ଏବେ ଏବେ TV ଜଗତରୁ ଆସିଲା ବଡ ଦୁଃଖ ଖବର, Balika Vadhu ସିରିୟଲର ଏହି ଫେମସ ଅଭିନେତ୍ରୀଙ୍କର ହେଲା ପରଲୋକ

ନ୍ୟାସନାଲ ଆୱାର୍ଡ ବିନିଙ୍ଗ ଓ ଅନେକ ଫିଲ୍ମ ଓ ସିରିଏଲରେ ଅଭିନୟ କରି ଦର୍ଶକ ମାନଙ୍କର ହୃଦୟ ଜିତିଥିବା ଅଭିନେତ୍ରୀ ସୁରେଖା ସିକରିଙ୍କର ୨୦୨୧ ଜୁଲାଇ ୧୬ରେ କା-ର୍ଡି-ଏ-କ ଆ-ରେ-ଷ୍ଟ-ରେ ନି-ଧ-ନ ହୋଇଛି । ତାଙ୍କର ମୃ-ତ୍ୟୁ ସମୟରେ ତାଙ୍କର ବୟସ ୭୫ ବର୍ଷ ରହିଥିଲା ।

ଗତ କିଛି ଦିନ ହେବ ତାଙ୍କର ବ୍ରେ-ନ ଷ୍ଟ୍ରୋ-କ ହୋଇଥିଲା । ତାଙ୍କର ମୃ-ତ୍ୟୁ-ର ଖ-ବ-ର ତାଙ୍କ ପରିବାର ଲୋକେ ମି-ଡି-ଆକୁ ଜଣାଇଛନ୍ତି । ତାଙ୍କୁ ଦିତୀୟ ଥର ପାଇଁ ବ୍ରେ-ନ ଷ୍ଟ୍ରୋ-କ ହୋଇଥିଲା । ତାଙ୍କର ମ୍ୟାନେଜର ବିବେକ ସିଦ୍ଧବାନୀ କହିଛନ୍ତି ଯେ ତିନି ଥର ନ୍ୟାସନାଲ ଆୱାର୍ଡ ଜିତିଥିବା ସୁରେଖା ସିକରିଙ୍କର ୭୫ ବର୍ଷ ବୟସରେ ପ-ର-ଲୋ-କ ଘ-ଟି-ଛି । ତାଙ୍କର ଗତ ବର୍ଷ ସେପ୍ଟେମ୍ବର ମାସରେ ପ୍ରଥମ ବ୍ରେ-ନ ଷ୍ଟ୍ରୋ-କ ହୋଇଥିଲା । କିଛି ଦିନ ହସପିଟାଲରେ ରହିବା ପରେ ତାଙ୍କୁ ଡିଶ୍ଚାର୍ଜ କରିଦିଆ ଯାଇଥିଲା ।

ସେ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରେ ଅଭିନୟର ଗ୍ରାଜ୍ୟୁସନ କରିଥିଲେ । ତାଙ୍କୁ ଫିଲ୍ମ “ତମସ”, “ମମୋ”, “ବଧାଇ ହୋ” ପାଇଁ ତିନି ଥର ନ୍ୟାସନାଲ ଆୱାର୍ଡ ମିଳିଥିଲା । ଏହା ସହ ତାଙ୍କୁ ୧୯୮୯ରେ ସଂଗୀତ ନାଟକ ଏକାଡେମି ଆୱାର୍ଡ ମିଳିଥିଲା । ସେ ଅନେକ ସିରିଏଲ ଓ ଫିଲ୍ମରେ ଅଭିନୟ କରିଥିଲେ ମଧ୍ୟ ତାଙ୍କୁ “ବାଳିକା ବଧୁ” ସିରିଏଲର “ଦାଦି” ଚରିତ୍ର ପାଇଁ ସେ ଘରେ ଘରେ ପରିଚିତ ହୋଇଥିଲେ । ଏହି ସିରିଏଲରେ ତାଙ୍କର ଅଭିନୟ ଖୁବ ଲୋକପ୍ରିୟତା ହାସଲ କରିଥିଲା ।

ସୁରେଖା ସିକରି ୧୯୪୫ ଏପ୍ରିଲ ୧୯ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିଲା ଦିନ ଆଲ୍ମୋଡା ଓ ନେନିତାଲରେ କଟିଥିଲା । ଏହା ପରେ ସେ ୧୯୭୧ରେ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରେ ଅଭିନୟରେ ଗ୍ରାଜ୍ୟୁସନ କରିଥିଲେ । ତାଙ୍କ ପିତା ଏୟାରଫୋର୍ସରେ ଥିଲେ ଓ ତାଙ୍କ ମା ଜଣେ ଶିକ୍ଷୟତ୍ରି ଥିଲେ । ସେ ହେମନ୍ତ ରେଙ୍ଗେଙ୍କ ସହ ବିବାହ କରିଥିଲେ । ତାଙ୍କ ପୁଅଙ୍କ ନାଁ ହେଉଛି ରାହୁଲ ସିକରି ଅଟେ । ତାଙ୍କର ସ୍ଟେପ ଶିଷ୍ଟର ମନାରା ସିକରିଙ୍କ ବିବାହ ନାସିରୁଦିନ ସାହଙ୍କ ସହ ହୋଇଥିଲା ଯାହାଙ୍କର ପୁଅଙ୍କ ନାଁ ହେଉଛି ହିୱା ସାହ ଅଟେ ।

ସୁରେଖା ସିକରି ୫୦ ବର୍ଷ ହେବ ନିଜର ଅଭିନୟ ଜାରି ରଖିଥିଲେ । ସେ “କିସା କୁର୍ସି କା”, “ସଲିମ ଲଙ୍ଗଡେ ପେ ମତ ରୋ”, “ମମୋ”, “ନାସିମ”, “ସରଦାରି ବେଗମ”, “ସରଫୋରସ”, “ଡିଲଲ୍ଗୀ”, “ହଋ ଭରି”, “କାଲୀ ସଲ୍ୱାର”, ‘ରଘୁ ରେମିୟୋ”, “ହମକୋ ଦିବାନା କର ଗଏ”, “ବଧାଇ ହୋ”, “ସିର କୋରମା”, “ରେନକୋଟ”, “ତୁମସା ନହିଁ ଦେଖା” ଆଦି ମସୁର ଫିଲ୍ମରେ ଅଭିନୟ କରିଥିଲେ ।

ଫିଲ୍ମ ବ୍ଯତୀତ ସେ “ବାଳିକା ବଧୁ”, “ଏକ ଥା ରାଜା ଏକ ଥି ରାଣୀ”, “ପରଦେଶ ମେ ମେରା ଦିଲ”, “ସାତ ଫେରେ”, ‘ବନେଗୀ ଅପନୀ ବାତ”, “କସର”, “କେହନା ହେ କୁଛ ମୁଝେ”, “ଜଷ୍ଟ ମହବତ” ଆଦି ମସୁର ସିରିଏଲରେ ଅଭିନୟ କରି ସାରିଛନ୍ତି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *