ACF ସୋମ୍ୟରଞ୍ଜନଙ୍କ ଡେଥ ମିଷ୍ଟ୍ରି: ବିଦ୍ୟାଭାରତୀଙ୍କ ଚିଠିରେ ଲେଖାଥିବା ଅକ୍ଷୟ ଆସିଲେ ସାମ୍ନାକୁ, କହିଲେ କିଛି ଏମିତି… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ସୋମ୍ୟରଞ୍ଜନଙ୍କ ମୃ-ତ୍ୟୁ ମା-ମ-ଲା-କୁ ନେଇ ବିଦ୍ୟା ଭାରତୀଙ୍କ ହାତ ଲେଖା ଚିଠିରେ ଯେଉଁ ଦୁଇଟି ନାଁ ସାମନାକୁ ଆସିଛି ସେହି ଦୁଇ ଜଣ ହେଉଛନ୍ତି ଅକ୍ଷୟ ଓ ଆର୍ସୁ ଅପା । ତେବେ ସୂଚନା ଅନୁସାରେ ବିଦ୍ୟା ଭାରତୀଙ୍କ ବନ୍ଧୁ ଏହି ବାବଦରେ ନିଜ ରାଏ ରେ କହିଛନ୍ତି ଯେ ୨୦୧୯ ଅକ୍ଟୋବର ୧୬ରୁ ସେ ଓ ବିଦ୍ୟା କଲେଜରେ ଯାଏଁ କରିଥିଲେ ।

ଏହା ପରେ କୋରୋନା ଯୋଗୁ ଲକ ଡାଉନ ହେବା ଫଳରେ ମାର୍ଚ୍ଚ ୧୮ ୨୦୨୦ ମଧ୍ୟରେ ଯେତିକି ବିଦ୍ୟାଙ୍କ ସହ କଥାବାର୍ତ୍ତା କରିଥିଲେ । ଏହା ପରେ କୋରୋନା ଯୋଗୁ ଦୁହିଙ୍କ ମଧ୍ୟରେ କିଛି ଆଲୋଚନା ହୋଇ ନ ଥିଲା କି ସାକ୍ଷାତ ମଧ୍ୟ ହୋଇ ନ ଥିଲା । ବିଦ୍ୟା ଅକ୍ଷୟଙ୍କ ନାଁ କାହିଁକି ଲେଖିଛନ୍ତି ତାହା ତାଙ୍କ ବନ୍ଧୁ କିଛି ବି ଜାଣି ନାହାନ୍ତି ବୋଲି କହିଛନ୍ତି । ବିଦ୍ୟା ଓ ସୋମ୍ୟଙ୍କ ମ୍ୟାରେଜ ଡିସେମ୍ବର ୧ ୨୦୨୦ ରେ ହୋଇଥିଲା । ଏହା ପରେ ସେ ତାଙ୍କର ମ୍ୟାରେଜ ପାର୍ଟି ଦେଇଥିଲେ ତାଙ୍କ କଲେଜ ବନ୍ଧୁ ମାନଙ୍କୁ ଏପ୍ରିଲ ୧୧ ୨୦୨୧ ରେ । ଯାହା ତାଙ୍କ ବନ୍ଧୁ କହିଛନ୍ତି ।

ଏହା କୌଣସି ବ୍ୟାଚଲର ପାର୍ଟି ନ ଥିଲା ବୋଲି ବିଦ୍ୟାଙ୍କ ବନ୍ଧୁ କହିଛନ୍ତି । ବିଦ୍ୟାଙ୍କ ସାଙ୍ଗ ଅକ୍ଷୟଙ୍କ ସହ ତାଙ୍କର କୌଣସି ଖ-ରା-ପ ସ-ମ୍ପ-ର୍କ ନାହି ବୋଲି ଅକ୍ଷୟ କହିଛନ୍ତି । ଅକ୍ଷୟ ନିଜ ରାଏ ରେ କହିଛନ୍ତି ବିଦ୍ୟାଙ୍କ ସ୍ଵାମୀ ସୋମ୍ୟଙ୍କୁ ସେ ଆଗରୁ ଜାଣି ନାହାନ୍ତି । ଯେବେ ସୋମ୍ୟଙ୍କ ମୃ-ତ୍ୟୁ ମାମଲା ସାମନାକୁ ଆସିଲା ସେତେବେଳେ ଜାଣିବାକୁ ପାଇଲେ ଯେ ସେ ବିଦ୍ୟାଙ୍କ ସ୍ଵାମୀ ।

କାରଣ ବିଦ୍ୟା ନିଜ ମ୍ୟାରେଜରେ ତାଙ୍କୁ ନିମନ୍ତ୍ରଣ କରି ନ ଥିଲେ । ବିଦ୍ୟା ଯେଉଁ ପାର୍ଟି ଦେଇଥିଲେ ନିଜ ବନ୍ଧୁ ମାନଙ୍କୁ ବଲାଙ୍ଗୀରରେ ହଷ୍ଟେଲରେ ବୋଲି ଅକ୍ଷୟ କହିଛନ୍ତି । ବିଦ୍ୟା ତାଙ୍କ ଚିଠିରେ ଅକ୍ଷୟଙ୍କ ନାଁ କେଉଁ ସମୟରେ ଲେଖିଛନ୍ତି ଓ କାହାଙ୍କି ଲେଖିଛନ୍ତି ତାହା ବିଷୟରେ ଅକ୍ଷୟ କିଛି ଜାଣି ନାହାନ୍ତି ବୋଲି କହିଛନ୍ତି । ଅକ୍ଷୟଙ୍କୁ ଏ ଯାଏଁ କ୍ରାଇମ ବରଞ୍ଚ କିଛି ବି ପଚରାଉଚରା କରି ନାହି ବୋଲି ସେ କହିଛନ୍ତି ।

ଏହା ଛଡା ସେ କହିଛନ୍ତି ଯେ ଏହି ଘଟଣା କୁ ନେଇ ତାଙ୍କ ଭବିଷ୍ୟତରେ କିଛି ବି ଅସୁବିଧା ନ ହେଉ । କାରଣ ସୋମ୍ୟଙ୍କ ମୃ-ତ୍ୟୁ ଘଟଣାରେ ତାଙ୍କର କୌଣସି ହାତ ନାହି । ଏହା ଛଡା ତାଙ୍କ ବ୍ଯତୀତ ବିଦ୍ୟାଙ୍କର ଅନ୍ୟ କୌଣସି ସାଙ୍ଗଙ୍କ ନାଁ ଅକ୍ଷୟ ଥାଇପାରେ ବୋଲି ସେ ନିଜ ରାଏ ରେ କହିଛନ୍ତି ।

ବନ୍ଧୁଗଣ ଏହାକୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *