମ ମନରେ ବିଶ୍ଵାସ ରହିଅଛି । ଦର୍ଶକ ବନ୍ଧୁ କେବଳ ଏହା ନୁହେଁ ଭଗବାନ ଦେବର ଦେବ ମହାଦେବ କହିଛନ୍ତି ଯେ ଶାସ୍ତ୍ର ରେ ଲେଖା ହୋଇଥିବା ସମସ୍ତ କଥା ସତ୍ୟ ହୋଇଥାଏ । ଶାସ୍ତ୍ର ରେ ଅନେକ ଉପକାରୀ ଜିନିଷ ସମ୍ବନ୍ଧରେ ଲେଖା ହୋଇଥାଏ । ଶାସ୍ତ୍ର ଅନୁସାରେ ଆମେ ଆମ ନାମ ପଛର ଥିବା ରହସ୍ୟ ସମ୍ବନ୍ଧରେ ପ୍ରାଏ ସାଧାରଣ ଭାବରେ ଜାଣିପାରିଥାଉ ।
ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ମନୁଷ୍ୟର ନାମ ପଛରେ ଅନେକ ମହତ୍ଵ ରହିଅଛି । ମନୁଷ୍ୟ ପ୍ରତ୍ୟକ ସ୍ଥାନରେ ନିଜ ନାମ ଏବଂ ନିଜ କାମ ଦ୍ଵାରା ପରିଚିତ ହୋଇଥାଏ । ମନୁଷ୍ୟ ଯେତେବେଳେ ଜନ୍ମ ନେଇଥାଏ ସେତେବେଳେ ତାହାର ନାମକରଣ କରାଯାଇଥାଏ । ଏହା ତାହାର ଜନ୍ମ ବାର, ସ୍ଥିତି, ସମୟକୁ ବିଚାର କରି କରାଯାଇଥାଏ । ବନ୍ଧୁଗଣ ଶାସ୍ତ୍ର ଅନୁଯାୟୀ ଏଭଳି କିଛି ନାମର ମହିଳା ମାନେ ଅଛନ୍ତି ଯେଉଁମାନେ ବହୁତ ପବିତ୍ର ହୋଇଥାନ୍ତି । ଏବେ ଆସନ୍ତୁ ଜାଣିବା କେଉଁ ନାମର ମହିଳା ମାନେ ଅତ୍ୟନ୍ତ ପବିତ୍ର ହୋଇଥାନ୍ତି ।
୧- “R”;- ଏହି ନାମର ମହିଳା ମାନେ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ଏମାନେ ସର୍ବଦା ଖୁସିରେ ରହିବାକୁ ପସନ୍ଦ କରିଥାନ୍ତି । ଏମାନେ ସମସ୍ତ ପରିସ୍ଥିତିରେ ଖୁସିରେ ରହିବାର ଉପାୟ ମଧ୍ୟ ଜାଣିଥାନ୍ତି । ଏହି ନାମର ଝିଅ ମାନେ ନିଜ ପତି ଏବଂ ପରିବାରର ବହୁତ ଯତ୍ନ ନେଇଥାନ୍ତି । ଏମାନେ ସାଧାରଣତ ସମସ୍ତଙ୍କୁ ବହୁତ ଭଲ ପାଇଥାନ୍ତି । ଏହି ମହିଳା ମାନେ ବହୁତ ପବିତ୍ର ହୋଇଥାନ୍ତି ।
2- “K”;- ଏହି ନାମର ମହିଳା ରୂପରେ ଗୁଣରେ ବହୁତ ସୁନ୍ଦର ହୋଇଥାନ୍ତି । ଏମାନେ ନିଜର ସୌନ୍ଦର୍ଜ୍ୟ ମାଧ୍ୟାମରେ ସମସ୍ତଙ୍କୁ ଆକର୍ଷିତ କରିଥାନ୍ତି । ଏହି ନାମର ମହିଳା ମାନେ କୌଣସି ପରିସ୍ଥିତି ରେ ଭାଙ୍ଗି ନଥାନ୍ତି । ଏମାନେ ସଦା ସର୍ବଦା ଧର୍ଯ୍ୟର ସହିତ ସମସ୍ତ କାର୍ଯ୍ୟ କରିଥାନ୍ତି । ଏଥିପାଇଁ ଏମାନେ ବହୁତ ସଫଳତା ପାଇଥାନ୍ତି । ଦୁଖ ହେଉ କିମ୍ବା ସୁଖ ଏମାନେ ସମସ୍ତ ପରିସ୍ଥିତିରେ ନିଜ ପରିବାର ସହିତ ରହିଥାନ୍ତି । ଏମାନେ ବହୁତ ପବିତ୍ର ହୋଇଥାନ୍ତି ।
3- “T”;- ଏହି ନାମର ମହିଳା ଗୁଣରେ ବହୁତ ଭଲ ହୋଇଥାନ୍ତି । ବନ୍ଧୁଗୁଣ ଏମାନେ ଗୁଣରେ ଯେମିତି ରୂପରେ ମଧ୍ୟ ସେମିତି ସୁନ୍ଦର ହୋଇଥାନ୍ତି । ଏମାନେ ସବୁବେଳେ ଖୁସିରେ ରହିବାକୁ ପସନ୍ଦ କରିଥାନ୍ତି । ଏମାନଙ୍କ ସ୍ଵୋଭାବ ଉନ୍ନତ ମାନର ହୋଇଥାଏ । ଏମାନେ ସାଧାରଣତ ନିଜେ ଖୁସିରେ ରହିବା ସାଙ୍ଗେ ଅନ୍ୟକୁ ମଧ୍ୟ ଖୁସିରେ ରଖିଥାନ୍ତି । ଏମାନେ ସମାଜରେ ଜଣେ ସନ୍ନମାନିୟ ନାରୀ ଭାବେ ପ୍ରତିଷ୍ଟିତ ହୋଇଥାନ୍ତି । ଏମାନେ ଗଙ୍ଗା ଜଳ ପରି ପବିତ୍ର ହୋଇଥାନ୍ତି । ବନ୍ଧୁଗଣ ମୋଟ ଉପରେ କହିବାକୁ ଗଲେ ନାରୀ ମାନଙ୍କ ସ୍ଵୋଭାବ ମା ଲକ୍ଷ୍ମୀଙ୍କ ରୂପା ସ୍ଵୋରୂପା ହେବା ଆବଶ୍ୟକ । ନାରୀର ଅନେକ ରୂପ ଥାଏ । ସେଥିପାଇଁ ତ ଉଲ୍ଲେଖ ହୋଇଛି ନାରୀ ନୁହେଁ ତୁ ନାରାୟଣୀ । ବନ୍ଧୁଗଣ ଆପଣଙ୍କୁ ଏହି ବିଶେଷ ଟିପ୍ପଣୀ ଟି କିଭଳି ଲାଗିଲା ଗୋଟିଏ ଲାଇକ କରି ଜଣାନ୍ତୁ ।