ଆପଣ ମାନେ ସମସ୍ତେ ଏହି କଥା ବର୍ତମାନ ବେସ ଭଲ ଭାବରେ ଜାଣିଛନ୍ତି ଯେ କରୋନା ତା ବିଷୟ ବିସ୍ତାର କରି ସାରିଲାଣି ଆଉ ଏହା କାରଣରୁ କେତେକ ଲୋକଙ୍କ ମୃ-ତ୍ୟୁ ମଧ୍ୟ ହୋଇଛି ଏହି ଭଳି କରୋନା ଦିନ ପ୍ରତି ଦିନ ଶକ୍ତିଶାଳୀ ହବାକୁ ଲାଗୁଛି ଆଉ ଏବେ ସଂ-କ୍ର-ମ-ଣ ସଂଖ୍ୟା ଦେଖି ସରକାର ମଧ୍ୟ ଲକଡାଉନ ଆଉ ଶଟଡାଉନ ପ୍ରକ୍ରିୟା ଆରମ୍ଭ କରିଛନ୍ତି ତେବେ ଯେଉଁ ଲୋକଙ୍କୁ ପନି ପାରିବା ଆବଶ୍ୟକ କେବଳ ସେହି ଲୋକ ବାହାରକୁ ବାହାରିବେ ତାହା ମଧ୍ୟ ଦିନ ୨ଟା ଭିତରେ ଟା ପରେ କେହି ଘରୁ ବାହାରିବେ ନାହିଁ ବୋଲି ଆଦେଶ ଦିଆ ଯାଇଛି । ଆଜି ଆମେ ଆପଣଙ୍କୁ କରୋନା ବିଷୟରେ କହିବାକୁ ଯାଉଛୁ ଯାହା ବହୁତ କମ ଲୋକ ଜାଣିଛନ୍ତି ।
ଆପଣ ମାନେ ସମସ୍ତେ ନିଜ ଆଖି ଆଗରେ ବହୁତ ଲୋକଙ୍କ ପରିବାର ଲୋକଙ୍କ ଦେ-ହା-ନ୍ତ ହବାର ଦେଖିଥିବେ ତେବେ ଯେତେ ବଞ୍ଚିକି ରହିବେ ଆପଣଙ୍କ ପାଇଁ ସେତେ ଭଲ ଯଦି ଆପଣ ନିଜ ଜୀବନରେ ଭଲରେ ରହିବାକୁ ଚାହାନ୍ତି ତେବେ ଘରେ ରୁହନ୍ତୁ ଆଉ ସୁରକ୍ଷିତ ରୁହନ୍ତୁ । ତେବେ କଣ ଆପଣ ଜାଣିଛନ୍ତି ମଣିଷ ଆଉ ଅନ୍ୟ ଜୀବ ମାନଙ୍କ ଭିତରେ ଡିଏନଏ ରହିଥାଏ ଯାହାକୁ ଯାଞ୍ଚ କରିବା ପାଇଁ ମଣିଷ ନିଜ ବୈଜ୍ଞାନିକ ଡିମାଗ ଦ୍ଵାରା କାମ କରିଥାନ୍ତି କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ଦୋରୋନ ଡିଏନଏ ଦ୍ଵାରା ଜଣା ପଡୁ ନାହିଁ କାହିଁକିନା ଏହା ଆରଏନଏ ଦ୍ଵାରା ନିର୍ମିତ ଅଛି ।
ଆରଏନଏକୁ ଜାଣିବା ପାଇନ ଆରଏନଏ କେତେକ ସାଇକଲ କରିବା ପରେ ଏହା ଡିଏନଏରେ ପରିଣତ ହେଉଛି ଯାହା ଦ୍ଵାରା କରୋନା ସଂ-କ୍ର-ମ-ଣ ଜଣା ପଡୁଛି । ତେବେ ଡକ୍ଟର ମାନେ ଅଧିକ ଆଉ କମ ମାତ୍ରା କରୋନା ର ଜାଣିବା ପାଇଁ ସିଟି କାଉଣ୍ଟ ନାମକ ଶବ୍ଦ ରଖିଛନ୍ତି ତେବେ ସିଟି କାଉଣ୍ଟ ଯେତେ କମ ରହିବ ଏହାର ଅର୍ଥ ଆପଣଙ୍କ ଶରୀରରେ କରୋନା ସଂ-କ୍ର-ମ-ଣ ସେତେ ଅଧିକ ହୋଇଥାଏ କିନ୍ତୁ ଯଦି ସିଟି କାଉଣ୍ଟ ଅଧିକ ରହିଲା ତେବେ ଏହାର ଅର୍ଥ ଆପଣଙ୍କ ଭିତରେ କରୋନା ମାତ୍ରା କମ ଅଛି ।
ତେବେ ସିଟି କାଉଣ୍ଟ ଯଦି ୩୫ ଉପରେ ରହିବ ତେବେ ଏହାର ଅର୍ଥ ଆପଣଙ୍କ ଶରୀରରେ କରୋନା ସଂ-କ୍ର-ମ-ଣ ନାହିଁ ଆଉ ଡକ୍ଟର ଆପଣଙ୍କୁ ନେଗେଟିବ କହିଥାନ୍ତି । ତେବେ ସିଟି ଅଧିକ ବା କମ ରହିଲେ ବି ସଙ୍କରମ ଯଦି ଅଛି ତେବେ ତାହା ଆଜି ନଚେତ କାଲି ବଢିଯିବ ।
ସେଥିପାଇଁ ସିଟି କାଉଣ୍ଟ ଉପରେ ଧ୍ୟାନ ନଦେଇ ନିଜ ଖାଇବା ପିବା ଉପରେ ବିଶେଷ ଧ୍ୟାନ ଦବା ଆବଶ୍ୟକ ନଚେତ ଆପଣଙ୍କ ସ୍ୱାସ୍ଥ୍ୟ ବହୁତ ଅଧିକ ଖରାପ ହୋଇପାରେ ଆଉ ଆପଣ ନିଜ ଜୀବନ ହରାଇ ପାରନ୍ତି ସେଥିପାଇଁ ନିଜ ଶରୀର ରୋଗ ପ୍ରତି ରୋଧକ କ୍ଷମତା ବଢାଇବା ପାଇଁ ଚେଷ୍ଟା କରନ୍ତୁ ଆଉ ମନେ ରଖିବେ କମଳା, ଲେମ୍ବୁ ଭିଟାମିନ ସି ଖାଦ୍ୟ ଅଧିକ ସେବନ କରିବେ ।