ରବିବାର 28 ମାର୍ଚ୍ଚ 2021- ସୂର୍ଯ୍ୟଦେବଙ୍କ କୃପାରୁ ଆଜି ଏହି 3ଟି ରାଶିଙ୍କୁ ମିଳିବ ଆକସ୍ମିକ ଧନଲାଭ

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆପଣଙ୍କୁ କୌଣସି ମହତ୍ବପୂର୍ଣ କାର୍ଯ୍ୟ ଲାଗି ଘରୁ ବାହାରକୁ ଯିବାକୁ ପଡିବ, ଯାହା ଆପଣଙ୍କୁ ଚିନ୍ତା ଲାଗିପରେ । ବ୍ୟବସାୟ ଓ କାରିୟର ଧୀରେ ଧୀରେ ଚାଲିଲେ ଠିକ ହେବ । ପ୍ରେମୀ ଜେନ ଅନ୍ୟ ଜଣଙ୍କ ଉପରେ ବିଶ୍ଵାସ ରଖନ୍ତୁ, ସମ୍ପର୍କ ବହୁତ ଭଲ ରହିବ କାରିୟରରେ ଆପଣଙ୍କୁ ସଫଳତା ମିଳିବ । ମାତା ପିତାଙ୍କ ସ୍ଵାସ୍ଥ୍ୟରେ ସୁଧାର ଆସିବ । ଜୀବନସଥିର ସ୍ଵାସ୍ଥ୍ୟକୁ ନେଇ ଚିନ୍ତା ଆସିପାରେ । ରୋଜଗାର ପ୍ରାପ୍ତିର ପ୍ରୟାସ ସଫଳ ହେବ ।

ବୃଷ :- ଆଜି ଆପଣଙ୍କ ଜୀବନରେ ଚେଞ୍ଜେସ ଦେଖିବାକୁ ମିଳିବ । କାମ ମାମଲାରେ କରାଯାଇଥିବା ପ୍ରୟାସ ସଫଳ ହେବ । ଆପଣଙ୍କୁ ଭଲ ଫଳ ମିଳିବ । ଅନଲାଇନ ବ୍ୟାପାର କରୁଥିବା ଲୋକ ଆଜି ଫାଇଦା ହେବ । ପରିବାରରେ ସୁଖ ଶାନ୍ତି ମିଳିବ । ବିରୋଧି ଆପଣଙ୍କ ସାମନାରେ ଟିକି ପାରିବେ ନହିଁ । ଆଇ ଟୀ ଆର ବ୍ୟକିଙ୍ଗ ଜାତକର ଲୋକ ଦପ୍ତର କାର୍ଯ୍ୟରେ ବ୍ୟସ୍ତ ରହିବେ । ଆପଣଙ୍କ ମନୋକାମନା ପୂର୍ଣ ହେବାର ସମୟ ହୋଇଛି ।

ମିଥୁନ :- ଆଜି କାର୍ଯ୍ୟ କ୍ଷେତ୍ରରେ କରାଯାଇଥିବା ଚେଷ୍ଟାକୁ ପ୍ରଶଂସା କରାଯିବ । ଯାହାକୁ ଆବଶ୍ୟକ ରହିଛି ତାକୁ ସାହାର୍ଯ୍ୟ କରିବା ଦ୍ଵାରା ଆପଣଙ୍କୁ ଲାଭ ହେବ । ରିସ୍କ ନିଅନ୍ତୁ ନହିଁ, ଆଜି ଆପଣଙ୍କୁ କିଛି ନୂଆ ବିଜନେସ ପ୍ରପୋଜାଲ  ମିଳିବ । ସନ୍ତାନକ ଠାରୁ ସୁଖର ଅନୁଭୂତି ମିଳିବ । କାର୍ଯ୍ୟରେ ଜୀବନସାଥିର ସହଯୋଗ ପ୍ରାପ୍ତି ହେବ । କୌଣସି ପରିଜନଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ମନ ଦୁଃଖ ହୋଇପାରେ ।

