Ollywood ଇଣ୍ଡଷ୍ଟ୍ରିର ଫେମସ ଯୋଡି Anubhab ଓ Barshaଙ୍କୁ ଏକାଠି ରହିବାକୁ ଜଜ ଦେଲେ ନିର୍ଦେଶ- ଦେଖନ୍ତୁ କଣ କହିଲେ

ଓଡିଆ ଇ-ଣ୍ଡ-ଷ୍ଟ୍ରିର କଳାକାର ମାନେ ନିଜର ସାନଦାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଜାଗା ସୃଷ୍ଟି କରି ପାରିଛନ୍ତି । ଓଡିଆ ଜଗତର କଳାକାର ମାନେ ନିଜର ଷ୍ଟାଇଲିସ, ପର୍ଶନାଲିଟି ମଧ୍ୟ ବେଶ ଚର୍ଚ୍ଚାରେ ରହିଥାନ୍ତି ।

କିଛି କଳାକାର ମାନେ ପ୍ରେମ ବିବାହ କରି ବେଶ ଖୁସିରେ ଜୀବନ ଅତିବାହୀତ କରୁଛନ୍ତି । କିନ୍ତୁ କିଛି କଳାକାର ମାନେ ପ୍ରେମ ବିବାହ କରିବା ପରେ ମଧ୍ୟ ଆଜିକା ଡେଟରେ ପରସ୍ପର ଠାରୁ ଅଲଗା ହୋଇ ଯାଇଛନ୍ତି । ଠିକ ସେହି ପରି ଓଡିଆ ଜଗତର ସୁପର ଷ୍ଟାର ଅନୁଭବ ମହାନ୍ତି ଓ ଓଡିଆ କୁଇନ ବର୍ଷା ପ୍ରିୟାଦର୍ଶିନୀଙ୍କ ଯୋଡି ସେମାନଙ୍କ ମଧ୍ୟରୁ ଜଣେ ଅଟେ । ଆଜି ଆମେ ଆପଣ ମାନଙ୍କୁ ଅନୁଭବ ଓ ବର୍ଷାଙ୍କ କେସକୁ ନେଇ କଣ ନିସ୍ପତି ଦେଇଛନ୍ତି ଜଜ ସେହି ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ଜାଣିଥିବେ ସୁପର ଷ୍ଟାର ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ୨୦୧୪ ରେ ପ୍ରେମ କରି ପରସ୍ପର ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଓଡିଆ ଇ-ଣ୍ଡ-ଷ୍ଟ୍ରିରେ ମଧ୍ୟ ଦୁହିଙ୍କର ଯୋଡି ବେଶ ଚର୍ଚ୍ଚାରେ ରହିଥାଏ । କିନ୍ତୁ ଗତ କିଛି ଦିନ ହେବ ପାରିବାରିକ କଳହ ଯୋଗୁ ବର୍ଷା ଓ ଅନୁଭବ ପରସ୍ପର ଠାରୁ ଅଲଗା ହେବା ପାଇଁ ନିଷ୍ପତି ନେଇଛନ୍ତି । ଏଥିପାଇଁ ଅନୁଭବ ପ୍ରଥମେ ପଟିୟା କୋର୍ଟରେ ବର୍ଷାଙ୍କ ଠାରୁ ଅଲଗା ହେବ ପାଇଁ ପିଟିସନ ଦାୟର କରିଥିଲେ ।

କିନ୍ତୁ ବର୍ଷା ଓ ଅନୁଭବଙ୍କର କେସର ବିଚାର ବର୍ତ୍ତମାନ କଟକ ସ୍ଥିତ ଫ୍ୟାମିଲି କୋର୍ଟରେ ଚାଲିଛି । ବହୁତ ଦିନ ପରେ ଦୁହେଁ କୋର୍ଟରେ ଡେଟ ଅନୁସାରେ ହାଜର ହୋଇଥିଲେ । ଏହା ପରେ କାଉନସିଲର ତାଙ୍କୁ ପୁଣି ଥରେ ଏକାଠି ହେବା ପାଇଁ ବହୁତ ସମୟ ଧରି ବୁଝାଇ ଥିଲେ । ଏହା ସହ କୋର୍ଟର ଜଜ ମଧ୍ୟ ଅନୁଭବ ଓ ବର୍ଷାଙ୍କୁ ଏକାଠି ହେବା ପାଇଁ ପରାମର୍ଶ ଦେବା ସହ ବୁଝାଇ ଥିଲେ । ଅନେକ ବୁଝାମଣା ପରେ ମଧ୍ୟ ଅନୁଭବ ବର୍ଷାଙ୍କ ସହ ଆଗାମୀ ଦିନରେ ଏକାଠି ରହିବା ପାଇଁ ମନା କରିଥିଲେ ।

କାରଣ ବର୍ଷା ଅନୁଭବ ଓ ତାଙ୍କ ପରିବାର ଲୋକଙ୍କର କ୍ଷତି କରିବା ପାଇଁ ଅନେକ ଚେଷ୍ଟା ଆଗରୁ କରି ସାରିଛନ୍ତି । ତେଣୁ ଏଭଳି ମଣିଷ ସହ ନିଜର ସାରା ଜୀବନ କଟେଇବେ ନାହି ବୋଲି ଅନୁଭବ ଜଜଙ୍କୁ ସିଧା ସଳଖ ମନା କରି ଦେଇଥିଲେ । ଗୋଟେ କ୍ଷେତ୍ରରେ ଅନୁଭବ ବର୍ଷାଙ୍କ ସହ ରହିବାକୁ ମନା କରିଥିବା ବେଳେ ବର୍ଷା କିନ୍ତୁ ତାଙ୍କ ସହ ରହିବାକୁ ଜଣାଇଛନ୍ତି ।

ତେବେ ଆଗକୁ ଏହି ଦୁହିଙ୍କର ସମ୍ପର୍କକୁ ନେଇ କଣ ନିଷ୍ପତି ରହିବ ତାହା ଆଗାମୀ ଡେଟରେ ଜଣା ପଡିବ । ଆଶା କରୁଛୁ ଯେ ଏହି ଦୁଇ ଯୋଡି ପୁଣି ଥରେ ଏକାଠି ହୋଇ ନିଜର ମ୍ୟାରେଡ ଲାଇଫ ଖୁସିରେ ସ୍ପେନ୍ଡ କରନ୍ତୁ ।

ବନ୍ଧୁଗଣ ଅନୁଭବ ଓ ବର୍ଷାଙ୍କ ସମ୍ପର୍କକୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *