ଭଗବାନ ଭୋଳେନାଥଙ୍କୁ ତାଙ୍କ ଭୋଳା ପ୍ରକୃତି ପାଇଁ ଏହି ନାମ ଦିଆ ଯାଇଛି । ଶାସ୍ତ୍ରରେ ମଧ୍ୟ ଉଲ୍ଲେଖ କରା ଯାଇଛି ଯେ ରାକ୍ଷାଶ ହୁଅନ୍ତୁ ବା ମଣିଷ ସବୁଠାରୁ ଅଧିକ ବାର ଆଉ ଶୁଭ ଫଳ ଭଗବାନ ଭୋଳେନାଥ ଦେଇଛନ୍ତି କାହିଁକିନା ତାଙ୍କ ମନରେ କାହା ପ୍ରତି ଭେଦ ଭାବ ନଥାଏ । ଭଗବାନ ଶିବ ସମସ୍ତଙ୍କୁ କୃପା କରନ୍ତି କିନ୍ତୁ ଯିଏ ନିଜ ଭଲ ଠାରୁ ଅଧିକ କାହା ପାଇଁ ଖରାପ ମାଗିଥାଏ ତେବେ ଏହି ଭଳି ଲୋକଙ୍କୁ ଭଗବାନ ଶିବ କେବେ କ୍ଷମା କରନ୍ତି ନାହିଁ ଆଉ ଦଣ୍ଡ ମଧ୍ୟ ଦିଅନ୍ତି । ଆଜି ଆମେ ଆପଣଙ୍କୁ ଏମିତି କିଛି ନାମ ବ୍ୟକ୍ତି ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଭଗବାନ ଶିବଙ୍କ ଅଂସ ହୋଇଥାନ୍ତି ।
ଏ :
ଏ ନାମ ବ୍ୟକ୍ତି ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତି ଏହି ଭଳି ଲୋକ ନିଜ କାମକୁ ନିଜ ଧର୍ମ ମାନିଠାନ୍ତି ଆଉ ବହୁତ ନିଷ୍ଠା ସହ ନିଜ କାମ ସମାପ୍ତ କରନ୍ତି । ଏହି ଭଳି ଲୋକଙ୍କ ଉପରେ ଭଗବାନ ଶିବ ସବୁବେଳେ ପ୍ରସନ୍ନ ରୁହନ୍ତି ।
ଆର :
ଏହି ନାମ ବ୍ୟକ୍ତି ଅନ୍ୟ ମାନଙ୍କ ଅପେକ୍ଷା ନିଜ ବିଷୟରେ ଅଧିକ ଚିନ୍ତା କରନ୍ତି ଯାହା ଦ୍ଵାରା ସେ ସଫଳତା ପାଇଥାନ୍ତି, ତେବେ ଏହି ନାମ ବ୍ୟକ୍ତି ଭଗବାନ ଶିବଙ୍କୁ ବହୁତ ଅଧିକ ଆରାଧନା କରିଥାନ୍ତି ଆଉ ଭଗବାନଙ୍କୁ ନିଜ ହାତରେ ରଖିଥାନ୍ତି ।
ଡି :
ଏହି ନାମ ବ୍ୟକ୍ତି ଭଗବାନ ଶିବଙ୍କ ଭଳି ବହୁତ ଶୀଘ୍ର ରାଗି ଯାଇଥାନ୍ତି କିନ୍ତୁ ନିଜ ଭୁଲ ଜାଣି ପାରିଲେ କ୍ଷମା ମଧ୍ୟ ମାଗିଥାନ୍ତି । ଏହି ଭଳି ଲୋକଙ୍କ ଜୀବନରେ ଯେବେ ବି ଅସୁବିଧା ଆସିଥାଏ ସେ ଭଗବାନ ଶିବଙ୍କୁ କୁହନ୍ତି ଆଉ ସମସ୍ୟା ନିବାରଣ ହୋଇ ଯାଇଥାଏ ।
ପି :
ଏହି ନାମ ବ୍ୟକ୍ତିଙ୍କ ଆତ୍ମା ଭଗବାନ ଶିବନ ପାଖରେ ରହିଥାଏ ଏହି ଭଳି ଲୋକ ଭଗବାନ ଶିବଙ୍କ ପୂଜା ନକଲେ ତାଙ୍କୁ ଭଲ ଲାଗେ ନାହିଁ । ଏହି ଭଳି ଲୋକଙ୍କ ମନରେ କପଟ ବୋଲି ଜିନିଷ ନଥାଏ ସେ କେବେ କାହାର ଖ୍ୟତି ଚିନ୍ତା କରନ୍ତି ନାହିଁ ।
ଭି :
ଏହି ନାମ ବ୍ୟକ୍ତି ମନରୁ ଯେତେ ଭଲ ହୋଇଥାନ୍ତି ତାଙ୍କ ଆଖ ପାଖରେ ସେତେ ଖରାପ ଲୋକ ହୋଇଥାନ୍ତି କିନ୍ତୁ ଭଗବାନ ଶିବଙ୍କ କୃପାରୁ ତାଙ୍କ ଜୀବନ ବହୁତ ସହଜରେ କଟିଯାଇଥାଏ ।
କେ :
ଏହି ନାମ ବ୍ୟକ୍ତି ଯେତେ ଦେଖେଇ ପାରନ୍ତି ସେତେ ସାହି ପାରନ୍ତି ନାହିଁ । ତେବେ ଏହି ନାମ ବ୍ୟକ୍ତି ମାନଙ୍କ ମନରେ ଭଗବାନ ଶିବଙ୍କ ପାଇଁ ଅନ୍ୟ ସ୍ଥାନ ରହିଥାଏ ଆଉ ଭଗବାନଙ୍କ ମଧ୍ୟ ଆଶୀର୍ବାଦ ତାଙ୍କୁ ମିଳିଥାଏ ।
ଏହିଭଳି ଜ୍ଯୋତିଷ ସମ୍ବନ୍ଧିତ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।