କର୍କଟ :- ଆଜି ଆପଣଙ୍କ ପ୍ରେମ ଜୀବନ ପଜେଟିଭ ଦେଖା ଦେଉଛି । ଆଜିର ଦିନ ଆପଣଙ୍କ ପାଇଁ ବହୁତ ଭଲ ଅଟେ । ଆପଣ ପରିସ୍ଥିତିର ଫାଇଦା ଉଠାଇକି ଆପଣ ନିଜ କାମ ପୁରା କରିପାରିବେ  । ବ୍ୟବସାଶୟରେ ନୂଆ ବିସ୍ତାର ପ୍ରୟାସ ଦ୍ଵାରା ଆନନ୍ଦ ମିଳିବ । ସେୟାରରେ ନିବେଶ କରି ପାରିବେ, ଲାଭ ହେବ । ବିଦେଶ ଯାତ୍ରା କରିବା ଦ୍ଵାରା ବହୁତ ଭଲ ଖବର ମିଳିବ ।

ସିଂହ :- ଏହି ରାଶିର ଛାତ୍ରଙ୍କ ଦିନ ଭଲ ରହିବ । ଅପ୍ରତ୍ଯାଶିତ ଖର୍ଚ ସାମନାକୁ ଆସିବ । କରଜ ନେବାକୁ ପଡିପାରେ । କୌଣସି କ୍ଷତି ହେବାର ଅଛି ସେଥିପାଇଁ ପ୍ରସ୍ତୁତ ରୁହନ୍ତୁ । ବେକାର ଖର୍ଚ ହେବାର ଯୋଗ ବନୁଛି । କାର୍ଯ୍ୟ କ୍ଷେତ୍ରରେ ଅସୁବିଧା ଓ ଚିନ୍ତା ହୋଇପାରେ । ଦମପାତୟା ଜୀବନ ଭଲ ରହିବ କିନ୍ତୁ ଜୀବନ ସାଥି ଟିକେ ଚିଡା ବ୍ୟବହାର କରିବେ ।ପ୍ରେମ ଜୀବନରେ ଆଜି ଶାନ୍ତି ରଖିବାର ଚେଷ୍ଟା କରନ୍ତୁ ।

କନ୍ୟା :- ଆଜି ଆପଣ ଭାବ ପ୍ରବଣ ହୋଇ କୌଣସି ଭୁଲ ନିସ୍ପତି ନିଅନ୍ତୁ ନହିଁ । ଜୀବନସାଥିଙ୍କ ସହିତ ବାଦ ବିବାଦକୁ ଟାଳିବା ଦ୍ଵାରା ଭଲ ଅଟେ । କରଜ ନେବାର ମନ ବଲାଇବେ । କୌଣସି ପୁରୁଣା ବନ୍ଧୁ ସାହାର୍ଯ୍ୟ କରିବେ । ଆପଣଙ୍କ ବଡ ଅସୁବିଧା ଶେଷ ହେବ । ସନ୍ତାନଙ୍କ ସହଯୋଗ ମିଳିବ । ନୁ ଆ ଲୋକଙ୍କ ସହିତ ଦେଖା ହୋଇବ । ମାର ସ୍ୱାସ୍ଥ୍ୟ ପ୍ରତି ଚିନ୍ତା ହୋଇପାରେ ।

ତୁଳା :-  ଆଜି ଆପଣ କଳ୍ପନାଶୀଳ ବା ମହତ୍ଵ କାଙ୍ଖି ମନକୁ ଆଉ କାହାର ପ୍ରଗତି ପାଇଁ ହୀନତାର ଶିକାର ହେବାକୁ ଦିଅନ୍ତୁ ନହିଁ । କାରିୟରରେ ସ୍ଥିତି ସାମାନ୍ଯ ହେବ । ପୁରୁଣା କଥାରେ ଆଜି ଚିନ୍ତା ଆସିପାରେ । କୌଣସି ସମସ୍ୟାର ସମାଧାନ ହୋଇପାରିବ । ଖାସ କାମ ସାରିବା ପାଇଁ ଆପଣଙ୍କୁ ପରିଶ୍ରମ କରିବାକୁ ପଡିପାରେ ।

ବିଛା :- ଆପଣଙ୍କ ପୁରୁଣା କାମରେ ଫାଇଦା ମିଳିବା ଆରମ୍ଭ ହୋଇଯିବ । ଆପଣଙ୍କ ଛୁଆ ଆପଣଙ୍କୁ ନିଜର ଆଦର୍ଶ ମାନିବେ । କାମ ପ୍ରେସରରେ  ଟେନସନ ହୋଇପାରେ । ପରୀକ୍ଷାର ଭଲ ଫଳ ଆପଣଙ୍କ  ଫେବରରେ ଆସିବ । ରହିଯାଇଥିବା କାମ ପୁରା କରିବା ପାଇଁ ଦିନ ଭଲ ରହିବ । ଆପଣଙ୍କ ସମସ୍ଯା ସମାଧାନ ହୋଇବ । ଅନିୟମିତ ନିଦ ଲାଜିଆଇ ଅସୁସ୍ଥ ଅନୁଭବ କରିବେ ।

