ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।
ମେଷ :- ଆଜିର ଦିନ ଆପଣଙ୍କ ପାଇଁ ଟିକେ କଷ୍ଟ ଦାୟୀ ହୋଇବ ଶେଠୀ ପାଇଁ ସବୁ କାର୍ଯ୍ୟରେ ସାବଧାନ ରୁହନ୍ତୁ । ସ୍ୱାସ୍ଥ୍ୟ ବହୁତ ଭଲ ରହିବ କିନ୍ତୁ ମାନସିକ ଚିନ୍ତା ଆପଣଙ୍କ ପାଇଁ ବହୁତ ଅଧିକ ହେବ ।କୌଣସି ଅନାବଶ୍ୟକ ଚିନ୍ତା ଓ ଡର ଆପଣଙ୍କୁ ଚିନ୍ତାରେ ପକାଇବା । ଆୟରେ କମ ହୋଇପାରେ । ଯେଉଁ ବିଦ୍ୟାର୍ଥୀ ଉଚ ଶିକ୍ଷା ପାଇଁ ପ୍ରୟାସରତ ଅଛନ୍ତି ତାଙ୍କୁ ଅନଲାଇନ କୋର୍ସ ଉପରେ ଧ୍ୟାନ ରଖିବା ଉଚିତ ।
ବୃଷ :- ବୃଷ ରାଶିର ଲୋକ ନିଜ ବ୍ୟକ୍ତିତ୍ବକୁ ବିକଶିତ କରିବା ପାଇଁ ଗଂଭୀର ଭାବରେ ପ୍ରୟାସ କରନ୍ତୁ । ଭବିଷ୍ୟତରେ ଆଗକୁ ବଢିବା ପାଇଁ ସୁଯୋଗ ମିଳିବ । ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ । ସାମାଜିକ ସନମାନ ମଧ୍ୟ ବଢିବ । ପାରିବାରିକ ସମ୍ବନ୍ଧରେ ସୁଧାର ଆସିବାର ଯୋଗ ବନୁଛି । ଆପଣଙ୍କୁ କେଉଁ ସ୍ରୋତ ଦ୍ଵାରା ଆର୍ଥିକ ଲାଭ ହେବ । ପାଇଥିବା ଧନ ଆପଣଙ୍କ ଆଶା ମୁତାବକ ହେବ ନହିଁ ।
ମିଥୁନ :- ନୂଆ କାରୋବାର ଆରମ୍ଭ କରିବାର ମନ ବଳାଇବେ । ଆଜି ଆପଣ ଯେଉଁ କାମକୁ କରିବାକୁ ଚାହିଁବେ ସେହି କାମ ବହୁତ ସହଜରେ ପୁରା ହେବ । ଆପଣଙ୍କୁ ନିଜର ମାନ ପ୍ରତିଷ୍ଠା ଅନୁରୂପ ଆଚରଣ କରି ସତ୍ଯର ସାଥ ଦେବା ଆବଶ୍ୟକ । ମେଡିକାଲ ପ୍ରଫେସନ ଓ ମ୍ୟାନେଜମେଣ୍ଟ ସହିତ ଜଡିତ ଲୋକଙ୍କ ପାଇଁ ଆଜିର ଦିନ ନୂଆ ଅବସର ନେକି ଆସିବ ।
କର୍କଟ :- ଆଜି ଆପଣଙ୍କର ସବୁ କାର୍ଯ୍ୟ ବହୁତ ଭଲରେ ହେବ । ମାନସିକ ଚିନ୍ତା କାରଣରୁ କାମ ଉପରେ ଧ୍ୟାନ ଦେବା କଠିନ ହେବ, ଶେଠୀ ଲାଗି ବେସୀ ଭାବନ୍ତୁ ନହିଁ । ନିଜ ହୃଦୟର କଥା ନିଜ ପ୍ରିୟା ସହିତ ଜମାବି ଲୁଚାନ୍ତୁ ନହିଁ । ଜୀବନସାଥି ଆପଣଙ୍କ କ୍ଯାରିଅର କ୍ଷେତ୍ରରେ ବହୁତ ସାହାର୍ଯ୍ୟ କରିବେ । ଶାରୀରିକ ଭାବରେ ମାମୁଲି ଅସୁବିଧା ରହିବ ।
ସିଂହ :- ପରିବାର ସ୍ଥିତିରେ ମଧୁର ହେବ । ଆପଣଙ୍କ ଆତ୍ମବିଶ୍ଵାସ ବହୁତ ଅଧିକ ହେବା ଦ୍ଵାରା କାମରେ ସଫଳତା ମିଳିବ । କିଛି ଅସୁବିଧା ନିଶ୍ଚିତ ରହିବ । କିଛି ମହତ୍ଵ ପୂର୍ଣ ଦାୟିତ୍ଵ ର ପୂରଣ ହେତୁ ପାଇଁ ସମୁଚିତ ସାଧନ ବ୍ୟବସ୍ଥା ପାଇଁ ମନରେ ଚିନ୍ତା ଆସିପାରେ । ଚାକିରି ପେସା ଅଧିକାରୀଙ୍କ ସହଯୋଗ ଦ୍ଵାରା ବାତାବରଣ ସୁଖଦ ରହିବ । ଆପଣଙ୍କୁ ଅନ୍ୟ ଆଗରେ ନିଜ କଥା ଖୋଲିକି କହିବା ଦରକାର, ଏହା ଦ୍ଵାରା କଥା ସ୍ପଷ୍ଟ ହେବ ।
କନ୍ୟା :- ମହିଳାମାନଙ୍କ ପାଇଁ ଆଜିର ଦିନ ବହୁତ ଭଲ ରହିବ । ଆଜି ଆପଣ ଟିକେ ଆଳସ୍ୟ ଅନୁଭବ କରିବେ । କିଛି ଜରୁରୀ ମାମଲାରେ ଆପଣ ଟିକେ ଭାବୁକ ହୋଇବେ । ଦାଂପତ୍ଯ ଜୀବନରେ ମଧୁରତା ବନିବ । କର୍ମଚାରୀଙ୍କ ଦ୍ଵାରା ଆପଣ ବହୁତ ବିରକ୍ତ ହେବେ । ସାଙ୍ଗ ଓ ଭୟୟ ମାନଙ୍କ ସହିତ ସମୟ ବିତିବ ।
ତୁଳା :- ଆଜି ଆପଣଙ୍କ ମାଆ ଙ୍କ ସ୍ଵାସ୍ଥ୍ୟରେ ସୁଧାର ଆସିବ । ଆର୍ଥିକ ସ୍ଥିତି ସାମାନ୍ଯ ରହିବ । ପ୍ରେମୀଙ୍କ ସମ୍ପର୍କରେ ମଜଭୁତ ଆସିବ । କାମରେ ଆପଣଙ୍କର କିଏ ଲାଭ ଉଠାଇବାର ଚେଷ୍ଟା କରିବେ । ଶେଠୀ ପାଇଁ ଆପଣଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି । ଆଜି ଉଧାର ଦେବା ନେବାରୁ ବଞ୍ଚିକି ରୁହନ୍ତୁ । ଆପଣଙ୍କଉ ନେଗେଟିଭ କଥାରୁ ଦୂରେଇ ରୁହନ୍ତୁ । କାର୍ଯ୍ୟ ପ୍ରତି ଜୋସ ଏବଂ ଉଶ୍ଚାହ ରହିବ ।
ବିଛା :- ଆଜି ଆପଣଙ୍କ ପ୍ରେମ ଜୀବନରେ ଆକର୍ଷଣ ବନି ରହିବ ତଥା ସମ୍ପର୍କ ମଜଭୁତ ରହିବ । ଶୁଭ ସମାଚାର ପ୍ରାପ୍ତ ହେବ । ଏହା ଦ୍ଵାରା ମନ ପ୍ରସନ୍ନ ରହିବ । ନୂଆ ଯୋଜନା ସଫା ହେବ । ସାଙ୍ଗ ମାନଙ୍କ ସହଯୋଗ ଏବଂ ବଡ ଲୋକଙ୍କ ଆଶୀର୍ବାଦ ଦ୍ଵାରା କାର୍ଯ୍ୟ ସିଧି ହେବ । ଆଜି ଇଶ୍ଵରଙ୍କ ଦର୍ଶନ କରିବା ଦ୍ଵାରା ମନ ପ୍ରସନ୍ନ ରହିବ । ମଧ୍ୟାନ୍ନ ପରେ ନୂଆ କାର୍ଯ୍ୟର ଆୟୋଜନ କରିବେ ।
ଧନୁ :- ଆଜିର ଦିନମାନସିକ ରୂପରେ ଟିକେ ପ୍ରେସର ରହିବ । ଧନୁ ରାଶିର ଲୋକ ନିଜ ଶକ୍ତିକୁ ଚିହ୍ନନ୍ତୁ । ନିଜ ଭାବନା ସକାରାତ୍ମକ ରଖନ୍ତୁ । ବିଶ୍ଵସନୀୟ ବ୍ଯକ୍ତିର ସହଯୋଗ ମିଳିବ । ଆପଣଙ୍କ ସାଥି ସମ୍ବେଦନସିଲ ମୁଡରେ ରହିବେ । ଆପଣଙ୍କ ଭାବନାର ସନମାନ ମିଳିବ ।
ମକର :- ବହୁତ ଦିନରୁ ଚାଲି ଆସୁଥିବା ସମସ୍ୟାର ଅନ୍ତ ଏହି ସପ୍ତାହରେ ସମାପ୍ତ ହେବ । ଯାତ୍ରା କରିବାରୁ ନିବୃତ ରୁହନ୍ତୁ । କରଜ ନେବାରୁ ଦୁରାଇ ରୁହନ୍ତୁ । ଏହି ସପ୍ତାହରେ ଆପଣଙ୍କ ପ୍ରେମ ପ୍ରସଙ୍ଗରେ ଅନୁକୂଳତା ରହିବ । ମନ ଚାହୁଁଥିବା ଚାକିରି ମିଳିବ । ବିଜନେସରେ ସଫଳତାର ଯୋଗ ବନୁଛି । ଲଗାତାର କାମରେ ଦଉଡା ଦୌଡି କାଲେ ସ୍ୱାସ୍ଥ୍ୟ ଉପରେ ବିପରୀତ ପ୍ରଭାବ ପଡିବ ।
କୁମ୍ଭ :- ଆଜି ଆପଣଙ୍କ ବ୍ୟବସାୟରେ ଲାଭ ହେବ । ଧନର କମି ରହିବ, ପୁଣି ଖରଚ ମଧ୍ୟ ଅଧିକ ହେବ । ବହୁତ ପ୍ରୟାସ କରିବାକୁ ପଡିବ । ସ୍ୱାସ୍ଥ୍ୟ ପାଇଁ ଆଜିର ଦିନ ଆପଣଙ୍କ ପାଇଁ ବହୁତ ଭଲ ଅଟେ । ଆଜି ଆପଣ ଧନ କାହାରୀକୁ ଉଧାର ଦିଅନ୍ତୁ ନହିଁ । ସମ୍ଭବ ହୋଇବକି ଆଜି ଆପଣଙ୍କ ଅତୀତ ସହିତ ଜଡିତ କୌଣସି ବ୍ୟକ୍ତି ଆଜି ଆପଣଙ୍କ ସହିତ ସମ୍ପର୍କ କରିବା । ଆଜି ଲୋକ ପ୍ରିୟତାରେ ବୃଦ୍ଧି ହେବ । ଜୀବନ ସାଥି ସହିତ ସମ୍ପର୍କରେ ମଧୁରତା ଆସିବ ।
ମୀନ :- ଆଜି କାର୍ଯ୍ୟର ଭାର ଟିକେ ବଢିପାରେ । କାର୍ଯ୍ୟ ଅନୁସାରେ ଲାଭର ଭାଗୀଦାର ବନି ପାରିବେ । ମାନସିକ ଆସନ୍ତିରୁ ମୁକ୍ତି ମିଳିବ । ଅନ୍ତରମନରେ ନୂଆ ଊର୍ଜା ସ୍ୱାସ୍ଥ୍ୟ ସୁଖ ପ୍ରଦାନ କରିବେ । ଆଜି ଇଶ୍ଵର ଦର୍ଶନ ଦ୍ଵାରା ଆତ୍ମବିଶ୍ଵାସରେ ବୃଦ୍ଧି ଏବଂ କାର୍ଯ୍ୟରେ ସଫଳତା ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ । ଗରିଷ୍ଠ ଭୋଜନ କରନ୍ତୁ ନହିଁ ।