ମା ଲକ୍ଷ୍ମୀ କହିଛନ୍ତି ଯେବେ ଘରେ ଦେଖାଦିଏ ଆର୍ଥିକ ସମସ୍ୟା ତ କରନ୍ତୁ ଏହି 1 ଉପାୟ, ବର୍ଷିବ ସୁନା- Jyotisha Shastra

ଧନ କାହା ପାଇଁ ଆବଶ୍ୟକ ନୁହେଁ ଆପଣ ନିଜେ କୁହନ୍ତୁ, ଆଜିକା ସମୟରେ ବିନା ଧାନରେ କିଛି ହେଇ ପାରିବ ନାହିଁ ସବୁ କାମ ପାଇଁ ପୂଜା ପାଠ ଇତ୍ୟାଦି ସବୁ ପାଇଁ ଆପଣଙ୍କୁ ଧନ ଆବଶ୍ୟକ ହୋଇଥାଏ । ତେବେ ଧନ ପାଇଁ ମତ ଲକ୍ଷ୍ମୀଙ୍କୁ ପ୍ରସନ୍ନ ରଖିବା ବହୁତ ଆବଶ୍ୟକ ହୋଇଥାଏ ଜୀବନରେ ଯେତେ ଦୁଃଖ ଆସିଲେ ମଧ୍ୟ ସମାଧାନ ଧନ ଦ୍ଵାରା କରା ଯାଇ ପାରେ କିନ୍ତୁ ଆର୍ଥିକ ସମସ୍ୟା ଆସିଲେ ଆପଣଙ୍କୁ ନିଜ ଲୋକ ମଧ୍ୟ ପଚାରନ୍ତି ନାହିଁ ।

ଆଜି ଆମେ ଆପଣଙ୍କୁ ବାସ୍ତୁ ଶାସ୍ତ୍ର ଅନୁଯାଇ କିଛି ଉପାୟ କହିବୁ ଏବଂ କିଛି ଭୁଲ ମଧ୍ୟ କହିବାକୁ ଯାଉଛୁ ଯାହା ଆପଣଙ୍କ ଦ୍ଵାରା ହୋଇଥାଏ । ଅଜାଣତରେ ହେଲେ ମଧ୍ୟ ଭୁଲ ସବୁବେଳେ ଭୁଲ ହୋଇଥାଏ ଯଦି ଆପଣ ଅଜାଣତରେ ଭୁଲ କରିଛନ୍ତି ତେବେ ଆପଣ ନିଜ ଜୀବନରେ ବହୁତ ଅସୁବିଧା ସମୁଖୀନ ହବାକୁ ଯାଉଛନ୍ତି । ତେବେ ଶାସ୍ତ୍ର ଅନୁଯାଇ ଯଦି ଆପଣଙ୍କ ଘର ନଳ ଖରାପ ଅଛି ପାଣି ସବୁବେଳେ ବୁହି ଯାଉଛି ତେବେ ଏହାକୁ ଶୀଘ୍ର ସଜାଡିବା ଉଚିତ କାହିଙ୍କିନା ଏହା କେବଳ ପାଣି ନୁହ ଆପଣଙ୍କ ଘର ଧନ ହୋଇଥାଏ ଯାହା ନଳ ଭଳି ଆପଣଙ୍କ ଘରକୁ ଖାଲି କରିଥାଏ ।

ବାସ୍ତୁ ଶାସ୍ତ୍ର ଅନୁଯାଇ ଯେଉଁ ଘରେ କବାଟ ବା ଝରକା ପଶ୍ଚିମ ବା ଦକ୍ଷିଣ ଦିଗକୁ ମୁହଁ କରିଥାଏ ସେହି ଘରେ କେବେ ଲକ୍ଷ୍ମୀ ବାସ କରନ୍ତି ନାହିଁ ଯଦି ଝରକା ବା କବାଟ ଅଛି ତେବେ ଆପଣ ପର୍ଦା ଲଗାଇ ରଖନ୍ତୁ ଦେଖିବେ ଆପଣଙ୍କୁ ବହୁତ ଶୀଘ୍ର ଉନ୍ନତି ଦେଖା ଜୀବ । ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ବହୁତ ସହଜ କିନ୍ତୁ ମନରେ ଭକ୍ତି ଭାବରେ ନ ରହିଲେ ଯେତେ ଉପାୟ କଲେ ମଧ୍ୟ ଆପଣ ଜୀବନରେ ସଫଳ ହୋଇବେ ନାହିଁ ସେଥିପାଇଁ ମନରେ ଭକ୍ତି ରାଖୀ ଉପାୟ କରନ୍ତୁ । ଆପଣଙ୍କୁ ଗୁରୁବାର ଦିନ ପାଣିରେ ଅଳପ ହଳଦୀ ପକାଇ ସେହି ଜଳ ପୁରା ଘରେ ପକାଇବାକୁ ହବ ଯାହା ବଳି ଜୀବ ତାକୁ ଗଛ ମୂଳରେ ପକାଇ ଦିଅନ୍ତୁ ।

ଏହା ଛଡା ଗୁରୁବାର ଦିନ ମାତା ଲକ୍ଷ୍ମୀଙ୍କ ପାଖରେ ଗୋଟେ ନାଲି କପଡାରେ ଗୋଟା ହଳଦୀ ଗୋଟା ଧନିଆ ଆଉ ଗୋଟେ କଏନ ନେଇ ଭଲ ଭାବରେ ପୂଜା କରନ୍ତୁ ଏହା ପରେ ସବୁ ବାନ୍ଧି ଦିଅନ୍ତୁ ଆଉ ନାଲି କପଡାକୁ ୫୦୦ ବା ୨୦୦୦ ଯାହା ଆପଣଙ୍କ ପାଖରେ ଅଛି ସେଥିରେ ବାନ୍ଧି ନିଜ ଟଙ୍କା ରଖୁଥିବା ସ୍ଥାନରେ ରାଖୀ ଦିଅନ୍ତୁ ଦେଖିବେ ଆପଣଙ୍କୁ ବହୁତ ଲାଭ ମିଳିବ ଆପଣଙ୍କ ଘର ସବୁ ଆର୍ଥିକ ସମସ୍ୟା ଦୂର ହୋଇଯିବ ଆଉ ଆପଣଙ୍କୁ ଜୀବନରେ ବହୁତ କିଛି ଭଲ ମଧ୍ୟ ଦେଖିବାକୁ ମିଳିବ ।

Leave a Reply

Your email address will not be published. Required fields are marked *