ତେବେ ବର୍ତମାନ ସମୟରେ ଆଇନ କାନୁନ ବହୁତ ସତରକ ହୋଇ ଯାଇଛି ଏହାର ମୁଖ୍ୟ କାରଣ କରୋନା ଅଟେ । ତେବେ ବର୍ତମାନ ଗାଡି ଚଳାଇଲେ ବହୁତ କଥା ପ୍ରତି ବିଶେଷ ଧ୍ୟାନ ନ ରଖିଲେ ଆପଣ ମଧ୍ୟ ବହୁତ ବଡ ଅସୁବିଧାରେ ପଡି ପାରନ୍ତି । ତେବେ ଗାଡି କାଗଜ, ହେଲମେଟ ଆଉ ଧୀରେ ଗାଡି ନ ଚଳାଇଲେ ବହୁତ ବଡ ଅସୁବିଧା ସାମ୍ନା କରିବାକୁ ପଡିପାରେ । ଆଜିକା ସମୟରେ ଲୋକ ମାନେ ଗାଡି କିଣି ଦେଇଥାନ୍ତି କିନ୍ତୁ ଘର ଛୁଆ ଗାଡି ନେଇ ବୁଲନ୍ତି ।

ଆଉ ମନ ଇଛା ସ୍ପିଡ କରନ୍ତି ଯାହା ଫଳରେ ବହୁତ ଦୁର୍ଘଟଣା ଭଳି କେସ ଦେଖା ଗଲା ଏହା ଛଡା ହେଲମେଟ ନ ପିନ୍ଧିବାରୁ ବହୁତ ଲୋକଙ୍କ ରାସ୍ତାରେ ଦୁର୍ଘଟଣା ଦ୍ଵାରା ମୁଣ୍ଡରେ ବାଜିବା ଦ୍ଵାରା ତୁରନ୍ତ ଜୀବନ ଯିବାର କେସ ଅଧିକ ଦେଖା ଯାଇଥିଲା । ତେବେ ଏହି ସବୁ ଘଟଣା କମ କରିବା ପାଇଁ ଆଉ ସତରକ୍ତା ବଢାଇବା ଦ୍ଵାରା ଏହି ଭଳି ଘଟଣା କିଛି କମ ହୋଇଛି । ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମିଶି ଏହି ଭଳି ନିଷ୍ପତ୍ତି ନେଇଛନ୍ତି ଯାହା ଦ୍ଵାରା ନାଗରିକ ମାନେ ସୁରକ୍ଷିତ ରୁହନ୍ତୁ ।

ବର୍ତମାନ ଆରଟିଓ ଦ୍ଵାରା ଗୋଟେ ଜରୁରୀ ଘୋଷଣା କରା ଯାଇଛି ଯାହା ସମସ୍ତଙ୍କୁ ଜାଣିବା ଆବଶ୍ୟକ ଅଟେ । ଆରଟିଓ ଘୋଷଣା ଅନୁଯାଇ ଯେଉଁ ଲୋକଙ୍କ ଲାଇସେନ୍ସ ଏକ୍କ୍ଷପାୟର ହୋଇ ଯାଇଛି ତାଙ୍କ ଲାଇସେନ୍ସ ଋନିଉ କରିବା ପାଇଁ ସମୟ ଲାଗିବ କାହିଙ୍କିନା କରୋନା ପାଇଁ ଭିଡ କମ କରା ଯାଇଛି ଆଉ ଏହି ସବୁ କାରଜ୍ୟରେ ସମୟ ଲାଗିବ ସେଥିପାଇଁ ଯେଉଁ ଲୋକଙ୍କ ଲାଇସେନ୍ସ ଏକ୍ସପାୟର ହୋଇ ଯାଇଛି ସେହି ଲୋକଙ୍କ ପାଖରେ ଏବେ ଜୁନ ୩୦ ପର୍ଯ୍ୟନ୍ତ ସମୟ ଅଛି ଆଉ ଏହି ସମୟ ଭିତରେ ଆପଣଙ୍କୁ ନିଜ ଲାଇସେନ୍ସ ତିଆରି କରିବାକୁ ହବ ।

କିନ୍ତୁ ଯଦି ଆପଣ ଏହି ସମୟ ଭିତରେ କରି ପାରିବେ ନାହିଁ ତେବେ ଏହା ପରେ ଆପଣଙ୍କୁ ପୋଲିସ ଧରି ପାରେ କିନ୍ତୁ ଜୁନ ୩୦ ପର୍ଯ୍ୟନ୍ତ ସମସ୍ତଙ୍କୁ ଛାଡ ଦିଆ ଯାଇଛି । ଆରଟିଓ ଏହି ନିଷ୍ପତ୍ତି କେବଳ କରୋନା ଦ୍ଵାରା ବଢୁଥିବା ସଂକ୍ରମଣ ଦେଖି କରିଛନ୍ତି ଯାହା ବର୍ତମାନ ସ୍ଥିତି ପାଇଁ ବହୁତ ଆବଶ୍ୟକ ଅଟେ । ତେବେ ଆପଣ ମାନେ ଏହା ବେସ ଭଲ ଭାବରେ ଜାଣିଛନ୍ତି ଯେ ଏହି ସବୁ କଡା ନିୟମ କେବଳ ଆପଣଙ୍କ ସୁରକ୍ଷା ପାଇଁ କରା ଯାଇଛି ଯାହା ଦ୍ଵାରା ଆପଣ ନିୟମ ପାଳନ କରନ୍ତୁ ଆଉ ସୁରକ୍ଷିତ ରୁହନ୍ତୁ ।
