ଟନ୍ସିଲ ଭଳି ସମସ୍ୟାକୁ ଦୂର କରିବା ପାଇଁ ଏହି ଘରୋଇ ଉପଚାର ଟି ବହୁତ ଲାଭ ଦାୟକ, Home Remedies for Tonsils

ବନ୍ଧୁଗଣ, ଏହି ଘରୋଇ ଉପଚାର ର ପ୍ରୟୋଗ ଦ୍ଵାରା ଆମ ଟନ୍ସିଲ ଭଳି ସମସ୍ୟା ସଂପୂର୍ଣ୍ଣ ରୂପେ ଭଲ ହୋଇଯିବ । ବନ୍ଧୁଗଣ ଆମ୍ଭ ଗଳାର ଦୁଇ ପାର୍ଶ୍ଵରେ ଓଭାଲ ଆକୃତି ର ଅଙ୍ଗ ଅଛି । ଏହାକୁ ଟନ୍ସିଲ କୁହାଯାଏ । କୌଣସି ପ୍ରକାରର ବ୍ୟାକ୍ଟେରିୟା କିମ୍ବା ଇନଫେକସନ ସଂସ୍ପର୍ଶରେ ଆସିବା ଦ୍ଵାରା ଏହା ଫୁଲିଯାଏ । ଏବଂ ଏଥିରେ ଜୋନ ହେବା ଆରମ୍ଭ ହୋଇଯାଏ । ବନ୍ଧୁଗଣ ସାଧାରଣତ ଏହାର ରଙ୍ଗ ଆମ୍ଭ ମାନଙ୍କ ଜିଭର ରଙ୍ଗ ଭଳି ହୋଇଥାଏ । ମାତ୍ର ଇନଫେକସନ ହେବା ଦ୍ଵାରା ଏହା ଲାଲ ହୋଇଥାଏ ଏବଂ ପରେ ଧଳା ରଙ୍ଗର ହୋଇଯାଏ ।

ଏହାପରେ ଏଥିରେ ଧଳା ସ୍ପଟ ଦେଖାଯିବାର ଆରମ୍ଭ ହୋଇଯାଏ । ବନ୍ଧୁଗଣ ଟନ୍ସିଲ ବଢିବା ଦ୍ଵାରା ଆପଣଙ୍କ ଶରୀର ସୁସ୍ଥ ଅନୁଭବ କରି ନଥାଏ । ଆପଣଙ୍କୁ ନିଶ୍ଵାସ ନେବାରେ ପ୍ରୋବ୍ଲେମ ହୋଇଥାଏ । ବନ୍ଧୁଗଣ ଟନ୍ସିଲ ବଢିବା ଦ୍ଵାରା ଜ୍ଵର, ମୁଣ୍ଡବିନ୍ଧା, ଗଳାକୁଣ୍ଡାଇ ହେବା ଭଳି ସମସ୍ୟା ଦେଖାଯାଇଥାଏ । ବନ୍ଧୁଗଣ ଭାଇରାଲ ଇନଫେକସନ କାରଣରୁ ବଢିଥିବା ଟନ୍ସିଲ ପାଇଁ  ସେମିତି ବିଶେଷ ଚିକିତ୍ସ୍ୟା ର ଆବଶ୍ୟକ ପଡିନଥାଏ । ମାତ୍ର ଭାଇରାଲ ଇନଫେକସନ କାରଣରୁ ବଢିଥିବା ଟନ୍ସିଲ ପାଇଁ ନିହାତି ଔଷଧ ଅଥବା ଚିକିତ୍ସ୍ୟା ର ଆବଶ୍ୟକ ହୋଇଥାଏ ।

ବନ୍ଧୁଗଣ ଏହା ଠିକ ହେବାକୁ ୭ ଦିନ ଲାଗିଥାଏ । ଆସନ୍ତୁ ଜାଣିବା ଟନ୍ସିଲ ହେଲେ କେଉଁ ଘରୋଇ ଚିକିତ୍ସ୍ୟା ଟି କରିବା ଆବଶ୍ୟକ । ବନ୍ଧୁଗଣ ପ୍ରଥମେ ଆପଣ ୧ ଗ୍ରାମ ଉଷୁମ ପାଣି ନିଅନ୍ତୁ । ଏହାପରେ ଆପଣ ଏକ ଛୋଟ ଖଣ୍ଡ ଫିଟକରୀ ଅଥବା ସ୍ପଟିକ ନିଅନ୍ତୁ । ଫିଟକରୀକୁ ଉଷୁମ ପାଣିରେ ଆପଣ କେବଳ ୧୦ ସେକେଣ୍ଡ ପାଇଁ ପକାନ୍ତୁ । ବନ୍ଧୁଗଣ ୧୦ ସେକେଣ୍ଡ ପରେ ଆପଣ ଏହାକୁ କାଢି ନିଅନ୍ତୁ । ବନ୍ଧୁଗଣ ଦ୍ଵିତୀୟ ଥର ଆପଣ ଏହାର ପ୍ରୟୋଗ ଠିକ ଏହିଭଳି ଭାବରେ କରିପାରିବେ ।

ବନ୍ଧୁଗଣ ତୃତୀୟ ସାମଗ୍ରୀ ଟି ଆପଣଙ୍କୁ ଆବଶ୍ୟକ ତାହା ଅଟେ ଲୁଣ । ବନ୍ଧୁଗଣ ଏହି ପାଣିରେ ଆପଣ ଅଧଚାମଚ ଲୁଣ ମିଶାନ୍ତୁ । ବନ୍ଧୁଗଣ ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ବନ୍ଧୁଗଣ ଏହା କେବଳ ଆପଣଙ୍କ ଗଳାର ଟନ୍ସିଲ କୁ ଠିକ କରି ନଥାଏ ଏହା ଆପଣଙ୍କର କାସ କୁ ମଧ୍ୟ ସଠିକ କରିଦେଇଥାଏ । ବନ୍ଧୁଗଣ ଦିନକୁ ୩ ଥର ଆପଣ ଏହାକୁ ନିଜ ଗଳାରେ ରଖି ଗାର୍ଗ୍ଲିନ କରନ୍ତୁ । ଆପଣ ଦେଖିବେ ଆପଣନ କ ଗଳା ଯେଉଁଭଳି ଭାବରେ ଦରଦ ହେଉଥିଲା, ଆପଣଙ୍କୁ ସେଠାରୁ ଆରମ ମିଳିବ ।

ବନ୍ଧୁଗଣ ଏକ ଗ୍ଳାସ ଏହି ମିଶ୍ରଣ ପାଣି କୁ ଢୋକେ ଢୋକେ କରି ୫ ମିନିଟ ପର୍ଯ୍ୟନ୍ତ ଆପଣ ଗାର୍ଗ୍ଲିନ କରି ଦେଖନ୍ତୁ ଆପଣ ନିଜେ ଅନୁଭବ କରି ପାରିବେ ଆପଣଙ୍କୁ କିଭଳି ଭାବରେ ଆରାମ ମିଳୁଛି । ବନ୍ଧୁଗଣ ଯଦି ଛୋଟ ପିଲା ମାନଙ୍କୁ ଟନ୍ସିଲ ହେଉଛି ତେବେ ଆପଣ ୧ ଚାମଚ ମହୁରେ ୩ ବୁନ୍ଦା ଲେମ୍ବୁ ରସ ମିଶାଇ ଦିନକୁ ୩ ଥର ନିଜ ପିଲାଙ୍କୁ ଦିଅନ୍ତୁ । ସେମାନଙ୍କ ଟନ୍ସିଲ ସଠିକ ହୋଇଯିବ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *