ଗୁରୁବାର 06 ମେ 2021- ମା ଲକ୍ଷ୍ମୀଙ୍କ କୃପାରୁ ଆଜି ଏହି 6 ଟି ରାଶିଙ୍କୁ ମିଳିବ ଆକସ୍ମିକ ଧନ ଲାଭ 

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆଜି ଆପଣଙ୍କୁ ଶାରୀରିକ ଓ ମାନସିକ ଶାନ୍ତି ଓ ପ୍ରଫୁଲତାର ଅବୁଭବ ହେବ । ଆପଣଙ୍କ ବ୍ୟକ୍ତିତ୍ବ ଫୁଲ ଭଳି ଚାରିଆଡେ ମହକିବ । ଆପଣଙ୍କୁ କୌଣସି ବଡ ପ୍ରସିଦ୍ଧ ମିଳିବାର ଯୋଗ ରହିଛି । ପରିବାରର କୌଣସି ବଡ କାମ ପୁରା ହେବା ଦ୍ଵାରା ମନ ପ୍ରସନ୍ନ ରହିବ । ମାତା ପିତାଙ୍କ ସ୍ଵାସ୍ଥ୍ୟରେ ସୁଧାର ଆସିବ । ଆସୁଥିବା କିଛି ଦିନ ଆପଣଙ୍କ ପାଇଁ ବହୁତ ଗୁରୁତ୍ଵ ପୂର୍ଣ ରହିଛି ।

ବୃଷ :- ଆଜି କୌଣସି ନୂଆ କାମର ଆରମ୍ଭ କରିବା ହିତକର ନୁହେଁ । ବ୍ୟବସାୟିକ କାର୍ଯ୍ୟରେ ଆପଣଙ୍କୁ ବାହାରକୁ ଯିବାକୁ ହେବ । ପଇସା ମାମଲାରେ ଆପଣଙ୍କ ଯିବାନ ସାଥିର ଆବଶ୍ୟକ ପଡିପାରେ । ପାରିବାରିକ ସମ୍ପର୍କ ବହୁତ ଭଲ ରହିବ । ପ୍ରେମୀ ଯୁଗଲ ନିଜ ଭାବନାକୁ ଗୁରୁତ୍ଵ ଦେବେ । ଆତ୍ମବିଶ୍ବାସରେ ବୃଦ୍ଧି ହେବ । କୌଣସି ଛୋଟ କଥାକୁ ନେଇ ଆପଣଙ୍କ ପ୍ରେମୀଙ୍କ ଭିତରେ ଝଗଡା ହୋଇପାରେ । ପିଲା ମାନେ ଖେଳ କୁଦରେ ନିଜ ସମୟ ବିତାଇବେ ।

ମିଥୁନ :- ଆଯର ନୂଆ ସ୍ରୋତ ଖୋଲିବା ଦ୍ଵାରା ଆର୍ଥିକ ସ୍ଥିତି ମଜଭୁତ ହେବ । ସ୍ଵାସ୍ଥ୍ୟରେ ଭଲ ମନ୍ଦ ଲାଗିରହିବ । ଏହା ସହିତ ଘର ବଡ ଲୋକଙ୍କ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନିଅନ୍ତୁ । ପରିବାରରେ କାହା ସହିତ କଥା ହେବ ସମୟରେ ଭାବି ଚିନ୍ତି କଥା କହିବା ଦରକାର । ଅନ୍ଯଥା ଘର ପରିବାର ଆପଣଙ୍କ ଉପରେ ରାଗି ପାରନ୍ତି । ଆପଣଙ୍କ ଦ୍ଵାରା କରାଯାଇଥିବା କଷ୍ଟ ଦ୍ଵାରା ଫଳ ନିଶ୍ଚିନ୍ତ ରୂପେ ମିଳିବ ।

କର୍କଟ :- ଆଜି ଆପଣା ପରିବାରର ଦାୟିତ୍ଵ ବହୁତ ଭଲରେ ନିଭାଇବେ । ଦ୍ଵିବିଧା ଯୁକ୍ତ ମନ ଦଶା କାରଣରୁ ନିର୍ନୟ ନେଇପାରିବେନି । ଆଖପାଖର ବିଗିଡି ଥିବା କାର୍ଯ୍ୟ ସୁଧାରିବା ପାଇଁ ପ୍ରୟାସ କରନ୍ତୁ । ଆଜିଠୁ ଆପଣ ନୂଆ ଜୀବନ ଶୈଳୀ ଆରମ୍ଭ କରିବେ । ସଫଳତା ପାଇଁ ଜୋସ ଓ ଧର୍ଜ୍ୟର ଆବଶ୍ୟକତା ରହିଛି । ଜୀବନସାଥିଙ୍କ କାରଣରୁ ଆପଣନାକୁ ବାହାରକୁ ଯିବାକୁ ପଡିପାରେ ।

ସିଂହ :- ଆଜି ଆପଣଙ୍କ ଧାର୍ମିକ ଓ ଆଧ୍ୟାତ୍ମିକରେ ରୁଚି ବଢିବ । ସ୍ଵଭାବ ଆପଣଙ୍କ ବିନମ୍ର ବନା ରହିବ । କାର୍ଯ୍ୟରେ ସଫଳତାର ଯୋଗ ବନୁଛି । କାର୍ଯ୍ୟ କ୍ଷେତରେ ଅଧିକାରୀ ବର୍ଗଙ୍କ ଠାରୁ ସହାୟତା ମିଳିବ, ବିରୋଧୀ ନିର୍ବଳ ରହିବେ । ଆର୍ଥିକ ଦଶାରେ ସଫଳତା ମିଳିବ । ସକାରାତ୍ମକ ବିଚାରକୁ ଆପଣେଇବାକୁ ପଡିବ । ଜୀବନରେ ବହୁତ ବଡ ପରିବର୍ତନ ଆପଣଙ୍କୁ ଦେଖିବାକୁ ମିଳିବ ।

କନ୍ୟା :- ବିଦ୍ୟାର୍ଥୀ ଗଣ ଅଧୟନ ଉପରେ ଭଲରେ ଧ୍ୟାନ ଦେବେ । ଚାକିରି କରିଥିବା ଲୋକଙ୍କ ପାଇଁ ଦିନ ଟିକେ କମଜୋର ହୋଇପାରେ । ରାଜ କାର୍ଯ୍ୟରେ ଲାଭ ମିଳିବ । ମଧୁର ସମ୍ବନ୍ଧ ବନିବ, ଯାହା ଲାଭ ଦାୟୀ ରହିବ । ଆବଶ୍ୟକରୁ ଅଧିକ ସଂଗ୍ରହ କରନ୍ତୁ ନହିଁ । ପରିବାରର ବାତାବରଣ ଧାର୍ମିକ ରହିବ । ପରିବାରରେ କୌଣସି ଶୁଭ କାର୍ଯ୍ୟ ହେବ । ଭବନ ବହନ ଇତ୍ଯାଦିର ସୁଖ ସୁବିଧା ପ୍ରାପ୍ତ ହେବ ।

ତୁଳା :- ବିବାହିତା ଜୀବନରେ ମଧୁରତା ବନିବ । ଆପଣ ନିଜ ପ୍ରିୟ ଦ୍ଵାରା କୁହାଯାଇଥିବା କଥା ପ୍ରତି ସମବେଦନଶୀଳ ରହିବେ । ଆତ୍ମା ସଂଯମତା ରଖନ୍ତୁ । ଆପଣ କିଛି ବିଚଳିତ ହୋଇପାରନ୍ତି କାରଣ ଜିନିଷ ଆପଣଙ୍କ ପାଖରେ ମୌଳିକ ରୂପରେ ବଦଳି ଯାଏ, ଶେଠୀ ପାଇଁ ଯେତେ ସମ୍ଭବ ହେବ ସେତିକି ଧ୍ୟାନ ଦେବାକୁ ଚେଷ୍ଟା କରନ୍ତୁ । ମନର ଉଦାସି ଦୂର ହେବ, ଚିନ୍ତାରେ ପ୍ରସନ୍ନତା ରହିବ ।

ବିଛା :- ଆଜି ମନୋକମନା ପୁରଣର ଦିନ ଅଟେ । ହଠାତ ଲାଭ ଦ୍ଵାରା ମାନ ପ୍ରସନ୍ନ ରହିବ, ଅଳ୍ପ ପ୍ରୟାସ ଦ୍ଵାରା ମନ ଖୁସି ରହିବ । ରହିଯାଇଥିବା କାର୍ଯ୍ୟ ସମ୍ପର୍ଣ୍ଣ ହେବ । କୌଣସି ମୁଲ୍ଯବନ ବସ୍ତୁର ହଜିବାର କି ଚୋରୀ ହେବାର ଆଶଙ୍କା ରହିଛି । ବେକାର ଖର୍ଚ ଉପରେ ନିୟତ୍ରଣ ରଖନ୍ତୁ । ଆଜି ଯାତ୍ରା କରିବା ଆପନ୍ନକ ପାଇଁ ଠିକ ରହିବା ନହିଁ ।

ଧନୁ :- ବିଦ୍ୟାର୍ଥୀ ମାନଙ୍କୁ ଆଜି  କାରିୟର ସମ୍ବନ୍ଧରେ କୌଣସି ବଡ ସଫଳତା ମିଳିବ । ପ୍ରେମ ସମ୍ବନ୍ଧରେ ତାଳ ମେଲ ରହିବ । କୌଣସି କଥାକୁ ନେଇ ଲୋକ ଆପଣଙ୍କର ମଜାକ ବନାଇ ପାରନ୍ତି । ପାର୍ଟନର ଶିପରେ ବ୍ୟାପାର କରୁଥିବା ଲୋକ ନିଜ ସମ୍ବନ୍ଧକୁ ପ୍ରଭାବିତ ହେବାକୁ ଦିଅନ୍ତୁ ନାହିଁ । ସ୍ୱାସ୍ଥ୍ୟ ପାଇଁ ମସଲା ବା ଲଙ୍କା ଯୁକ୍ତ ଜିନିଷର ବ୍ୟବହାର କରନ୍ତୁ ନହିଁ ଭଲ ହେବ । ନିଜ ଭାବନକୁ ବସରେ ରଖନ୍ତୁ ବେସୀ ଭାବନାତ୍ମକ ହୁଅନ୍ତୁ ନହିଁ ।

ମକର :- ଦୈନିକ କାର୍ଯ୍ୟରେ ଆପଣଙ୍କୁ ପୂର୍ଣ ରୂପରେ ସଫଳତା ମିଳିବ । ଆପଣ କୌଣସି କାମ କୁ ନୂଆ ଉପାଯରେ କରିବାକୁ ଚେଷ୍ଟା କରିବେ, ଯାହା ଦ୍ଵାରା ଆପଣଙ୍କୁ ସଫଳତା ମିଳିବ । ବିଚାରରେ ଦୃଢତା ଆସିବ, ଯାହା ଦ୍ଵାରା ଆତ୍ମବଳ ବଢିବ । ଭାଗ୍ୟ ଦୋୟ କାରଣରୁ ଲାଭର ଭଲ ଅବସର ପ୍ରାପ୍ତ ହେବ । ଧାର୍ମିକ ବା ସଂସ୍କୃତିକ ଚିନ୍ତା  ଦ୍ଵାରା ବ୍ୟବସ୍ଥିତ ରହିବେ ।

କୁମ୍ଭ :-  ଯାହା ଜୀବନରେ ମିଳିଛି ସେତିକି ପାଇ ସନ୍ତୁଷ୍ଟ ରୁହନ୍ତୁ । ପରିବାରରେ କୌଣସି ପୂଜା ପଥ ବ ଅନ୍ୟ ଶୁଭ କାମ ହୋଇପାରେ । ଯାତ୍ରା ପାଇଁ ଦିନ ଅନୁକୂଳ ନୁହେଁ । କାମ ମାମଲାରେ କରାଯାଇଥିବା କାର୍ଯ୍ୟ ସଫା ହେବ । କୌଣସି ପାଖ ସମ୍ପର୍କୀୟ ପାଖକୁ ଯିବାର ନିମନ୍ତ୍ରଣ ମିଳିପାରେ । ଚାକିରି କରୁଥିବା ଲୋକଙ୍କୁ ଟିକେ ସଂଯମତା ରଖିବାର ଆବଶ୍ୟକତା ରହିଛି ।

ମୀନ :- ଆଜି ଆପଣ ସ୍ୱାସ୍ଥ୍ୟ ପ୍ରତି ବିଶେଷ ସାବଧାନ ରୁହନ୍ତୁ ଓ ମାସ୍କ ଲଗାଇ ଘର ବାହାରକୁ ବାହାରନ୍ତୁ । ନିଜ ପରିବାର ହିତ ଖିଲାପରେ କାମ କରନ୍ତୁ ନହିଁ । କାମର ଅଧିକତା ଲାଗି ପାରିବାରିକ ଉପେକ୍ଷା କରନ୍ତୁ ନହିଁ । କୌଣସି ଧାର୍ମିକ ବିବାଦରେ ଟେନସନ ରହିବା ଠିକ ନୁହେଁ । ଜୀବିକା କ୍ଷେତ୍ରରେ ଚାଲୁଥିବା ପ୍ରୟାସ ଫଳୀଭୂତ ହେବ ।

Leave a Reply

Your email address will not be published. Required fields are marked *