ଶୁକ୍ରବାର 23 ଏପ୍ରିଲ 2021- ମା ସନ୍ତୋଷୀଙ୍କ କୃପାରୁ ଆଜି ଏହି 5 ଟି ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- କାର୍ଯ୍ୟ ସଫଳତା ଓ ଯଶ ଏବଂ କୀର୍ତି ପ୍ରାପ୍ତ କରିବା ପାଇଁ ଆଜିର ଦିନ ଶୁଭ ଅଟେ । ଭାବିଥିବା କାମ ଆରମ୍ଭ କରନ୍ତୁ, ଆପଣଙ୍କ କାମ ଜଲ୍ଦି ପୁରା ହେବ । ପାରିବାରିକ ସମ୍ପର୍କ ଭଲ ରହିବ । କୌଣସି ସମ୍ପର୍କୀୟଙ୍କ ସାହାର୍ଯ୍ୟ ଦ୍ଵାରା କାର୍ଯ୍ୟ ପୂର୍ଣ ହେବ । ବ୍ୟାପାରରେ ପରିବର୍ତନର ଯୋଗ ରହିଛି । ଶଶୁର ଘର ପକ୍ଷରୁ ସୁଖଦ ସମାଚାର ପ୍ରାପ୍ତ ହେବ । ମିତ୍ରନାକ ଠାରୁ ସୁଖ ମିଳିବ ।

ବୃଷ :- ଆପଣ ନିଜର ସବୁ ଅସୁବିଧାକୁ ଗୋଟିଏ ସାଇଟରେ ରଖନ୍ତୁ । ପରିସ୍ଥିତିକୁ କବୁରେ ରଖିବା ପାଇଁ ନିଜ ଭାଇଙ୍କ ସାହାର୍ଯ୍ୟ ନିଅନ୍ତୁ । ଆଜି ରହିଯାଇଥିବା କାମ ଭାଇ ଭଉଣୀଙ୍କ ସହଯୋଗ ଦ୍ଵାରା ସଫଳ ହେବ । ସ୍ଵାସ୍ଥ୍ୟରେ ସୁଖ ମିଳିବ । ପରିବାର ସହିତ ସମୟ ବିତାଇବା ପାଇଁ ସମୟ ମିଳିବ । ଯେଉଁଥିରେ ଆପଣଙ୍କ ମନ ପୁରା ଦିନ ପ୍ରସନ୍ନ ରହିବ । ନିଜ କାରୋବାରକୁ ବଢାଇବା ପାଇଁ କୌଣସି ବଡ ନିସ୍ପତି ନେବେ । ବେରୋଜଗାର ଲୋକଙ୍କୁ ରୋଜଗାର ମିଳିବ ।

ମିଥୁନ :- କାରୋବାରରେ ହଠାତ ଲାଭ ହେବାର ସମ୍ଭାବନା ରହିଛି । ଆଜି ଆପଣଙ୍କୁ କେଉଁଠୁ ବ୍ୟାପାର ଘାଟର ସୂଚନା ମିଳିବ, ଶେଠୀ ପାଇଁ ଟିକେ ସାବଧାନ ରୁହନ୍ତୁ । ବ୍ୟବସାୟରେ ସଫଳ ରହିବେ । ଗୃହ କାର୍ଯ୍ୟରେ ବ୍ୟସ୍ତ ରହିବେ । ଚାକିରିରେ ସଫଳତାର ପ୍ରାପ୍ତି ହେବ । ଚାକିରି କରିଥିବା ଲୋକ ନିଜ କାମ ଉପରେ ଧ୍ୟାନ ରଖନ୍ତୁ । ଏହି ସମୟରେ ଆପଣଙ୍କୁ ନିଜ ଜୀବନରେ ବହୁତ ବଡ ପରିବର୍ତନ ଦେଖିବାକୁ ମିଳିବ ।

କର୍କଟ :- ଆଜି ଆପଣ ଧ୍ୟାନରେ ଗାଡି ଚଲାନ୍ତୁ । ଆଜି ଆପଣ କୌଣସି ନିସ୍ପତି ନିଅନ୍ତୁ ନହିଁ ଓ କୌଣସି ନିଷ୍କର୍ଷ ବାହାର କରନ୍ତି । ସ୍ବଭାବରେ ତେଜୀ ବ ଟିକେ ଅସୁବିଧା ରହିବ । ଦିନ ଆପଣଙ୍କ ପାଇଁ ଟିକେ ସାବଧାନ ଭରା ରହିବ । ନୂଆ ପାର୍ଟନର ଶିପ ପ୍ରାପ୍ତି ହେବ । ବ୍ୟବସାୟରେ କୌଣସି ଚିନ୍ତା ଆସିପାରେ । ଛାତ୍ରଙ୍କୁ ସଫଳତା ପ୍ରାପ୍ତି ହେବ । ଆଜି ଭାବି ଚିନ୍ତି କଥା ବାର୍ତା କରନ୍ତୁ ।

ସିଂହ :- ମାତା ପିତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଗୋଟେ ସକାରାତ୍ମକ ସଙ୍କେତ ହେବ । ଆଜି ଆପଣଙ୍କ ପାଇଁ ବଡ ଲୋକଙ୍କ ମାର୍ଗ ଦର୍ଶନ ଲାଭକାରୀ ହେବ । ଆପଣଙ୍କ ପ୍ରଫେସନ ଦ୍ଵାରା ଆପଣ ଖୁସି ନୁହନ୍ତୁ । ସମୟ ସହିତ ସ୍ଥିତି ଅନୁକୂଳ ହେବ । ଜୀବନ ସାଥି ସହିତ ଆପଣଙ୍କ ବିଶ୍ଵାସ ବଢିବ । ଯେଉଁଥି ପାଇଁ ଦାଂପତ୍ଯ ଜୀବନ ସୁଖଦ ରହିବ ।

କନ୍ୟା :- ବିଦ୍ୟାର୍ଥୀଙ୍କ ପାଇଁ ଆଜିର ଦିନ ବହୁତ ଭଲ ରହିବ । ଦାଂପତ୍ଯ ଜୀବନରେ ପ୍ରେମ ଓ ରୋମାନ୍ସ ବଢିବ । ମାଙ୍ଗଳିକ କାର୍ଯ୍ୟରେ ଖରଚ ହେବ । ବିରୋଧୀ ମାନେ ସକ୍ରିୟ ରହିବେ । କାରୋବାରରେ ବିସ୍ତାର ହେବ । ଧାର୍ମିକ କାର୍ଯ୍ୟରେ ରୁଚି ବଢିବ । ସମ୍ପର୍କରେ ପ୍ରତିବନ୍ଧକ ଆସିପାରେ । ପ୍ରେମ ଜୀବନ ବଞ୍ଚୁଥିବା ଲୋକଙ୍କ ପାଇଁ ଭଲ ଫଳ ମିଳିବ । ଆଜି ଆପଣଙ୍କ ମନରୁ ସବୁ କଥା ଦୂର କରିବେ ଆଉ ଭଲ ବିଚାର ମନରେ ଆଣିବେ ।

ତୁଳା :- କରଜ ଆଉ ଖର୍ଚ ଆପଣଙ୍କ ଚିନ୍ତାର କାରଣ ହେବ । ଶେଠୀ ପାଇଁ ଭାବି ଚିନ୍ତି କାର୍ଯ୍ୟ କରନ୍ତୁ । ଆଜି ବ୍ୟବସାୟରେ ନୂଆ ପ୍ରୋଜେକ୍ଟ କୁ ନିଆ ଦିଗ ଦେବେ । ଜୀବନ ସାଥିଙ୍କ ବ୍ୟବହାର ମନ ବଳ ବଢାଇବ । ଅନାବଶ୍ୟକ ଖର୍ଚରୁ ବଞ୍ଚାନ୍ତୁ । ସ୍ଥାନ ପରିବର୍ତନର ଯୋଗ ରହିଛି । ଆପଣଙ୍କ ମାତା ପିତା ଆପଣଙ୍କ ଉପରେ ପ୍ରସନ୍ନ ରହିବେ । ନିବେଶ ସହିତ ଯୋଡା ଗୁରୁତ୍ଵ ପୂର୍ଣ ନିସ୍ପତି କୌଣସି ଅନ୍ୟ ଦିନ ପାଇଁ ଛାଡନ୍ତୁ ।

ବିଛା :-  ଆପଣଙ୍କୁ କୌଣସି ମହତ୍ବପୂର୍ଣ କାର୍ଯ୍ୟ ଲାଗି ଘରୁ ବାହାରକୁ ଯିବାକୁ ପଡିବ, ଯାହା ଆପଣଙ୍କୁ ଚିନ୍ତା ଲାଗିପରେ । ବ୍ୟବସାୟ ଓ କାରିୟର ଧୀରେ ଧୀରେ ଚାଲିଲେ ଠିକ ହେବ । ପ୍ରେମୀ ଜଣେ ଅନ୍ୟ ଜଣଙ୍କ ଉପରେ ବିଶ୍ଵାସ ରଖନ୍ତୁ, ସମ୍ପର୍କ ବହୁତ ଭଲ ରହିବ କାରିୟରରେ ଆପଣଙ୍କୁ ସଫଳତା ମିଳିବ । ମାତା ପିତାଙ୍କ ସ୍ଵାସ୍ଥ୍ୟରେ ସୁଧାର ଆସିବ । ଜୀବନସଥିର ସ୍ଵାସ୍ଥ୍ୟକୁ ନେଇ ଚିନ୍ତା ଆସିପାରେ । ରୋଜଗାର ପ୍ରାପ୍ତିର ପ୍ରୟାସ ସଫଳ ହେବ ।

ଧନୁ :- ଚାକିରିରେ ଅଧିକାରୀଙ୍କ ସହଯୋଗ ଏବଂ କାର୍ଯ୍ୟ କରିବାର ଉଶ୍ଚାହ ବନିବ । ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଲାଭ ମିଳିବ । ଖର୍ଚ ବଢିବ । ଆପଣଙ୍କୁ ଅନୁଶାସନର ଆବସ୍ୟକ ହେବ ଓ ନିଜ କାମ ପୁରା କରିବା ପାଇଁ ଓ ଏହା ସହିତ ଇଛା ଶକ୍ତିର ଗୋଟିଏ ଭଲ ଖୁରାକର ଆବଶ୍ୟକ ରହିଛି । ପରିଜନଙ୍କ ସହିତ ହସ ଖୁସିରେ ସମୟ ବିତାଇବେ । ମାନ ଓ ପ୍ରତିଷ୍ଠାର ପ୍ରାପ୍ତି ହେବ ।

ମକର :-  ଦିନର ଆରମ୍ଭରେ ଅଳସ ଅନୁଭବ କରିବେ । ସନ୍ଥଙ୍କ ସାନିଧ୍ୟ ଲାଭ କରିବେ । ସ୍ଵାସ୍ଥ୍ୟରେ ଶିଥିଳତା ଓ ବ୍ୟଗ୍ରତା ଅନୁଭବ କରିବେ । ଆଜି ବହୁତ ଦିନରୁ ରହିଯାଇଥିବା କାମ ପୁରା ହେବାରେ ସଫଳ ହେବ । ପାରିବାରିକ ବିବାଦରୁ ଦୂରରେ ରୁହନ୍ତୁ । ଲଭମେଟଙ୍କ ସହିତ ଝଗଡା ହୋଇପାରେ, ଉଚିତ ହେବକି କଥା ହେବା ବେଳେ ସଂଯମତା ରକ୍ଷା କରନ୍ତୁ । ନିଜ କଥା ଉପରେ ଚର୍ଚା କରିବା ବା କାହା ଆଗରେ ପ୍ରକାଶ କରନ୍ତୁ ନହିଁ ।

କୁମ୍ଭ :- ଆଜି ଆର୍ଥିକ ସ୍ଥିତି ସାମାନ୍ଯ ରହିବ । ପିଲା ମାନଙ୍କ ପ୍ରତି ଧ୍ୟାନ ଦେବାର ଆବଶ୍ୟକ ରହିଛି । ଘରେ ରହୁଥିବା ମହିଳା ମାନଙ୍କ ପାଇଁ ଦିନ ବହୁତ ଭଲ ରହିବ । ଆଜିର ଦିନ ଆଜି କୌଣସି ବଡ ଭୂଲର ବୁଝାମଣା ହେବ । ନୂଆ ବାଦା କରିବେ । ପତ୍ନୀ ବା ଭାଇ ଭଉଣୀଙ୍କ ସହିତ ଚାଲିଥିବା ମାନମାଳିନ୍ୟ ଦୂର ହେବ । ଆଉ ନିଜ ଭିତରେ ପ୍ରେମ ବଢିବ । ସନ୍ତାନଙ୍କ ଆଡୁ ସୁଖ ସମାଚାର ମିଳିବ ।

ମୀନ :- ଆଜି ସରକାରୀ କାମ କାର୍ଯ୍ୟ ପୁରା ହେବ ଓ ମନୋରଞ୍ଜନରେ ଆଜିର ଦିନ ବିତାଇବେ । ଆଜି ପରିବାରର ପୁରା ସହଯୋଗ ମିଳିବ । ଧନ ପ୍ରାପ୍ତିର ବିଶେଷ ଯୋଗ ବନିବ । କଥା ଉପରେ ସଂଯମତା ବନାଇ ରଖନ୍ତୁ ଓ ଶୁଭ ଫଳ ପ୍ରାପ୍ତ ହେବ । ଜୀବନ ସାଥିର ସହଯୋଗ ମିଳିବ । ଦୈନିକ ଜୀବନରେ ଚାକିରି ସହିତ ଜଡିତ କାର୍ଯ୍ୟ ପୁରା ହେବ ।

Leave a Reply

Your email address will not be published. Required fields are marked *