ବାପା ମା ହେଉଛନ୍ତି ଅ-ମୂ-ଲ୍ୟ ସମ୍ପଦ ତାଙ୍କ ଲାଗି ଆମେ ଦୁନିଆକୁ ଆସିଛୁ କିନ୍ତୁ ଆଜି କାଲିର ସମାଜ ବାପା ମାଙ୍କୁ ଯେଉଁ ଭଳି ନି-ର୍ଯା-ତି-ତ କରୁଛି ଏହା ବହୁତ ଦୁଖର ବିଷୟ ପାଲଟିଛି । ବାପା ମା ଜୀବନରେ ବହୁତ ଦୁଃଖ କ-ଷ୍ଟ କରି ପିଲାଙ୍କୁ ବଡ କରିବେ ସେଇ ପୁଅ ବିବାହ ପରେ ବାପା ମାଙ୍କୁ ଖାଇବାକୁ ନଦେଇ ମା-ଡ ମା-ରି ଘରୁ ବାହାର କରିଦେଉଛନ୍ତି । ଏହିଭଳି କାରଣ ଲାଗି ଲୋକଙ୍କ ମାନଙ୍କ ପାଇଁ କ-ଡା ଆ-ଇ-ନି ଲାଗୁ କରାଯାଉଛି । ଯଦି ସେମାନେ ବାପା ମାଙ୍କୁ ଏହିଭଳି ହ-ଇ-ରା-ଣ କରିବେ ତେବେ ସେମାନକୁ ସମ୍ପତିରୁ ବେଦଖଲ କରାଯିବ । ବାପା ମାଙ୍କ ସମ୍ପତିରେ ତାଙ୍କର କିଛିବି ଅଧିକାର ରହିବ ନହିଁ ।
ବୁଢା ବାପା ମାଙ୍କୁ ସେବା ନକଲେ ସମ୍ପତିରୁ ବେଦଖଲ ହେବେ ସନ୍ତାନ । ବାପା ମା ଙ୍କୁ ହ-ଇ-ରା-ଣ ହ-ର-କ-ତ କରିବାର ଅନେକ ଖବର ପ୍ରତିଦିନ ସାମନାକୁ ଆସୁଛି । ଛୋଟବେଳେ ପିଲା ମାନଙ୍କୁ କୋଳେଇ କାଖେଇ ବଡ ମଣିଷ କରିଥିବା ବାପା ମାଙ୍କୁ ବିବାହ ପରେ ପିଲା ଭୁଲିଯାଉଥିବାର ନଜର ରହିଛି । କେଉଁଠି ପୁଅ ବୋହୁ ବାପା ମାଙ୍କୁ ମା-ଡ ମା-ରୁଛନ୍ତି ତ ଆଉ କେଉଁଠି ବାପା ମାଙ୍କୁ ଖାଇବାକୁ ନଦେଇ ଗୋ-ରୁ ଭଳି ନି-ର୍ଯା-ତ-ନ ଦେଉଛନ୍ତି ।
ବାପା ମାଙ୍କ ଅର୍ଜିତ ସମ୍ପତିକୁ ନେଇ ଅଏସ ଆରାମରେ ନେଇ ବାପା ମାଙ୍କୁ ହ-ଇ-ରା-ଣ କରୁଛନ୍ତି । ବାପା ମାଙ୍କୁ ହ-ଇ-ରା-ଣ କରୁଛନ୍ତି ଏବେ ସବୁ ଉପରେ ରୋକ ଲଗାଇବା ପାଇଁ ନୂଆ ଆଇନ ଆଣିବା ପାଇଁ ଯାଉଛନ୍ତି ଯୋଗୀ ସରକାର । ବୁଢା ବାପା ମାଙ୍କ ଉପରେ ହେଉଥିବା ଅ-ତ୍ୟା-ଚା-ର ରୋକିବା ପାଇଁ ଉତ୍ତର ପ୍ରଦେଶର ଯୋଗୀ ସରକାର ଏବେ ଆଉ ଏକ ନୂଆ ଅଇନ ପ୍ରଣୟନ କରିବାକୁ ଯାଉଛନ୍ତି ।
ଏହି ଆ-ଇ-ନ ଅନୁଯାୟୀ ବୁଢା ବାପାଙ୍କ ସେବା ନକଲେ କି ତାଙ୍କ ଉପରେ କୌଣସି ଅ-ତ୍ୟା-ଚା-ର କଲେ ସମ୍ପତିରୁ ବେଦଖଲ ହେବେ ସନ୍ତାନ । ବୃଦ୍ଧ ଲୋକଙ୍କ ଭରଣ ପୋଷଣ ଓ କଲ୍ୟାଣ ଅଧିନିୟମ 2007 ନିୟମାବଳିରେ ପରିବର୍ତନ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଏହି ଆ-ଇ-ନ ଅନୁଯାଇ ଯଦି ପିଲାମାନଙ୍କୁ ତାଙ୍କ ବାପା ମା ସେବା କରୁନଥିବାର ଅ-ଭି-ଯୋ-ଗ ଆସେସ୍ଥାନୀୟ ପ୍ରଶାସନ ଏହା ଉପରେ ଅ-ଭି-ଯୋ-ଗ ଆଣିବେ ।
ଏହିଭଳି ପରିସ୍ଥିତିରେ ଆ-କ୍ସ-ନ ନେବା ପାଇଁ ଜିଲ୍ଲା ପ୍ରଶାସନକୁ ସମ୍ପୂର୍ଣ ଅଧିକାର ମିଳିବ । ପିତାମାତା ଚାହିଁଲେ ତାଙ୍କୁ ତାଙ୍କ ସମ୍ପତିରୁ ବେଦଖଲ କରିପାରିବେ । ତେବେ ଉତ୍ତର ପ୍ରଦେଶରେ ବୃଦ୍ଧାଙ୍କ ନି-ର୍ଯା-ତ-ନା ଘଟଣା ଦିନକୁ ଦିନ ବଢି ଚାଲିଛି । ତେଣୁ ଏହାକୁ ଦୃଷ୍ଟିରେ ରଖୀ ଯୋଗୀ ସରକାର ଏହି ନିୟମ ଆଣିବାକୁ ଯାଉଛନ୍ତି । ଏହା ଦ୍ଵାରା ବୃଦ୍ଧ ଲୋକଙ୍କ ପ୍ରତି ହେଉଥିବା ଅ-ନ୍ୟା-ୟ ଅ-ତ୍ୟା-ଚା-ର କମିବ ବୋଲି ଆଶା କରାଯାଉଛି ।