ଅତ୍ୟନ୍ତ କାମୀ ପୁରୁଷ ଭିତରେ ଥାଏ ଏହି 4ଟି ଲକ୍ଷଣ, ନାରୀଙ୍କୁ ଏହି ଭଳି ପୁରୁଷ ଠାରୁ ଦୂରେଇ ରହିବା ଉଚିତ- Shukra Niti

ଆଚାର୍ଯ୍ୟ ଶୁକ୍ରାଚାର୍ଜ୍ୟ ଙ୍କ ବିଷୟରେ ଆପଣ ମାନେ ବହୁତ କଥା ଶୁଣିବାକୁ ପାଇଥିବେ, ସେ ବହୁତ ବଡ ଜ୍ଞାନୀ ଥିଲେ ଆଉ ସଂସାରରେ ସବୁ ପ୍ରାଣୀ ବିଷୟରେ ବହୁତ ଗମ୍ଭୀରତା ସହ ବିଚାର ମଧ୍ୟ କରୁଥିଲେ । ତେବେ ଆଚାର୍ଯ୍ୟ ସବୁ କଥା ବିଷୟରେ ଶାସ୍ତ୍ରରେ ଉଲ୍ଲେଖ କରିଛନ୍ତି କିନ୍ତୁ କଣ ଆପଣ ଜାଣିଛନ୍ତି ସେ ଅତ୍ୟନ୍ତ କାମୀ ପୁରୁଷଙ୍କ କିଛି ଲକ୍ଷଣ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ତାଙ୍କ ଅନୁଯାଇ କାମୀ ପୁରୁଷ ଠାରୁ ସ୍ତ୍ରୀ ମାନଙ୍କୁ ଦୂରେଇ ରହିବା ଉଚିତ ହୋଇଥାଏ କାହିଁକିନା ଏହି ଭଳି ପୁରୁଷଙ୍କ ମନରେ ମାନ ସମ୍ମାନ ଆଉ ଦୟା ଭଳି ଭାବନା ନଥାଏ ଏହି ଭଳି ଲୋକ ବାସନାରେ ବୁଡି ରୁହନ୍ତି, ତେବେ ଆସନ୍ତୁ ତାଙ୍କ ଲକ୍ଷଣ ବିଷୟରେ ବିସ୍ତାର ସହ ଜାଣିବା ।

୧. ଶାସ୍ତ୍ର ଅନୁଯାଇ କୁହା ଯାଇଛି ଯେ ଅତ୍ୟନ୍ତ କାମୀ ପୁରୁଷ ସ୍ତ୍ରୀ ମାନଙ୍କ ପ୍ରତି ଲୋଭ ଭାବନା ରଖିଥାଏ, ଏହି ଭଳି ଲୋକ ସ୍ତ୍ରୀ ମାନଙ୍କ ଆକର୍ଷଣ କେନ୍ଦ୍ର ହବାକୁ ଚେଷ୍ଟା କରନ୍ତି, ଏହି ଭଳି ପୁରୁଷ ସ୍ତ୍ରୀ ମାନଙ୍କୁ ପଚାରି ସବୁ ପ୍ରକାର କାମ କରିଥାନ୍ତି । ଏହି ଭଳି ଲୋକ ସ୍ତ୍ରୀ ମାନଙ୍କ କଥା ମାନି ନିଜ ଗୋଡ ଉପରେ ନିଜେ କୁ-ରା-ଢି ମା-ରି ନିଅନ୍ତି ।

୨. ଅତ୍ୟନ୍ତ କାମୀ ପୁରୁଷ ସବୁବେଳେ ସ୍ତ୍ରୀ ବିଷୟରେ ଭାବିଥାଏ, ସେ କେବେ ମା ବାପା ବା ଭଗବାନ ବିଷୟରେ ଭାବିବା ପାଇଁ ତାଙ୍କ ପାଖରେ ସମୟ ହୋଇ ନଥାଏ । ତେବେ ଏହି ଭଳି ପୁରୁଷ ଜୀବନରେ କେବେ କାହା ସହ ସ-ମ୍ପ-ର୍କ ଗଢି ପାରନ୍ତି ନାହିଁ । ଏହି ଭଳି ପୁରୁଷଙ୍କ ମନରେ କେବଳ ସ୍ତ୍ରୀ ଯୌ-ବ-ନ ଦେଖା ଯାଇଥାଏ ।

୩. ଅତ୍ୟନ୍ତ କାମୁକ ପୁରୁଷ ସ୍ତ୍ରୀ ମାନଙ୍କ ସହ କଥା ହବା ପାଇଁ ଭିନ୍ନ ଭିନ୍ନ ପ୍ରକାର ବାହାନା କରିଥାନ୍ତି, ଯେଉଁ ସ୍ଥାନରେ ସ୍ତ୍ରୀ ନଥାନ୍ତି ସେଠିତାଙ୍କ ମନ ଲାଗି ନଥାଏ, ସେ ନିଜ ଭାବନା ଚାହିଁକି ବି ଲୁଚାଇ ପାରନ୍ତି ନାହିଁ, ସେ ଗୋଟେ ସ୍ତ୍ରୀ ସହ କେବେ ସ-ମ୍ପ-ର୍କ ରଖନ୍ତି ନାହିଁ ତାଙ୍କୁ ଅଲଗା ଅଲଗା ସ୍ତ୍ରୀ ପସନ୍ଦ ଆସିଥାନ୍ତି ।

୪. ଅତ୍ୟନ୍ତ କାମୁକ ପୁରୁଷ ସ୍ତ୍ରୀ ମାନଙ୍କୁ ଲୁଚି ଲୁଚି ଦେଖିବା ପସନ୍ଦ କରିଥାଏ, ଏହି ଭଳି ପୁରୁଷ ସ୍ତ୍ରୀ ମାନଙ୍କୁ ଦେଖିଲେ ତାଙ୍କ ସହ ଭୋ-ଗ ବି-ଳା-ସ କଥା ଭାବିଥାଏ । ତେବେ ଏହି ଭଳି ପୁରୁଷ ସ୍ତ୍ରୀ ମାନଙ୍କ ଚିତ୍ର ଦେଖି ମଧ୍ୟ ତାଙ୍କ ସହ ଦୁ-ଷ୍କ-ର୍ମ କରିବା ବିଷୟରେ ଚିନ୍ତା କରିଥାନ୍ତି ।

Leave a Reply

Your email address will not be published. Required fields are marked *