ମୃତ୍ୟୁ ପୂର୍ବରୁ ଡାକ୍ତରଙ୍କ ଶେଷ ମେସେଜ, ଫେସବୁକରେ ଲେଖିଥିଲେ କିଛି ଏମିତି, ଯାହା ଜାଣି ଆପଣଙ୍କ ଆଖି ବି ଛଳଛଳ ହୋଇଯିବ

କରୋନାର ଦ୍ଵିତୀୟ ସଂକ୍ରମଣ ଯେଉନଭଳି ଦ୍ରୁତ ଗତିରେ ବାଢୁଛି ତାହା ପାନ ନିଶ୍ଚୟ ଭାବେ ଜାଣିଥିବେ । ପ୍ରତ୍ୟକ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ଓ ଜୀବନ ହରାଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବଢୁଛି । ତାରି ଭିତରେ ଯିଏ ସବୁଠୁ ବଡ ଦାଇତ୍ଵ ନିଭାଉଛନ୍ତି ସେମାନେ ହେଲେ ଡାକ୍ତର ମାନେ । କାରଣ ଡାକ୍ତର ମାନଙ୍କୁ ଭଗବାନ ବୋଲି କୁହାଯାଏ ଓ ସେମାନେ କାଳ ମୁଖରୁ ରୋଗୀକୁ ଫେରାଇ ଆଣନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ଯାହା ଖବର ଆସୁଛି ତାହା ସମସ୍ତଙ୍କୁ ବିଚଳିତ କରି ଦେଇଛି ।

କାରଣ ରୋଗୀ ସେବା କରୁ କରୁ ଆଖି ବୁଜୁଛନ୍ତି ସହ ସହ ଡାକ୍ତର । ଏହା ଭିତରେ ମହରାଷ୍ଟ୍ରର ସ୍ଥିତି ଅତି ସାଂଘାତିକ ରହିଛି । କେବଳ ଯେ ସାଧାରଣ ଲୋକଙ୍କ ସଂଖ୍ୟା ସଂକ୍ରମିତ ଅଧିକ ରହୁଛି ବା ସେମାନଙ୍କ ଜୀବନ ଯାଉଛି ତା ନୁହେଁ ସେମାନଙ୍କ ସହ ତଳ ଦେଇ ଡାକ୍ତର ମାନଙ୍କର ମଧ୍ୟ ଅଧିକ ସଂଖ୍ଯାରେ ପ୍ରାଣ ଯାଉଥିବାର ଦେଖିବାକୁ ମିଳିଛି । ମହାରାଷ୍ଟ୍ରରେ ଏବେ ପର୍ଯ୍ୟନ୍ତ 18000 ଡାକ୍ତର ସଂକ୍ରମିତ ହୋଇ ସାରିଲେଣି । ଏହା ଭିତରେ 168 ଡାକ୍ତର ଙ୍କର ଜୀବନ ମଧ୍ୟ ଯାଇ ସାରିଲାଣି ।

ଆଜି ଆମେ ଯେଉଁ ଡାକ୍ତରଙ୍କ କଥା କହୁଛୁ ମନୀଷା ଯାଦବ ସେ ଜଣେ 51 ବର୍ଷୀୟ ଡାକ୍ତର ସେ ମହରାଷ୍ଟ୍ରର ସେବାରି ଟିବି ହସ୍ପିଟଲରେ କାର୍ଯ୍ୟରତ ଥିଲେ । ସେ ଜଣେ ବରିଷ୍ଠ ଅଭିଙ୍ଗ୍ୟ ଡାକ୍ତର ତା ସହ ଦାର୍ଶନିକ ଦକ୍ଷତା ମହଦୀ ତାଙ୍କର ଥିଲା ।

ଯିଏ ଗତ ରବିବାର ଦିନ ସକାଳେ ଫେସବୁକରେ ଏକ ମେସେଯ ଦେଇଥିଲେ ଓ ସେଥିରେ ଲେଖିଥିଲେ ” ଗୁଡ ବାଇ, ଏହା ବୋଧ ହୁଏ ମୋର ଶେଷ ଗୁଡ ମର୍ନି, ଆଉ ବୋଧେ ଏହି ପ୍ଲାଟଫର୍ମରେ ଉପଲବ୍ଧ ହୋଇ ନ ପାରେ ବା ଆମର ସାକ୍ଷାତ ନ ହୋଇ ପାରେ । ଆପଣ ସମସ୍ତେ ନିଜର ଯତ୍ନ ନିଅନ୍ତୁ । ତା ସହ ଲେଖି ଥିଲେ ଯେ ଶରୀରର ମ-ରି-ଯିବ କିନ୍ତୁ ଆତ୍ମା ନୁହେଁ । ଆତ୍ମା ସବୁବେଲେ ନଶ୍ଵର ବୋଲି ସେ କହିଥିଲେ ।

ତେବେ ଗୁରୁତ୍ଵ ପୂର୍ଣ୍ଣ କଥା ହେଉଛି ଯେ ରବିବାର ଦିନ ସକାଳେ ଏମିତି ଏକ ମେସେଜ ଦେଲେ ଓ ସୋମବାର ଦିନ ତାଙ୍କର ପରଲୋକ ହେଇଯାଇଛି । ଏହା ଭିତରେ ଖବର ଆସୁଛି କି ପଟନା ରେ ମଧ୍ୟ 384 ଜଣ ଡାକ୍ତର ଓ ନର୍ସ ଏହି ସମୟରେ ସଂକ୍ରମିତ ଅଛନ୍ତି । ସେଥିପାଇଁ ଏମାନନକୁ ଆଗ ଧାଡିର କୋବିଡ ଯୋଦ୍ଧା ବୋଲି କୁହଯାଇଛି ।

Leave a Reply

Your email address will not be published. Required fields are marked *