କିଛି ଏଭଳି ଥିଲା ହାଇଦରର ଏନକାଉଣ୍ଟର… ଦେଖନ୍ତୁ ସମ୍ପୁର୍ଣ୍ଣ Video

ଶେଖ ହାଇଦର ଅଲି କୁ ଓଡିଶା ପୋ-ଲି-ସ ଥରେ ଆରେଷ୍ଟ କରିଥିଲେ, କିନ୍ତୁ ସେହି ସମୟରେ ହାଇଦର ଖସି ପଳାଇ ଯାଇଥିଲା । ଏହା ପରେ ହାଇଦର କୁ ଓଡିଶା ପୋ-ଲି-ସ ଅନେକ କଷ୍ଟରେ ଖୋଜି ଖୋଜି ହାଇଦ୍ରାବାଦ ରୁ ଗିରଫ କରିଥିଲା, ଯେତେ ବେଳେ ହାଇଦର ହାଇଦ୍ରାବାଦ ରୁ ଗିରଫ ହୋଇ ଆସିଥିଲା ସେ ୫୮ ବର୍ଷ ର ଥିଲା ।

ହାଇଦ୍ର୍କୁ ଓଡିଶା ର ଏକ ଜେଲରୁ ଅନ୍ୟ ଏକ ଜେଲ କୁ ସ୍ଥାନାନ୍ତରିତ କରିବା ସମୟରେ ହାଇଦର ର ମୃ-ତ୍ୟୁ ହୋଇଥିଲା । ତେବେ ହାଇଦରଙ୍କ ପତ୍ନୀ କାନ୍ଦିକି କହିଥିଲେ, ପୋ-ଲି-ସକୁ ଆମେ ସହୋଯୋଗ କରିବୁ କିନ୍ତୁ ତାଙ୍କୁ ଜୀବନ୍ତ ଆଣିବା ବଦଳରେ ପୋ-ଲି-ସ କାହିଁକି ତାଙ୍କୁ ଏଙକାଉଣ୍ଟର କରିଲା । ମୃ-ତ ହାଇଦର ଙ୍କ ଘର ହେଉଛି କେନ୍ଦ୍ରପଡା ରେ ।

ତେବେ ହାଇଦର କୁ ପୋ-ଲି-ସ ଯେଉଁ ଦିନ ଜେଲ ସ୍ଥାନାନ୍ତରିତ ପାଇଁ ନେଇକି ଯାଉଥିଲା ସେହିଦିନ ପୋ-ଲି-ସ ମାନଙ୍କ କହିବା ଅନୁସାରେ ରାଜ ରାସ୍ତା ର ଦୃଶ୍ୟ କିଛି ଏପରି ଥିଲା କି ହାଇଦର ଅଧା ରାସ୍ତା ରେ ପରିଶ୍ରା କରିବ କହି ଗାଡି ରୁ ଓଲହାଇ ଯାଇଥିଲା ଏହା ପରେ ହାଇଦର ପୋ-ଲି-ସ କୁ ଧ-ମ-କ ଦେଇ କହିଥିଲା କି ଏଥର ମତେ କେହି ବି ଧରି ପାରିବନି । ଏଥର ମୁଁ ଫେ-ରା-ର ହେଇଜୀବୀ, ତୁମେ ପୋ-ଲି-ସୱାଲା ମତେ ହାଇଦ୍ରାବାଦ ରୁ ଧରି ଆଣିଲ ।

ମୋ ପାଖକୁ ଯଦି କେହି ଆସିବ ତେବେ ମୁଁ ଗୁ-ଳି ମା-ରି-ଦେ-ବୀ । ହାଇଦର ଯଦି ଏଥର ଖସି ପଳାଇ ଥାଆନ୍ତା ତେବେ ତାକୁ ଧରିବା ପୋ-ଲି-ସ ପାଇଁ ବହୁତ କଷ୍ଟକର ପରିସ୍ଥିତି ହୋଇ ଥାନ୍ତା । କାରଣ ହାଇଦର ଥରେ ଖସିକି ପଳାଇ ଥିଲା ବହୁତ ଚେଷ୍ଟା ପରେ ପୋ-ଲି-ସ ହାଇଦ୍ରାବାଦ ରୁ ହାଇଦର କୁ ଧରିକି ଗିରଫ କରିଥିଲା । ଏଥର ହାଇଦର ସେହି ଭାବେ ସିଧାସଳଖ ଚାଲେଞ୍ଜ କରିଥିଲା ପୋ-ଲି-ସ କୁ । ପୋ-ଲି-ସ ମଧ୍ୟ ହାଇଦର ସମର୍ଥନ କରି ଥିଲା ।

ଏହି ଯୁକ୍ତି ଯୁକ୍ତ ମଧ୍ୟରେ ହାଇଦର AK 47 ବ-ନ୍ଧୁ-କ ଛଡାଇ ପୋ-ଲି-ସ ଗାର୍ଡ ଙ୍କ ଆଡକୁ ଆ-କ୍ର-ମ-ଣ କରିଥିଲା । ତେଣୁ ପୋ-ଲି-ସ ବାଧ୍ୟ ହୋଇ ନିଜର ଆତ୍ମରକ୍ଷା ପାଇଁ ପୋ-ଲି-ସ ହାଇଦର ଉପରକୁ ୩ ରାଉଣ୍ଡ ଗୁ-ଳି ଚଲାଇଥିଲା ।

ଆହତ ହାଇଦର କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆ ଯାଇଥିଲା ଓ ସେହିଠାରେ ହାଇଦର ର ମୃ-ତ୍ୟୁ ହୋଇ ଥିଲା । ପରେ ହାଇଦର ର ମୃ-ତ ଦେହକୁ ନେଇ ପିତୃକ ସ୍ଥାନ କେନ୍ଦ୍ରପଡା ରେ ଶେଷ ସତ୍କାର କରା ଯାଇଥିଲା । ଏବେବି କେନ୍ଦ୍ରାପଡା ରେ ୧୪୪ ଧାରା ଲାଗୁ ହେଇଛି ଯେପରି କୌଣସି ଅପ୍ରୀତିକର ଘଟଣା ର ପରିସ୍ଥିତି ସୃଷ୍ଟି ନ ହେଉ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *