ବିଗତ ଦିନରେ ଅନେକ ଘଟଣା ଘଟିଛି କିନ୍ତୁ ଯେଉଁ ଘଟଣା ଟି ସାରା ଓଡିଶା ରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ତାହା ହେଉଛି ପାରଳାଖେମୁଣ୍ଡି ଏସିଏଫ ସୌମ୍ଯରଞ୍ଜନ ଙ୍କ ରହସ୍ୟମୟ ମୃ-ତ୍ୟୁ ମାମଲା । ତେବେ ଆଜି ନଜରରେ ଆସିଛି ସୌମ୍ଯରଞ୍ଜନ ଙ୍କ ପତ୍ନୀ ଗି-ର-ଫ ହେବେ ନାହି ଓ ଏହା ସହିତ ହା-ଇ-କୋ-ର୍ଟ କୁ ଗଲା ସୌମ୍ୟ ରଞ୍ଜନ ଙ୍କ ମୃ-ତ୍ୟୁ ମାମଲା ।
ହା-ଇ-କୋ-ର୍ଟ କୁ ଗଲା ଏସିଏଫ ମୃ-ତ୍ୟୁ ମାମଲା । ସିବିଆଇ ତଦନ୍ତ ଦାବିରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ମାମଲା ରୁଜୁ କରାଯାଇଛି । ଏଥିରେ କେନ୍ଦ୍ର ଗୃହ ସଚିବ , ରାଜ୍ୟ ମୁଖ୍ୟ ଶାସନ ସଚିବ ପକ୍ଷଭୁକ୍ତ ଅଛନ୍ତି । ସିବିଆଇ ତଦନ୍ତ ପାଇଁ ଭାରତୀୟ ବିକାଶ ପରିଷଦ ହା-ଇ-କୋ-ର୍ଟ କୁ ଯାଇଛନ୍ତି ଓଏଥିରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ କେନ୍ଦ୍ର ଗୃହ ସଚିବ ମଧ୍ୟ ପକ୍ଷଭୁକ୍ତ ଅଛନ୍ତି ।
ଏହା ସହ ଡିଜିପି, ଗଜପତି ଏସପି, ପାରଳାଖେମୁଣ୍ଡି ଆଇଆଇସି ମଧ୍ୟ ପକ୍ଷଭୁକ୍ତ ଅଛନ୍ତି । ତେବେ ଆଜି ସୌମ୍ଯରଞ୍ଜନ ଙ୍କ ମୃ-ତ୍ୟୁ ମାମଲା ପହଞ୍ଚିଛି ହା-ଇ-କୋ-ର୍ଟରେ । ଏହି ମାମଲା କୁ ସାରା ଓଡିଶା ବାସୀ ନଜରରେ ରଖିଛନ୍ତି । ପୋ-ଲି-ସ କେଉଁ ପରି ଭାବେ ଗୋଟେ କେ-ସ କୁ ନଷ୍ଟ କରୁଛନ୍ତି ସାକ୍ଷୀ ପ୍ରମାଣ କୁ ନଷ୍ଟ କରୁଛନ୍ତି ଏହା ଦେଖି ଲୋକଙ୍କ ର ଭରସା ପୋ-ଲି-ସ ଉପରୁ ତୁଟି ଆସୁଛି ।
ଜଣେ ଭାରତୀୟ ବିକାଶ ପରିଷଦ ମାନ୍ୟବର ବିକାଶ ପରିଷଦ କେ-ସ କୁ ନେଇକି ହା-ଇ-କୋ-ର୍ଟ ଯାଇଛନ୍ତି, ଏବଂ ପୋ-ଲି-ସର ତଦନ୍ତ କେଉଁ ପ୍ରକାରର ଚାଲିଛି ଏହାକୁ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେଣୁ କେ-ସ ଟି କୁ ସିବିଆଇ ତଦନ୍ତ କରୁ ଏଥିପାଇଁ ସେମାନେ ହା-ଇ-କୋ-ର୍ଟ ଯାଇଛନ୍ତି । ଓଡିଶା ବାସୀଙ୍କର ଓଡିଶା ପୋ-ଲି-ସ ର ତଦନ୍ତ କୁ ଦେଖି ଲୋକଙ୍କର ଭରସା ପାଉ ନାହି । ତେଣୁ ଏପରି ଘଟଣା ମାନ ଘଟୁଛି ।
ଆଇନଗତ ଉପରେ ବିଶ୍ଵାସ ଅଛି ପୋ-ଲି-ସର ତଦନ୍ତରେ ଅଖଣ୍ଡ କ୍ଷମତା ଅଛି । ଏହି ଘଟଣା ରେ ପୋ-ଲି-ସ ଦୋଷିକୁ ଘୋଡେଇ ରଖିବାକୁ ଚେଷ୍ଟା କରୁଛି । ଯଦି ପୋ-ଲି-ସ ଠିକ ଭାବେ ନିଜ କାର୍ଯ୍ୟ ନ କରନ୍ତି ବା ସଠିକ ଭାବେ ତଦନ୍ତ ନ କରନ୍ତି ତେବେ ସୌମ୍ୟଙ୍କ ପରିବାର ଲୋକେ ଆଇନଗତ କାର୍ଯ୍ୟ ଅନୁଷ୍ଠାନ ନେବେ ।
ତେବେ ସୌମ୍ଯରଞ୍ଜନଙ୍କ ମୃ-ତ୍ୟୁ ମାମଲା ରେ ଗି-ର-ଫ ହେବେନି ସୌମ୍ୟଙ୍କ ପତ୍ନୀ ବିଦ୍ୟା ଭାରତି କିଛି ଆଇନଗତ ଦିଗ ରହୁଛି, ଗତ ୧୨ ତାରିଖ ସୌମ୍ୟ ପୋଡି ହେବା ପରେ ପାରାଳାଖେମୁଣ୍ଡି ହସ୍ପିଟାଲ ରେ ମୃ-ତ୍ୟୁ କାଳୀନ ଜମାନ ବନ୍ଦୀ କରାଯାଇଥିଲା, ଏହା ମଧ୍ୟ ପ୍ରତିବନ୍ଧକ ସାଜିଛି ବିଦ୍ୟାଭାରତିଙ୍କୁ ଗି-ର-ଫ କରିବାରେ ।