ଧନୁ :- ପରିବାରର ଆବଶ୍ୟକତାକୁ ପୁରା କରିବା ପାଇଁ ଆପଣ ଅଧିକ ପ୍ରୟାସ କରିବେ । ଆଜି ଆପଣ ନିଜେ ବହୁତ ନିଜକୁ ତାଜା ଅନୁଭବ କରିବେ । ଆଜି ବଡ ଲୋକଙ୍କ ସଜେସନ  ଦ୍ଵାରା  ଆପଣଙ୍କ ପାଇଁ ଲାଭ ପ୍ରଦ ରହିବେ । ବ୍ୟାପାରରେ କ୍ଷତି ହେବାର ସମ୍ଭାବନା ରହିଛି । ଦିନଭରି କାମ ଲାଗି ସନ୍ଧ୍ୟାରେ ଥକା ଅନୁଭବ କରିବେ । ଚାକିରି କରିଥିବା ଲୋକଙ୍କ ପାଇଁ ଦିନ ବହୁତ ଭଲ ରହିବ । ଆପଣ କୌଣସି ତୀର୍ଥ ବା ଧାର୍ମିକ ଯାତ୍ରାରେ ମଧ୍ୟ ଯାଇପାରିବେ ।

ମକର :- ଆଜି ଯଦି ଆପଣ ଯଦି ଅନ୍ୟର କଥା ଶୁଣିକି ନିବେଶ କରିବେତ ଆର୍ଥିକ କ୍ଷତି ହେବ । ଆପଣନ୍ନକା ଆୟ ଭଲ ରହିବ ଓ ଆପଣ ସେହି ପାଇଷକୁ ସୁଖ ସାଧନାରେ ଖର୍ଚ କରିବେ ।  ମନୋରଞ୍ଜନରେ ସମୟ ବିତାଇବେ । ଜୀବନ ସାଥି ସହିତ ଆପଣ ସଂପର୍କକୁ ନେଇ ବହୁତ ବେସୀ ଭାବୁକ ହେବେ । ଆପଣଙ୍କୁ ନିଜ ଭାବନା ଉପରେ ଟିକେ ବେସୀ କଣ୍ଟ୍ରୋଲ ରଖିବାକୁ ହେବ । ପ୍ରେମ ଜୀବନ ପାଇଁ ବଢିଆ ସମୟ ରହିଛି ।

କୁମ୍ଭ :- ଆଜି ଆପଣ ନିଜ କାମ ଆଉ ପର୍ସୋନାଲ ଜୀବନକୁ ନେଇ ତାଳମେଳ ରଖିବାରେ ସଫଳ ହେବେ । ଏଥିରୁ ଆପଣଙ୍କୁ ଟିକେ ଖୁସି ଅନୁଭବ ହେବେ । ଆପଣ ନିଜକୁ ସ୍ୱାସ୍ଥ୍ୟବାନ ଅନୁଭବ କରିବେ । କୌଣସି ବିଶେଷ କାମରେ କରାଯାଇଥିବା ପରିଶ୍ରମ ଅବଶ୍ୟ ମିଳିବ । ନିଜ ଘର କାର୍ଜ୍ୟାଳୟର ମରାମତି ଓ ରକ୍ଷଣା ବେକ୍ଷଣ ପାଇଁ ଖରଚ କରିବାକୁ ପଡିବ ।

ମୀନ :- ଆଜି ଧନ ହାନୀର ସମ୍ଭାବନା ରହିଛି । ପରିଶ୍ରମ ଆଉ ଠିକ ଭାବରେ କରିଥିବା କାମ ଦ୍ଵାରା ଲାଭ ହେବ । ଖରଚ ହଲ୍କା ଫୁଲ୍କା ରହିବ । ଆପଣ ନିଜର ସଫଳତାର ରାସ୍ତା ନିଜେ ଖୋଳିବେ । ଏହି ରାଶିର କମାର୍ସ ଛାତ୍ରଙ୍କ ପାଇଁ ଆଜିର ଦିନ ବହୁତ ଶୁଭ ଅଟେ । ଘରେ ସୁଖସନ୍ତି ରହିବ ।

Leave a Reply

Your email address will not be published. Required fields are marked *