ରୋଷେଇ ନକରିପାରିବାରୁ ସ୍ତ୍ରୀ ସହ ସ୍ଵାମୀ ଯାହା କଲା, ଜାଣି ଆପଣ ବି ତାଯୁବ ହେବେ…. ଜାଣନ୍ତୁ କଣ ସମ୍ପୁର୍ଣ୍ଣ ଘଟଣା

ନମସ୍କାର ବନ୍ଧୁଗଣ । ଆମ ଦେଶରେ ନାରୀ ମାନକ ପ୍ରତି ଅ-ତ୍ୟା-ଚା-ର ଦିନକୁ ଦିନ ବଢିବାରେ ଲାଗିଛି । ଏହାର ଅନେକ ଘ-ଟ-ଣା ଦୁ-ର୍ଘ-ଟ-ଣା ସବୁ ଦିନ ଦେଖିବାକୁ ମିଳୁଛି । ଆଜିର ଆମ ଏହି ଲେଖାରେ ଏପରି ଏକ ହୃଦୟ ବିଦାରକ ଘ-ଟ-ଣା ରହିଛି ଯାହାକୁ ହୁଏ ତ କେହି କେବେ ଶୁଣି ନ ଥିବେ ବା ଦେଖି ନ ଥିବେ ।

ତେବେ ଆସନ୍ତୁ ଜାଣିବା ଘ-ଟ-ଣାର ପୁରା ସତ୍ୟତା କଣ ରହିଛି । ଏହି ଘ-ଟ-ଣା ଟି ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଘଟିଛି ଯେଉଁଠାରେ ଜଣେ ସ୍ଵାମୀ ନିଜ ସ୍ତ୍ରୀର ନି-ର୍ମ-ମ ଭାବେ ହ-ତ୍ୟା କରିଛି । ଅ-ଭି-ଯୁ-କ୍ତ ମନୁ ରାଜପୁତ ୩୦ ବର୍ଷୀୟ ଅଞ୍ଜୁ ସହ ଲକ୍ଷ୍ନୌ ସହର ରହୁଥିଲେ । ମନୁ ଓ ଅଞ୍ଜୁ ଗତ ୩ ବରଷ ତଳେ ପ୍ରେମ କରି ବିବାହ ବ-ନ୍ଧ-ନ-ରେ ବା-ନ୍ଧି ହୋଇଥିଲେ । ତାଙ୍କ ସହ ତାଙ୍କ ମା ମଧ୍ୟ ରହୁଥିଲେ । ବିବାହ ପରେ ଦୁହିଙ୍କ ମଧ୍ୟରେ କିଛି କାରଣରୁ ମ-ନା-ନ୍ତ-ର ସୃଷ୍ଟି ହେଉଥିଲା ।

ଥରେ ଦୁହିଙ୍କ ମଧ୍ୟରେ ଝ-ଗ-ଡା ଏତେ ମାତ୍ରାରେ ବଢି ଯାଇଥିଲା ଯେ ଅଞ୍ଜୁ ଘରକୁ ପୋ-ଲି-ସ ଡକାଇଥିଲେ । ଏହା ପରେ ପୋ-ଲି-ସ ଦୁହିଙ୍କୁ ବୁଝାଇବା ପରେ ଦୁଇ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କିଛି ଦିନ ଯାଏଁ ଝ-ଗ-ଡା ବନ୍ଦ ହୋଇ ଯାଇଥିଲା । କିନ୍ତୁ ଏହି ଘ-ଟ-ଣା ଟି ଯେଉଁ ଦିନ ଘଟିଛି ସେହି ଦିନ ମନୁ ତାଙ୍କ ସ୍ତ୍ରୀ ଅଞ୍ଜୁଙ୍କୁ ରୋଷେଇ କରିବା ପାଇଁ କହିଥିଲେ ।

କିନ୍ତୁ ଅଞ୍ଜୁ ରୋଷେଇ କରିବା ପାଇଁ ସଫା ମନା କରି ଦେଇଥିଲେ । ଏହା ସହ ଅଞ୍ଜୁ କେବଳ ରୋଷେଇ କରିବା ପାଇଁ ମନା କରି ନ ଥିଲେ ବରଂ ନିଜ ସ୍ଵାମୀ ମନୁଙ୍କ ଉପରକୁ ଚପଲରେ ମା-ଡ ମା-ରି-ଥି-ଲେ । ଏହା ପରେ ମନୁ ନିଜର ହି-ତା-ହି-ତ ଜ୍ଞାନ ଭୁଲି ଯାଇ ମଞ୍ଜୁଙ୍କୁ ମା-ଡ ମା-ରି-ବା ଆରମ୍ଭ କରି ଦେଇଥିଲେ । ମନୁ ଏତେ ରା-ଗି ଯାଇଥିଲେ ଯେ ନିଜ ରା-ଗ ଉପରେ ନିୟନ୍ତ୍ରଣ ନ ରଖି ମଞ୍ଜୁଙ୍କୁ ନି-ର୍ମ-ମ ଭାବେ ହ-ତ୍ୟା କରିଥିଲେ ।

ଏହା ପରେ ମନୁ ମଞ୍ଜୁଙ୍କର ଶ-ବକୁ ନିଜ ବେଡ ରୁମର ଖଟ ବକ୍ସରେ ଲୁଚାଇ ଦେଇ ସେଠାରୁ ପଳାଇ ଯାଇଥିଲେ । ଦୁଇ ଦିନ ପରେ ଘରୁ ଦୁ-ର୍ଗ-ନ୍ଧ ଆସିବା ପରେ ସ୍ଥାନୀୟ ଲୋକ ମାନେ ପୋ-ଲି-ସକୁ ସୂଚନା ଦେଇଥିଲେ । ଏହା ପରେ ପୋ-ଲି-ସ ଆସି ସେଠାରେ ପହଞ୍ଚି ମଞ୍ଜୁଙ୍କ ଶ-ବକୁ ପାଇବା ସହ ମନୁଙ୍କୁ ଆ-ରେ-ଷ୍ଟ କରିଛି । ଏହି ଘ-ଟ-ଣା ରୁ ସ୍ପଷ୍ଟ ହେଉଛି ଯେ ମନୁ ଓ ଅଞ୍ଜୁଙ୍କ ମଧ୍ୟରେ ବିବାହ ସ-ମ୍ପ-ର୍କ ଠିକ ନ ଥିଲା । ଏହା ଛଡା ମନୁ ନିଜ ସ୍ତ୍ରୀକୁ ହ-ତ୍ୟା କରିବା ଏକ ଅ-ପ-ରା-ଧ ଅଟେ ଯାହା ଅତି ଲ-ଜ୍ୟା-ଜ-ନ-କ ଘ-ଟ-ଣା ଅଟେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *