ଚନ୍ଦ୍ରନାଗ ଦଂଶନ କରିବାରୁ ବୁଢୀ ମା’ ର ଅବସ୍ଥା ଗୁରୁତର, ଦରକାର ଆପଣଙ୍କ ଆଶୀର୍ବାଦ, ଦେଖନ୍ତୁ Video

ପୃଥିବୀ ରେ ଅନେକ ଜି-ବ ଜ-ନ୍ତୁ ଅଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଆମେ କିଛି ପ-ଶୁ ପ-କ୍ଷୀ ମାନଙ୍କୁ ନିଜ ଘରେ ପାଳୁଥିବା ବେଳେ କିଛି ପ-ଶୁ ପକ୍ଷୀ ମାନଙ୍କୁ ଆମେ ମା-ରି-କି ନିଜ ଭୋଜନ ରେ ବ୍ୟବହାର କରୁ । ଦେଖିବା ପାଇଁ ଗଲେ ଆଦିମ ମାନବ ଏହି ସବୁ ଜିନିଷ କୁ ଖୁବ ସମୟ ଧରି ଅ-ନୁ-ଭ-ବ କରିଛି । କିନ୍ତୁ କିଛି ଏଭଳି ଜୀ-ବ ମାନେ ଅଛନ୍ତି ଯାହାକୁ ଆମେ ଡ-ରି ଥାଉ ସେମାନଙ୍କ ମଧ୍ୟରେ ସା-ପ ଅନ୍ଯତମ ।

ସା-ପ ଏକ ଡ-ରୁ-ଆ ପ୍ରାଣୀ କିନ୍ତୁ ଏହା ସେତେବେଳେ କାହାକୁ ମା-ରି ଥାଏ କିମ୍ବା କା-ମୁ-ଡି ଥାଏ ଯେତେବେଳେ ତାକୁ ଲାଗେ କି ତା ଜୀବନ ପ୍ରତି ବି-ପ-ଦ ଅଛି । ଏହି ଭଳି ଅନେକ ଘଟଣା ଘ-ଟି ସାରିଛି । ଏହା ପରେ ଦେଖିବା ପାଇ ଗଲେ ଭାରତ ରେ ଏହା ଏକ ସାଧାରଣ କଥା ଅଟେ । କାରଣ ଏହି ଜାଗାରେ ଅନେକ ଗଛ ଓ ପାଣି ପାଗ ମଧ୍ୟ ଖୁବ ଗ-ର-ମ- ।

ଏହି ଜାଗାରେ ୬ ପ୍ରକାର ଋତୁ ଆସି ଥାଏ । ତେଣୁ କରି ଏମାନଙ୍କୁ ନିଜ ପିଲା ମାନଙ୍କୁ ଜନ୍ମ ଦେବା ପାଇ ଏକ ସୁରକ୍ଷିତ ଜାଗା ଦରକାର ଥାଏ । ମଣିଷ ନିଜର ଘର କରିବା ପାଇଁ ଅନ୍ୟ ମାନଙ୍କ ଘର ଦ୍ଵାରାକୁ ଛଡାଇ ନେଇଛି କହିବାର ମୂଳ କାରଣ ହେଉଛି କି ଏହା ଦ୍ଵାରା ମଣିଷ ନିଜର ସବୁ ପ୍ରକାର କ୍ଷ-ତି ମଧ୍ୟ କରୁଛି ।

ଯଦି ଦେଖିବା ପାଇଁ ଯିବା ଏହି ଭଳି ଏକ ଅଭାବନିୟ ଘଟଣା ଘଟିଛି ଓଡିଶା ର ବାଲେଶ୍ଵର ଜିଲାରେ । ଏକ ମହିଳା ସୋଇଥିବା ସମୟରେ ଏକ ସା-ପ ଆସି ସନ୍ଧ୍ୟା ସମୟରେ ତାଙ୍କୁ କା-ମୁ-ଡି ଦେଇ ଥିଲା । ମହିଳା ଜଣଙ୍କ ବୃ-ଦ୍ଧ ହେବା ଯୋଗୁ ତାଙ୍କୁ ଭଲ କି ଦେଖା ଯାଇ ନଥିଲା ।

ସେ ତାଙ୍କ ବହୁ କୁ ଡାକିକି କହି ଥିଲେ କି କଣ ଏକ ଜିନିଷ ତାଙ୍କୁ କା-ମୁ-ଡି ଦେଇଛି ତାଙ୍କ ବହୁ ଦେଖିଲା ବେଳକୁ ଏହା ଏକ ସା-ପ ଥିଲା । ଏକ ଧଳା ନା-ଗ ସା-ପ । ଯିଏ କି ରାତିର ଅନ୍ଧାର ରେ ଘରେ ପଶି ଯାଇଥିବା ବେଳେ ସୋଇଥିବା ମହିଳା ଙ୍କୁ କା-ମୁ-ଡି ଦେଇ ଥିଲା । ମହିଳା ଙ୍କୁ ନିକଟସ୍ଥ ଚିକିସ୍ଛା କେନ୍ଦ୍ରକୁ ନେଇ ଜୀବା ପରେ ।

ସା-ପ ଧରାଳି କୁ ଡାକି ଏହି ସା-ପକୁ ଧ-ରି-ବା- ପାଇଁ ଘର ଲୋକ ସକ୍ଷମ ହୋଇ ଥିଲେ । ସା-ପ ଟି ଠାକୁର ଘର ଖଟୁଲି ତଳେ ରହି ଥିଲା । ଏହାକୁ ଦେଖିକି କାଢିବା ପାଇଁ ଚାହିଁ ଥିଲେ । ଏହାକୁ ଧ-ରି-ବା- ପରେ ସା-ପ ଧରାଳି ମହିଳାଙ୍କ ସ୍ଵାସ୍ଥ୍ୟ ବିଷୟରେ ପଚାରି ଥିଲେ ଓ ଚାଲି ଯାଇଥିଲେ । ତେବେ ଏହା ମଧ୍ୟ କୁହା ଯାଏ କି ସା-ପ କ-ମୁ-ଡି-ବା ପରେ ସା-ପ ର ବି-ଶ ଜେଭଳି ମଣିଷ ମାନଙ୍କ ଦେ-ହ-କୁ ଆସିଥାଏ । ସେହି ଭଳି ମଣିଷ ର ବି-ଶ ମଧ୍ୟ ଏହା ଦେ-ହ-କୁ ଯାଇଥାଏ ।

Leave a Reply

Your email address will not be published. Required fields are marked *