ପ୍ରତେକ ମଣିଷ ଜନ୍ମ ହେଲା ପରେ ରାଶି ସହ ଯୋଡି ହୋଇଥାଏ, ତେବେ କଣ ଆପଣ ଜାଣିଛନ୍ତି ଏହି ରାଶି ମାନେ ଗ୍ରହ ନକ୍ଷତ୍ର ଅନୁଯାଇ ଚାଲି ଥାନ୍ତି ।
ତେବେ ଜାତକ ଜୀବନରେ କିଛି ଶୁଭ ବା ଅଶୁଭ ଯାହା ହୋଇଥାଏ ତାହା ଏହି ରାଶି ମାନଙ୍କ ପାଇଁ ହୋଇଥାଏ । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ମଣିଷ ରାଶି ଅନୁଯାଇ ତାଙ୍କ ଜାତକରେ ଆଗକୁ କଣ ଶୁଭ ବା ଅଶୁଭ ଆସିବାକୁ ଯାଉଛି ତାହା ଜଣା ପଡିଥାଏ, ତେବେ ସଠିକ କଥା ନ ଜାଣିଲେ ପାରିଲେ ମଧ୍ୟ କିଛି ଶୁଭ ବା ଅଶୁଭର ସଂକେତ ମିଳିଥାଏ ଯାହା ଅଙ୍କ ଜ୍ୟୋତିଷ ମାନେ ଭଲ ଭାବରେ ଜାଣି ପାରିଥାନ୍ତି । ପ୍ରତେକ ଦିନ ଗ୍ରହ ମାନଙ୍କ ଭିତରେ ପରିବର୍ତନ ଦେଖିବାକୁ ମିଳିଥାଏ ଯାହା ପ୍ରଭାରୁ ଜାତକ ଉପରେ ମଧ୍ୟ ଏହି ଶୁଭ ନଚେତ ଅଶୁଭ ପ୍ରଭାବ ଦେଖିବାକୁ ମିଳିଥାଏ , ତେବେ ଆସନ୍ତୁ କେଉଁ ରାଶି ମାନଙ୍କ ଉପରେ ଖରାପ ପ୍ରଭାବ ପଡିବାକୁ ଯାଉଛି ତାହା ବିଷୟରେ ଜାଣିବା ।
ମିଥୁନ ରାଶି :
ଏହି ରାଶି ମାନଙ୍କ ଜୀବନରେ କିଛି ଅଘଟଣା ଘଟିବାକୁ ଯାଉଛି ଆପଣଙ୍କୁ ସାବଧାନ ହୋଇ ରହିବା ଉଚିତ, ଏହା ଛଡା କୌଣସି ପ୍ରିୟ ଜିନିଷକୁ ଆପଣ ବହୁତ ଶୀଘ୍ର ହରାଇ ବସିବେ, ଯେତେ ଦୁଃଖ ହେଲେ ମଧ୍ୟ ଆପଣଙ୍କୁ ଭଲ ସମୟ ପାଇଁ ଅପେକ୍ଷା କରିବାକୁ ହବ ଆପଣ ଯାହା କରିବେ ଆପଣଙ୍କ ଜୀବନ ଉପରେ ଏହାର ଖରାପ ପ୍ରଭାବ ଦେଖିବାକୁ ମିଳିବ । ଆପଣଙ୍କ ଦ୍ଵାରା କରା ଯାଇଥିବା ସବୁ କାର୍ଯ୍ୟ ବିଫଳ ହୋଇବ ଯେତେ ହେଲେ ଆପଣ ନିଜ ନିୟନ୍ତ୍ରଣ ହରାଇବେ ନାହିଁ । ତେବେ ଏହାର ଉପଚାର ଗାଇକୁ କିଛି ସବୁଜ ଘାସ ନିଜ ହାତରେ ଖାଇବାକୁ ଦିଅନ୍ତୁ ଆପଣଙ୍କ ଖରାପ ସମୟ ଚାଲି ଜୀବ ।
କର୍କଟ ରାଶି :
ଆପଣଙ୍କ ମାନସିକ ଚିନ୍ତା ବଢିପାରେ ଆପଣ ଯାହାକୁ ନିଜର ଭାବୁଥିବେ ସେହି ଲୋକ ମାନେ ଆପଣଙ୍କୁ ସମୟ ଆସିଲେ ଧୋକା ଦେବେ, ଦୂର ସମ୍ପର୍କୀୟ ଲୋକ ଆପଣଙ୍କ ଅପମାନ କରି ପାରନ୍ତି, ସ୍ୱାସ୍ଥ୍ୟ ବହୁତ ଖରାପ ରହିବ ଯାହା ଦ୍ଵାରା ପୀଡା ବହୁତ ସହିବାକୁ ପଡିବ କିନ୍ତୁ ଆପଣଙ୍କ ସମୟ ଭଲ ଆସିବ କେବଳ ଅପେକ୍ଷା ନିବାରଣ ଅଟେ । ଉପାୟ ହେଉଛି ଗରିବ ଆଉ ଅସହାୟ ଲୋକଙ୍କୁ ଅନ୍ନ ବା ଅନ୍ୟ ଦାନ କରି ସାହାଯ୍ୟ କରନ୍ତୁ ।
ମୀନ ରାଶି :
ମାନସିକ ହାନି ହବ, ପରିବାରରେ ବିଶୃଙ୍ଖଳା ଦେଖା ଜୀବ, ଯେତେ ଭଲ କାମ କଲେ ମଧ୍ୟ ଆପଣଙ୍କ ପ୍ରଶଂସା ହବ ନାହିଁ, ଯେତେ ପରିଶ୍ରମ କଲେ ମଧ୍ୟ ଫଳ ପାଇବେ ନାହିଁ । ଟିକେ ଟିକେ କଥାରେ ଅନ୍ୟ ଲୋକ ମାନେ ଆପଣଙ୍କ ଅପମାନ କରିବେ । ଉପାୟ ହେଲା ମଙ୍ଗଳବାର ଦିନ ହନୁମାନ ମନ୍ଦିର ଯାଇ ହନୁମାନ ଚାଳିଶା ଜାପ କରନ୍ତୁ ଏହା ପରେ ଭଗବାନ ଚରଣରେ ମୁଣ୍ଡିଆ ମାରନ୍ତୁ ଆପଣଙ୍କ ଖରାପ ସମୟ ବହୁତ ଶୀଘ୍ର ଚାଲି ଜୀବ ।
ବିଛା ରାଶି :
ଗୃହରେ କଲେସ ଦେଖିବାକୁ ମିଲ୍ବ, ଆର୍ଥିକ ସମସ୍ଯା ଏତେ ବଢିଯିବ ଯେ ଜାଗା ଜମି ବିକିବାକୁ ଆପଣ ନିଷ୍ପତ୍ତି କରିବେ, ଆପଣଙ୍କ ମାନ ସମ୍ମାନ ସବୁ ମାଟିରେ ମିଶି ଜୀବ, ଯେତେ ଭଲ ସମୟ ପାଇଁ ଅପେକ୍ଷା କରିବେ ସେହା ସେତେ ଦୂରେଇଯିବ ସେଥିପାଇଁ ଅପେକ୍ଷା କରନ୍ତୁ ନାହିଁ । ଆପଣ ନିଜ ପାଇଁ କିଛି ବି କରି ପାରିବେ ନାହିଁ ତେବେ ଉପାୟ ହେଲା ଅସହାୟ ଲୋକଙ୍କୁ ସାହାଜ୍ଯ କରନ୍ତୁ ଆପଣକ ଭଲ ସମୟ ଶୀଘ୍ର ଆସିବ ।