ଓଡିଆ ସେଲିବ୍ରେଟି କିଏ ଯେଉଁ ମାନେ ଆଗାମୀ ଦିନରେ କରିବାକୁ ଯାଉଛନ୍ତି ବିବାହ

ଓଲିଉଡ ଜଗତରେ ଅଭିନୟ କରି ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ଅଲଗା ସ୍ଥାନ ସୃଷ୍ଟି କରିଛନ୍ତି । କିଛି କଳାକାର ମାନେ ନିଜର ଷ୍ଟାଇଲ, ଲୁକ ଓ ପର୍ଶନାଲିଟି ପାଇଁ ମଧ୍ୟ ବେଶ ଚର୍ଚ୍ଚା ରେ ରହିଛନ୍ତି । ଆପଣ ମାନେ ଏମିତି କିଛି କଳାକାର ମାନଙ୍କୁ ଜାଣିଥିବେ ଯେଉଁ ମାନେ ପ୍ରେମ କରି ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି । ଏମିତି କିଛି କଳାକାର ମାନେ ଅଛନ୍ତି ଯେଉଁ ମାନେ ବହୁତ ଜଲ୍ଦି ବିବାହ କରିବାକୁ ଯାଉଛନ୍ତି । ଆଜି ଆମେ ଆପଣ ମାନଙ୍କୁ ସେହି କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ।

୧- ଛନ୍ଦିତା : ଆପଣ ମାନେ ଅଭିନେତ୍ରୀ ଛନ୍ଦିତା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଲୋକପ୍ରିୟ ହୋଇଛନ୍ତି । ତାଙ୍କୁ ବର୍ତ୍ତମାନ ୩୬ ବର୍ଷ ହୋଇ ସାରିଛି । ଆଗାମୀ ଦିନରେ ସେ ବିବାହ କରିବାକୁ ଯାଉଛନ୍ତି ।

୨- ଲିପ୍ସା ମିଶ୍ର : ଟେଲିଭିଜନ ଜଗତର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ଭାବେ ଲୀପଶା ମିଶ୍ର ଅପରିଚିତ । ଏହି ଭିଡିଓ ରେ ଲିପ୍ସା ତାଙ୍କ ବଏଫ୍ରେଣ୍ଡଙ୍କ ସହ ନଜର ଆସୁଛନ୍ତି ଯାହାଙ୍କ ସହ ସେ ବହୁତ ଜଲ୍ଦି ମ୍ୟାରେଜ କରିବାକୁ ଯାଉଛନ୍ତି ।

୩- ଜେସୀ ସାମଲ : “ତୋ ପାଇଁ ମୁଁ” ସିରିଏଲରେ ନିଜର ଦମଦାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣିଥିବା ଅଭିନେତ୍ରୀ ହେଉଛନ୍ତି ଜେସୀ ସାମଲ । ସେ ଅଭିନେତା ଅମରଙ୍କ ସହ ବହୁତ ଜଲ୍ଦି ବିବାହ କରିବାକୁ ଯାଉଛନ୍ତି ।

୪- ଅଶ୍ଵିନୀ ଓ ପ୍ରେରଣା : ଆପଣ ମାନେ କଳାକାର ଅଶ୍ଵନୀ ଓ ପ୍ରେରଣା ଙ୍କୁ ବହୁତ ସାରା ଆଲବମ ଓ ଆଙ୍କରିଙ୍ଗ କରିବାରେ ନିଶ୍ଚୟ ଦେଖିଥିବେ । ଦୁହେଁ ଶୁଟିଙ୍ଗ ସେଟରୁ ପରସ୍ପରକୁ ଭଲ ପାଇ ଆଗାମୀ ଦିନରେ ବିବାହ କରିବାକୁ ଯାଉଛନ୍ତି ।

୫- ସାଇ ଓ ସାରା : ଆପଣ ମାନେ ଅଭିନେତା ସାଇ ଓ ଅଭିନେତ୍ରୀ ସାରା ଙ୍କୁ ଅନେକ ସିରିଏଲରେ ଦେଖିଥିବେ । ଦୁହେଁ ପରସ୍ପରକୁ ଶୁଟିଙ୍ଗ ସେଟରୁ ଭଲ ପାଇ ଆଗାମୀ ଦିନରେ ବିବାହ କରିବାକୁ ଯାଉଛନ୍ତି ।

୬- ରାଜେଶ ଓ ଶ୍ରଦ୍ଧା : ଟେଲିଭିଜନ ଜଗତରେ ଏହି ଦୁଇ ଯୋଡି ନିଜର ଜବରଦସ୍ତ ଅଭିନୟ ପାଇଁ ପରିଚିତ ଅଟନ୍ତି । ଦୁହେଁ ଶୁଟିଙ୍ଗ ସେଟରୁ ଭଲ ପାଇ ନିର୍ବନ୍ଧ କରି ସାରିଛନ୍ତି । ବହୁତ ଜଲ୍ଦି ଏମାନେ ମ୍ୟାରେଜ କରିବାକୁ ଯାଉଛନ୍ତି ।

୭- ଲିପି ମହାପାତ୍ର : ଆପଣ ମାନେ “ତାରା ତାରିଣୀ” ସିରିଏଲରେ ଅଭିନେତ୍ରୀ ଲିପିଙ୍କର ଜବରଦସ୍ତ ଅଭିନୟ ଦେଖିଥିବେ । ତାଙ୍କୁ ୩୯ ବର୍ଷ ହୋଇଥିଲେ ମଧ୍ୟ ସେ ବିବାହ କରି ନାହାନ୍ତି ।

୮- ବୁଦ୍ଧାଦିତ୍ୟ :ଓଡିଆ ଇଣ୍ଡଷ୍ଟ୍ରିରେ ଅନେକ ଫିଲ୍ମରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ଅଭିନେତା ବୁଦ୍ଧାଦିତ୍ୟଙ୍କୁ କିଏ ନ ଜାଣିଛନ୍ତି । ତାଙ୍କୁ ୪୩ ବର୍ଷ ହୋଇଥିଲେ ମଧ୍ୟ ବହୁତ ଜଲ୍ଦି ସେ ମ୍ୟାରେଜ କରିବାକୁ ଯାଉଛନ୍ତି ଯାହା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *