ବନ୍ଧୁଗଣ, ପ୍ରେମ ର ପରିଭାଷା ଅନେକ, ପ୍ରେମକୁ ସାଧାରଣତ କେହି ପ୍ରକାଶ କରି ପାରିବେ ନାହିଁ । ମାତ୍ର କେଉଁଠି ନା କେଉଁଠି କୌଣସି ମାଧ୍ୟମରେ ପ୍ରେମରେ ସମସ୍ତ ବ୍ୟକ୍ତି ପଡିଥାନ୍ତି । ଯେଉଁ ମାନେ ପ୍ରେମ ସମ୍ପର୍କରେ ରହି ଅଛନ୍ତି କେବଳ ସେ ହିଁ ଏହି ସୁନ୍ଦର ଅନୁଭୁତି ସମ୍ବନ୍ଧରେ ଜାଣିପାରନ୍ତି । ବନ୍ଧୁଗଣ ମାନଯାଇଛି ଯେ, ବ୍ଯକ୍ତିର ପସନ୍ଦ ନା ପସନ୍ଦ ତାଙ୍କର ବ୍ୟକ୍ତିତ୍ବ ସ୍ଵୋଭାବର ଆଇନା ହୋଇଥାଏ । ତାହାର ପସନ୍ଦ ତାହାର ଜୀବନର ସ୍ଵଭାବ ସହିତ ଜଡିତ କିଛି ଲୁଚି ରହିଥିବା ରହସ୍ୟ ସମ୍ବନ୍ଧରେ କହିଥାଏ ।
ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ ୫ ଟି ଅଲଗା ଅଲଗା ପ୍ରକାରର ହାର୍ଟ ଦେଖାଇବାକୁ ଯାଉଅଛୁ। ଆପଣଙ୍କୁ ସେଥି ମଧ୍ୟରୁ ଗୋଟିଏ ହାର୍ଟ ପସନ୍ଦ କରିବାକୁ ହେବ । ଆପଣ ପସନ୍ଦ କରିଥିବା ହାର୍ଟ ପଛର ରହସ୍ୟ ଆଜି ଆମ୍ଭେ ଆପଣଙ୍କୁ ଏହି ଗେମ ମାଧ୍ୟମରେ କହିବାକୁ ଯାଉଅଛୁ ।
୧- ବନ୍ଧୁଗଣ ଯଦି ଆପଣ ପ୍ରଥମ ନମ୍ବରର ହାର୍ଟ କୁ ପସନ୍ଦ କରିଛନ୍ତି ତେବେ, ଆପଣଙ୍କ ପାର୍ଟନର ଆପଣଙ୍କୁ ସବୁବେଳେ ନିଜ ପାଖରେ ରଖିବାକୁ ଚାହିନଥାନ୍ତି, ଏହା ବ୍ଯତୀତ ଆପଣଙ୍କୁ କୌଣସି ପ୍ରକାରାର ଅସୁବିଧାରେ ମଧ୍ୟ ପକାଇବାକୁ ଚାହାଁନ୍ତି ନାହିଁ । କାରଣ ସେ ଆପଣଙ୍କୁ ନିଜ ଜୀବନ ଠାରୁ ଅଧିକ ଭଲ ପାଇଥାନ୍ତି ।
୨- ଯଦି ଆପଣ ଦିତୀୟ ନମ୍ବରର ହାର୍ଟ କୁ ବାଛିଛନ୍ତି ତେବେ, ଆପଣଙ୍କୁ ଆପଣଙ୍କ ପ୍ରେମୀ ଦୁନିଆର ସବୁ ଖୁସି ଦେବାକୁ ଚାହିଁଥାନ୍ତି । ଆପଣଙ୍କ ସମସ୍ତ ଛୋଟ ଛୋଟ କଥାର ଧ୍ୟାନ ମଧ୍ୟ ରଖିଥାନ୍ତି । ଆପଣଙ୍କ ଖୁସି ପାଇଁ ବହୁତ କିଛି କରିବାକୁ ପ୍ରସ୍ତୁତ ଅଛନ୍ତି ।
୩- ଯେଉଁମାନେ ଏହି ନମ୍ବରର ହାର୍ଟ ବାଛିଛନ୍ତି, ତାଙ୍କର ପ୍ରେମୀ ତାଙ୍କୁ ନେଇ ଅନେକ ସ୍ଵୋପ୍ନ ଦେଖୁଛନ୍ତି । ତାଙ୍କ ସହିତ ଜୀବନ ବିତାଇବା ତଥା ବିବାହ ପାଇଁ ସେ ପ୍ଳାନ ବନାଉଛନ୍ତୁ ।
୪- ଯଦି ଆପଣ ଏହି ନମ୍ବର ଟିକୁ ବାଛିଛନ୍ତି ତେବେ ଆପଣଙ୍କ ପାର୍ଟନର ଆପଣଙ୍କର ସବୁ କ୍ଷେତ୍ରରେ ସହଯୋଗ କରିବାକୁ କରିବାକୁ ଭଲ ପାଆନ୍ତି । ଏହା ବ୍ଯତୀତ ଯଦି ଆପଣଙ୍କ ବିରୁଦ୍ଧରେ କୌଣସି ବ୍ୟକ୍ତି କିଛି କଥା କହିଥାଏ, ତେବେ ଆପଣଙ୍କ ପାର୍ଟନର ତାଙ୍କୁ ଉଚିତ ଶିକ୍ଷା ଦେଇଥାଏ ।
୫- ବନ୍ଧୁଗଣ ଯଦି ଆପଣ ଏହି ନମ୍ବର ଟିକୁ ବାଛିଛନ୍ତି ତେବେ ଆପଣଙ୍କୁ ସେ ସମସ୍ତଙ୍କ ଠାରୁ ସ୍ପେସିଆଲ ମନେ କରୁଛନ୍ତି । ଆପଣଙ୍କ ପାର୍ଟନର ସହିତ ତାଙ୍କ ପରିବାର ବର୍ଗ ମଧ୍ୟ ଆପଣଙ୍କୁ ବହୁତ ପସନ୍ଦ କରୁଛନ୍ତି । ଆପଣଙ୍କ ପାର୍ଟନର ଆପଣଙ୍କ ଛଡା ଅନ୍ୟ କାହା ଆଡକୁ ଚାହିଁ ନଥାନ୍ତି । ବନ୍ଧୁଗଣ ଆପଣଙ୍କୁ ଏହି ବିବରଣୀ ଟି ଭଲ ଲାଗିଲେ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।