“Ramaiya Vastavaiya” ଫିଲ୍ମର ଅଭିନେତା ଗିରୀଶ କୁମାର ଆଜି ବଞ୍ଚୁଛନ୍ତି ଏମତି ଜୀବନ !

ବଲିଉଡ ଜଗତରେ ଅଭିନୟ କରି କଳାକାର ମାନେ ନିଜର ଜବରଦସ୍ତ ପର୍ଫୋମାଂସ ଦେଇଛନ୍ତି । ସେମାନେ ନିଜର ଷ୍ଟାଇଲିସ ଅନ୍ଦାଜ ଓ ଚାର୍ମିଙ୍ଗ ଲୂକ ପାଇଁ ମଧ୍ୟ ବେଶ ଚର୍ଚ୍ଚା ରେ ରହିଛନ୍ତି । କିଛି କଳାକାର ଏମାନେ ନିଜର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣି ପାରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ “ରମେୟା ବାସ୍ତେବିୟା” ଫିଲ ର ଅଭିନେତା ଗିରୀଶ କୁମାର ବର୍ତ୍ତମାନ କେମିତି ଅଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

ଆପଣ ଏମାନେ ଫିଲ୍ମ “ରମେୟା ବାସ୍ତେବିୟା” ନିଶ୍ଚୟ ଦେଖିଥିବେ । ଏହି ଫିଲ୍ମରେ “ଜିନେ ଲଗା ହୁଁ ପେହେଲେ ସେ ଜ୍ୟାଦା ତୁମ ପେ ମ-ର-ନେ ଲଗା ହୁଁ” ଗୀତ ଟି ଆଜି ବି ଲୋକଙ୍କ ମନରେ ଘର କରି ରହିଛି । ଏହି ଫିଲ୍ମରେ ଅଭିନେତା ଗିରୀଶ କୁମାର ରାମ ଚରିତ୍ରରେ ନଜର ଆସିଥିଲେ ଯାହାଙ୍କର ନଟଖଟ ଅନ୍ଦାଜ ଓ ଅଭିନୟକୁ ଦର୍ଶକ ମାନେ ବହୁତ ପସନ୍ଦ କରିଥିଲେ ।

ଏହି ଅତରଙ୍ଗି ନାୟକ ଗିରୀଶ କୁମାର ବଡ ପରଦାରେ ଏହି ଚରିତ୍ରକୁ ନିଭାଇବାରେ ଯେଉଁ ପରିଶ୍ରମ କରିଥିଲେ କିଛି ମାତ୍ରାରେ ସେ ସଫଳ ହୋଇଥିଲେ । ଏହି ଫିଲ୍ମରେ ଦର୍ଶକ ମାନଙ୍କୁ ତାଙ୍କର ଅଭିନୟ ବ୍ୟତିତ ତାଙ୍କର ଜବରଦସ୍ତ ଡ୍ୟାନ୍ସ ମଧ୍ୟ ପସନ୍ଦ ଆସିଥିଲା । ଅଭିନେତା ଗିରୀଶ କୁମାର ୧୯୭୯ ଜାନୁଆରୀ ୩୦ରେ ମୁମ୍ବାଇରେ ଜନ୍ମଗ୍ରହଣ ଅକରିଥିଲେ । ସେ ତାଙ୍କର ପାଠପଢା ମୁମ୍ବାଇରେ ହିନ ଶେଷ କରିଥିଲେ । ସେ ଫିଲ୍ମ ପରିବାର ସହ ସ-ମ୍ପ-ର୍କ ରଖନ୍ତି । ତାଙ୍କ ପିତା କୁମାର ଏସ ତୋରାନି ପ୍ରଡ଼କସନ କମ୍ପାନୀ ଟିପ୍ସ ଅଫିସର ମାଲିକ ଅଟନ୍ତି ।

ତାଙ୍କ ପିତା ଫିଲ୍ମ ଦୁନିଆର ଜଣେ ପ୍ରଡ୍ୟୁସର ଅଟନ୍ତି ଯିଏ କି “ରେଶ-୨” ଭଳି ଧମାଲ ଫିଲ୍ମ ରେ ପ୍ରଡ୍ୟୁସ କରିଥିଲେ । ଗିରୀଶ ଅଭିନୟ ପ୍ରତି ଆଗ୍ରହ ନ ଥିଲେ କିନ୍ତୁ ତାଙ୍କ ପିତାଙ୍କ ଇଚ୍ଛାକୁ ପୂରଣ କରିବାକୁ ଯାଇ ସେ ଅଭିନୟ କରିବାକୁ ଲାଗିଲେ । ଏହା ପରେ ତାଙ୍କ ପିତା ଡ୍ୟାନ୍ସ ମଷ୍ଟର ପ୍ରଭୁ ଦେବାଙ୍କୁ ଗିରୀଶଙ୍କୁ ଡ୍ୟାନ୍ସ ଶିକ୍ଷା ଦେବା ପାଇଁ ଅପିଲ କରିଥିଲେ । ଏହା ପରେ ୨୦୧୩ରେ ପ୍ରଭୁ ଦେବା ବଲିଉଡରେ ଗିରୀଶଙ୍କୁ “ରମେୟ ବସ୍ତେବିୟା” ଫିଲ୍ମରେ ଲଞ୍ଚ କରିଥିଲେ । ଏହି ଫିଲ୍ମରେ ସଫଳତା ହେବା ପରେ ମଧ୍ୟ ବଲିଉଡରେ ତାଙ୍କୁ ୩ ବର୍ଷ ଯାଏଁ ଫିଲ୍ମ ଅଫର ହୋଇ ନ ଥିଲା ।

ଏହା ପରେ ୨୦୧୬ରେ ସେ “ଲଭସୁଧା” ଫିଲ୍ମରେ ଦିତୀୟ ଥର ନଜର ଆସିଥିଲେ ମଧ୍ୟ ଫିଲ୍ମଟି ପ୍ଲଫ ହୋଇଥିଲା ଯାହା ପାଇଁ ସେ ଆଜି ଯାଏଁ କୌଣସି ଫିଲ୍ମରେ ନଜର ଆସି ନାହାନ୍ତି । ସେ ଫିଲ୍ମରେ ଦେଖିବାକୁ ଯେମିତି ଥିଲେ ବର୍ତ୍ତମାନ କିଛି ଅଲଗା ଦେଖା ଯାଉଛନ୍ତି । ସେ ନିଜର ହେୟାର ଷ୍ଟାଇଲ ଚେଞ୍ଜ କରିବା ସହ ତାଙ୍କ ଲୁକରେ ମଧ୍ୟ ଚେଞ୍ଜେସ ଆସିଛି । ସମୟ ସହ ସେ ଦେଖିବାକୁ ଗୁଡ ଲୁକିଙ୍ଗ, ହ୍ୟାଣ୍ଡସମ ଓ ଚାର୍ମିଙ୍ଗ ଲାଗୁଛନ୍ତି । ସେ ୨୦୧୫ରେ କୃଷ୍ଣା ମାଘବାନିଙ୍କ ସହ ମ୍ୟାରେଜ କରିଛନ୍ତି । ତାଙ୍କର ଗୋଟେ ପୁଅ ମଧ୍ୟ ଅଛି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *