ବନ୍ଧୁଗଣ, ଗୋଟେ ଗୋଟେ ଭ୍ୟାକ୍ସିନ ଅଛି ଯାହା ଜୀବନରେ ଥରେ ନେଲେ, ଆପଣଙ୍କ ଶରୀର ସାରା ଜୀବନ ପର୍ଯ୍ୟନ୍ତ ପ୍ରୋଟେକଟିଭ ରହିଥାନ୍ତି । ଯଥା ହେପାଟାଇଟିଶ-B ୩ ଟି ଡୋଜ ହେଲେ ତାହା ଜୀବନ ସାରା ପାଇଁ ପ୍ରୋଟେକ୍ଟ କରିଥାଏ । ମାତ୍ର ବର୍ତ୍ତମାନ ଜେତିକି ତଥ୍ୟ ଦେଖାଯାଇଛି, ଗୋଟେ ଭ୍ୟାକ୍ସିନ ଦେଲେ ତାହା ୫ ରୁ ୧୦ ମାସ ପର୍ଯ୍ୟନ୍ତ ଆମ୍ଭକୁ ପ୍ରୋଟେକ୍ଟ କରି ରହିବ । ବନ୍ଧୁଗଣ ପୂର୍ବ ରେ ଯେଉଁ କୋରୋନା ସଂକ୍ରମଣ ଥିଲା ତାହାର ପ୍ରୋଟେକ୍ତ ପାଇଁ ଏହି ଭ୍ୟାକ୍ସିନ ଟି ଉଚିତ ମାତ୍ର ବର୍ତ୍ତମାନ ଏହା ଉଗ୍ର ରୂପ ଧାରଣ କରିଛି ।
ଏହାର ଭ୍ୟାକ୍ସିନ ପର ବର୍ଷ ମଧ୍ୟରେ ବାହାରିବା ପାଇଁ ଉଦ୍ୟମ ଚଲାଉଛନ୍ତି । ମାତ୍ର ଏହି ସମ୍ବନ୍ଧରେ କୌଣସି ଉଚିତ ତତ୍ଵ ମିଳି ନାହିଁ । ବନ୍ଧୁଗଣ ଆଗତ ଭବିଷ୍ୟତ ରେ ଜଣା ପଡିବ ଯେ, ଏହି ଭ୍ୟାକ୍ସିନ କେତେ ସମୟ ପର୍ଯ୍ୟନ୍ତ ଆମ୍ଭକୁ ପ୍ରୋଟେକ୍ସନ ଦେଉଅଛି ।
ବର୍ତ୍ତମାନ ର ତଥ୍ୟ ହିସାବରେ ଏହା ୫ ମାସ ରୁ ୧୦ ମାସ ପର୍ଯ୍ୟନ୍ତ ଆମ୍ଭକୁ ପ୍ରୋଟେକ୍ସନ ଦେଇପାରେ, ମାତ୍ର ଇମ୍ୟୁନସେଲ୍ସ ଗୁଡିକ ୧୫ ରୁ ୨୦ ବର୍ଷ ପର୍ଯ୍ୟନ୍ତ ସାମାନ୍ୟତ୍ତମ ପ୍ରୋଟେକ୍ସନ ଦେଇପାରେ । ବନ୍ଧୁଗଣ ବହୁତ ଗୁଡିଏ ଦେଶ କହିଲେଣି ଯେ, ଆମ୍ଭେ କୋଭିଡ ଫ୍ରି ହେଇଗଲୁଣି ମାତ୍ର ଆମ୍ଭ ଦେଶରେ ୧୩୫ କୋଟି । ବନ୍ଧୁଗଣ ଦ୍ଵିତୀୟ ଲହରୀରେ ଲୋକମାନେ ନ ମାନିଲେ ବହୁତ ହଇରାଣ ହେବେ ।
ବନ୍ଧୁଗଣ କୋଭିଡ-୧୯ ଯଦି ଆପଣ କୁହନ୍ତି ଯେ, ତାହା ଚାଇନା ରୁ ଆସିଥିଲା । ମାତ୍ର ବର୍ତ୍ତମାନ କୋଭିଡ-୨୧ ଆମର ନିୟମ ସଠିକ ଭାବେ ପାଳନ ନ କରିବା ତେବେ ପୁଣି ଆଉ ଥରେ କୋଭିଡ ଆମକୁ ବହୁତ ଅସୁବିଧାରେ ପକାଇବ । ବନ୍ଧୁଗଣ ଯଦି ଆମ୍ଭେ ଗତଥର ଜେଭଳି ଭଳି ଭାବରେ ନିୟମକୁ କଡାକଢି ଭାବେ ପାଳନ କରିଥିଲୁ । ମାସ୍କ ତଥା ସେନିଟାଇଜ ବ୍ୟବହାର ସହିତ ସୋସିଆଲ ଡିଷ୍ଟାନ୍ସ ମେଣ୍ଟେନ କରିବା ଆବଶ୍ୟକ ।
ବନ୍ଧୁଗଣ ଆମ୍ଭ ନିଜ ସୁରକ୍ଷା ନିଜ ହାତରେ ରହିଅଛି । ବନ୍ଧୁଗଣ ଟୀକା ନେବା ପରେ ମଧ୍ୟ ରୁହନ୍ତୁ ସତର୍କ,- ବନ୍ଧୁଗଣ ଆପଣ ମାନେ ବାହାରକୁ ଗଲେ ସରକାର ଙ୍କ ନିୟମ ମାନି ଚାଲନ୍ତୁ । ଭ୍ୟାକ୍ସିନ ନେବା ପରେ ମଧ୍ୟ ଆପଣ ସତର୍କ ରୁହନ୍ତୁ ନହେଲେ ବହୁତ ବଡ ବିପତ୍ତି ଆସିବାର ସମ୍ଭବନା ଆସିପାରେ । କାରଣ ଏହାର ୧୦୦ ପ୍ରତିଶତ ଆପଣଙ୍କୁ ମିଳୁନାହିଁ । ଯଦି ଆପଣ ଇନଫେକଟେଡ଼ ହେବେ ତେବେ ଆପଣଙ୍କ ଦ୍ଵାରା ଅନେକ ଲୋକଙ୍କୁ ମଧ୍ୟ ସଂକ୍ରମିତ ହୋଇପାରେ ଏବଂ ଏହା ପର ପରିସ୍ଥିତିରେ ବହୁତ ବଡ ଦୂଖଦ ପରିସ୍ଥିତି ଭାବରେ ପରିଣତ ହୋଇଯିବ ।
ଆପଣ ଗୋଟିଏ କଥାର ଧ୍ୟାନ ରଖନ୍ତୁ ଯେ ଏହି ମ-ହା-ମା-ରୀ ର ଦ୍ଵିତୀୟ ଲହରୀ ଛୋଟ ପିଲା ମାନଙ୍କୁ ମଧ୍ୟ ଆଫେକ୍ଟ କରୁଛି ଏଣୁ ଯଦି ଆପଣ ଉଚିତ ନିୟମ ପାଳନ ନ କରିବେ ତେବେ ଆପଣଙ୍କ ସମେତ ଛୋଟ ଛୋଟ ଶିଶୁ ଙ୍କୁ ବିପତ୍ତି ଆଡକୁ ଟାଣି ନେବ ।
ବନ୍ଧୁଗଣ ଆପଣଙ୍କୁ ଏହି ବିଶେଷ ଟିପ୍ପଣୀ ଟି ଭଲ ଲାଗୁଥିଲେ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଏହିଭଳି ଅନେକ ଖବର ସହ ଜଡିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।