କରୋନା ର ଏହି ମ-ହା-ମା-ରୀ ସମୟରେ ଯିଏ ଯେଉଁଠାରେ ଅଛନ୍ତି ସେତୁ ବାହାରି ନିଜ ନିଜ ଗାଁ ଆଉ ଘରକୁ ଫେରି ଆସିବାରେ ଲାଗିଛନ୍ତି । ତେବେ ଏହି ସମୟରେ କେହି କାହା ଅସୁବିଧା ବୁଝିବା ପାଇଁ ନାରାଜ ସମସ୍ତଙ୍କୁ କେବଳ ନିଜ ଚିନ୍ତା ଅଛି କିନ୍ତୁ ଏବେ ବି କେତେ ଲୋକ ଅଛନ୍ତି ଯିଏ ଅନ୍ୟ ମାନଙ୍କ ଦୁଃଖ ଦେକିଲେ ସମ୍ଭାଳି ପାରୁ ନାହାନ୍ତି । ତେବେ ଏହି କରୋନା ସମୟରେ ବହୁତ ଲୋକ ଅନ୍ୟ ମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ।
ଆଉ ନିଜ ସଞ୍ଚଯ କରୁଥିବା ଟଙ୍କା ଖର୍ଚ କରି ଅନ୍ୟ ମାନଙ୍କୁ ସାହାଯ୍ୟ କରିଛନ୍ତି । ତେବେ ପୋ-ଲି-ସ ମାନଙ୍କ ପାଇଁ ଲୋକଙ୍କ ମନରେ ଅଲଗା ପ୍ରବକାର ଧାରଣା ରହିଛି ଯାହା ଦ୍ଵାରା ତାଙ୍କୁ କେହି ଦୟାଳୁ ବୋଲି କହି ନଥାନ୍ତି କିନ୍ତୁ ଆଜି ଆମେ ଆପଣଙ୍କୁ ଯାହା କହିବୁ ତାହା ଶୁଣି ଆପଣ ନିଶ୍ଚିନ୍ତ କହିବେ ସମସ୍ତେ ସମାନ ନୁହନ୍ତି । ଏହି ଘଟନା ଆନ୍ଧ୍ର ଏକ ଦମ୍ପତିର ଅଟେ, ସ୍ଵାମୀ ଆଉ ସ୍ତ୍ରୀ ଦୁହେଁ ହାଇଦ୍ରାବାଦରେ ରହୁଥିଲେ ସ୍ଵାମୀ ସେଠାରେ କାମ କରୁଥିଲେ ।
ବୋଲି ନିଜ ପାଖରେ ନିଜ ସ୍ତ୍ରୀକୁ ରଖିଥିଲେ ତେବେ କରୋନା ସଂକ୍ରମଣ ବଢିବାରୁ ଲକଡାଉନକୁ ଡରିଯାଇ ସ୍ଵାମୀ ସ୍ତ୍ରୀ ଦୁହେଁ ନିଜ ଘର ବାଲେଶ୍ଵର ଓଡ଼ିଶାକୁ ଫେରିଯିବା ପାଇଁ ଗୋଟେ ଗାଡି ବୁକ କରି ଫେରୁଥିଲେ ହଟାତ ଅନ୍ଧାର ରାତି କୀଟ କୀଟ ଅନ୍ଧାରରେ ସିଖାକୁଲମ ନାମକ ଜାଗାରେ ସ୍ବାମୀଙ୍କ ଦେ-ହା-ନ୍ତ ହୋଇଯିବାରୁ ସ୍ତ୍ରୀ ଅଞ୍ଜଲି କାନ୍ଦି କାନ୍ଦି ବେହୋସ ହୋଇଥିଲେ ଯାହା ପରେ ଡ୍ରାଇଭର ଦୁହିଙ୍କୁ ଅନ୍ଧାର ରାସ୍ତା ଉପରେ ଏକୁଟିଆ ଛାଡି ପଳାଇଥିଲା ।
ତେବେ ସେହି ସମୟରେ ଦେବ ଦୁତ ଭଳି ସେଠାରେ ପୋ-ଲି-ସ ରାମେଶ୍ଵର ରାଓ ଆସି ପହଞ୍ଚିଥିଲେ ସ୍ତ୍ରୀକୁ କାନ୍ଦିବାର ଦେଖି ଶ-ବୁ କଥା ପଚାରିଥିଲେ ଏହା ପରେ ସେ ନିଜ ପାଖ ପୋ-ଲି-ସ ଷ୍ଟେସନକୁ ଶ-ବୁ କଥା ଜଣାଇଥିଲେ ଓ ଏହା ପରେ ନିଜ ଟଙ୍କାରେ ସ୍ଵାମୀ ଶ-ବ ସହ ସ୍ତ୍ରୀକୁ ବାଲେଶ୍ଵର ପଠାଇବାର ବେବସ୍ଥା ମଧ୍ୟ କରିଥିଲେ ବାଟରେ କିଛି ଅସୁବିଧା ଯେମିତି ନହବ ତାର ମଧ୍ୟ ବେବସ୍ଥା କରିଥିଲେ ।
ମହିଳାଙ୍କ ନାମ ଅଞ୍ଜଲି ଅଟେ ଆଉ ସେ ବହୁତ ଗମ୍ଭୀର ଅବସ୍ଥାରେ ଥିଲେ ପୋ-ଲି-ସ ତାଙ୍କ ଏହି ସ୍ଥିତିକୁ ବୁଝି ପାରିଥିଲା ଆଉ ରାମେଶ୍ଵର ରାଓ ଗୋଟେ ମଣିଷ ଅନୁଯାଇ ତାଙ୍କୁ ସାହାଯ୍ୟ କରିଥିଲେ ଯାହା ପରେ ତାଙ୍କୁ ଘରେ ପଠାଇଥିଲେ ଆଉ ଦେଖାଇଥିଲେ ଯେ ନିସ୍ଵାର୍ଥ ସାହାଯ୍ୟ କରିବା ମଣିଷର ଧର୍ମ ଅଟେ ।