ସୁଟିଂ ସେଟ ରେ ବହୁତ ବଡ ଦୁର୍ଘଟଣାର ଶିକାର ହେଲେ ଏଲିନା

ବନ୍ଧୁଗଣ, ଆପଣ ମାନେ ସମସ୍ତେ ପ୍ରାଏ ଏଲିନା କୁ ଜାଣିଛନ୍ତି । “ଏଲିନା ସାମନ୍ତରାୟ” ଙ୍କ ଜନ୍ମ ୧୯୯୬ ମସିହା କଟକ ସହରରେ ଜନ୍ମ ଗ୍ରହଣ କରିଥିଲେ । ବର୍ତ୍ତମାନ ତାଙ୍କ ବୟସ ୨୩ ବର୍ଷ ଅଟେ । ବନ୍ଧୁଗଣ ସେ ବହୁତ କମ୍ ବୟସରେ ଓଡିଶା ଫିଲ୍ମ ଜଗତରେ ସୁନାମ ଅର୍ଜନ କରିଛନ୍ତି । “ଏଲିନା ସାମନ୍ତରାୟ” “କିଏ ହେବ ମୋ ହିରୋଇନ” ରେ ବିଜୟ ହାସଲ କରି ବର୍ତ୍ତମାନ ବହୁତ ପ୍ରସିଦ୍ଧ ହୋଇସାରିଲେଣି ।

“ଏଲିନା” ଏହି ସୋ ରେ ସେ ବିଜେତା ହେବା ପରେ “ଇସ୍କ ତୁ ହି ତୁ” ଚଳଚ୍ଚିତ୍ରରେ “ଅରିନ୍ଦମ” ଙ୍କ ସହିତ ଅଭିନୟ କରି ଲୋକ ପ୍ରିୟତା ହାସଲ କରିପାରିଛନ୍ତି । ଏଲିନା ଓଡିଆ ଇଣ୍ଡଷ୍ଟ୍ରିରେ ସମସ୍ତ ସୁପରଷ୍ଟାର ମାନଙ୍କ ସହିତ ଅଭିନୟ କରିସାରିଲେନି । ବନ୍ଧୁଗଣ ବର୍ତ୍ତମାନ ସେ ଓଲିଉଡ ର ଜଣେ ପ୍ରସିଦ୍ଧ ହିରୋଇନ ପାଲଟି ଯାଇଛନ୍ତି ।

ବନ୍ଧୁଗଣ ସେ ଗୋଟିଏ ପରେ ଗୋଟିଏ ହିଟ ଚଳଚ୍ଚିତ୍ର ଦେଇ ସାରା ଓଡିଆ ଇଣ୍ଡଷ୍ଟ୍ରି ତଥା ଦର୍ଶକ ଙ୍କ ମନରେ ନିଜର ଏକ ସ୍ଵୋତନ୍ତ୍ର ଜାଗା ବାନାଇ ଦେଇଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ଫ୍ୟାନ୍ସ ଫଲୋଇଙ୍ଗ ବହୁଳ ପରିମାଣରେ ରହିଅଛନ୍ତି । ବନ୍ଧୁଗଣ ଏଲିନା ସାମନ୍ତରାୟ ଗୋଟିଏ ଫିଲ୍ମ କରିବା ପାଇଁ ୧୨ ରୁ ୧୫ ଲକ୍ଷ ପର୍ଯ୍ୟନ୍ତ ଡିମାଣ୍ଡ କରିଥାନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସେ ୧୨ ଗୋଟି ଓଡିଆ ଚଳଚ୍ଚିତ୍ର ରେ ଅଭିନୟ କରିସାରିଛନ୍ତି ।

ଏହା ସହିତ ସେ ବିଭିନ୍ନ ବିଜ୍ଞାପନ ମାନଙ୍କରେ ମଧ୍ୟ ଅଭିନୟ କରିଛନ୍ତି । ଏଥିପାଇଁ ସେ ୨ ରୁ ୫ ଲକ୍ଷ ଟଙ୍କା ଡିମାଣ୍ଡ କରିଥାନ୍ତି । ପିଲା ଦିନରୁ ତାଙ୍କର ଅଭିନୟ ପ୍ରତି ବହୁତ ରୁଚି ରହି ଆସିଅଛି । ସେ କଟକର ରେଭେନ୍ସା ବିଶ୍ଵ ବିଦ୍ୟାଳୟରେ ନିଜର ପାଠପଢା ସମାପ୍ତ କରି ଆକଟିଂ ଦୁନିଆରେ ନିଜର ମନୋ ବଳାଇଲେ ।

ଦର୍ଶକବନ୍ଧୁ ସେ ଅଭିନୟ ଦୁନିଆରେ ଉତ୍ତମ ପ୍ରଦର୍ଶନ କରି ପ୍ରସିଦ୍ଧ ହୋଇ ନିଜର କାରିୟର କୁ ଆଗେଇ ନେଇ ଚାଲିଛନ୍ତି । ବର୍ତ୍ତମାନ ତାଙ୍କୁ ଜଣେ ସଫଳ ଅଭିନେତ୍ରୀ କହିଲେ ଅତ୍ଯୁକ୍ତି ହେବ ନାହିଁ । ନିକଟରେ ଏଲିନା ନାୟିକା ଭୂମିକାରେ “ମୋନାଲିସା” ଚଳଚିତ୍ର ରେ ଅଭିନୟ କରୁଥିବା ସମୟରେ ବହୁତ ବଡ ଦୁର୍ଘଟଣା ର ଶିକାର ହୋଇଛନ୍ତି,”ଏଲିନା ସାମନ୍ତରାୟ” ।

ଏହି ଦୁର୍ଘଟଣା ରୁ ସେ ସଠିକ ହେବାକୁ ଏଲିନା ଙ୍କୁ ଟିକିଏ ସମୟ ଲାଗିଥିଲା । ବନ୍ଧୁଗଣ ଆସନ୍ତା କାଲି ଏଲିନା ଙ୍କ ଏହି ଚଳଚ୍ଚିତ୍ର “ମୋନାଲିସା” ରିଲିଜ ହେବାକୁ ଯାଉଅଛି । ଏହି ଚଳଚ୍ଚିତ୍ର ରେ ଆପଣ ମାନେ “ଏଲିନା ସାମନ୍ତରାୟ” ଙ୍କର ଜବରଦସ୍ତ ଆକଟିଂ ଦେଖିବାକୁ ଯାଉଛନ୍ତି । ବନ୍ଧୁଗଣ ଏହି ଚକଚ୍ଚିତ୍ରରେ ଗୋଟିଏ ଝିଅ ର ସଂଘର୍ଷ ର କାହାଣୀ ଦେଖିବାକୁ ପାଇବେ । ବନ୍ଧୁଗଣ ଆପଣ ମାନଙ୍କୁ ଏଲିନା ଙ୍କ ସମ୍ବନ୍ଧରେ ଏହି ବିଶେଷ କଥା ଜାଣି କିଭଳି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *