ଜନ୍ମରୁ ହିଁ ଭାଗ୍ୟଶାଳୀ ହୋଇଥାନ୍ତି ଏହି 4ଟି ନାମର ଝିଅମାନେ- Jyotisha Shastra

ପ୍ରତ୍ୟେକ ମଣିଷର ବ୍ୟବହାର, ସ୍ଵଭାଵ, ବିଚାର ଅନ୍ୟମାନଙ୍କ ଠାରୁ ଅଲଗା ହୋଇ ଥାଏ । ଏମାନଙ୍କର ଏହି ସ୍ଵଭାଵ ଏମାନଙ୍କ ନାମର ପ୍ରଥମ ଅକ୍ଷରରୁ ହୋଇ ଥାଏ । ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ତାହାର ସ୍ଵଭାଵ, ବ୍ୟକ୍ତିତ୍ୱ ଆଦି ସହ ଜଡିତ ସମ୍ଭନ୍ଧୀୟ ସମ୍ପର୍କରେ ସୂଚନା ବା ଟିପ୍ପଣୀ ଦେଇଥାଏ । ଏହା ସମସ୍ତଙ୍କ ଜୀବନରେ ଗଭୀର ପ୍ରଭାବ ପକାଇ ଥାଏ । ତେଣୁ ଏପରିରେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ନାମର ବ୍ୟକ୍ତି ବହୁତ ଭାଗ୍ୟଶାଳୀ ଅଟନ୍ତି ।

ଏମାନେ ଯେଉଁ ମାନଙ୍କ ସହ ସମ୍ପର୍କ ଯୋଡ଼ିଥାନ୍ତି ତାଙ୍କ ସହ ପୁରା ସଚୋଟତା ଭାବେ ସମ୍ପର୍କ ରଖିଥାନ୍ତି । କୁହାଯାଏ ଯେ ଏହି ୪ଟି ଅକ୍ଷର ନାମର ଝିଅ ମାନେ ଯେଉଁଠିକି ବି ଯାଇଥାନ୍ତି ସେମାନେ ସେଇଠାରେ ଖୁସି ଓ ଆନନ୍ଦ ହିଁ ବାଣ୍ଟିଥାନ୍ତି ।

ଏମାନଙ୍କ ଉପରେ ସର୍ବଦା ମା ଲଷ୍ମୀଙ୍କ ଆର୍ଶୀବାଦ ରହିଥାଏ । ଏମାନଙ୍କ ସହ ଜଡିତ ଲୋକମାନେ ନିଜକୁ ଭାଗ୍ୟଶାଳୀ ମଧ୍ୟ କହିପାରିବେ । ଏହି ଝିଅମାନଙ୍କୁ ଜୀବନସାଥୀ । ରୂପେ ପାଇଲେ ଆପଣ ନିଜକୁ ଭାଗ୍ୟବାନ ମନେ କରିବେ । ପ୍ରଥମ ଅକ୍ଷର ହେଉଛି Y । ଏହି ନାମର ଝିଅମାନେ ବହୁତ ଭାଗ୍ୟବତୀ ଅଟନ୍ତି । ଏମାନେ ନିଜର ବଚନର ବହୁତ ପକ୍କା ଅଟନ୍ତି । ଏମାନେ ଯାହା ଥରେ ଭାବିନିଅନ୍ତି ତାହା କରିକି ରୁହନ୍ତି ।

ଏମାନେ ଯାହା ସହ ବି ସମ୍ପର୍କ ରଖନ୍ତି ନିଷ୍ଠା ର ସହ ସମ୍ପର୍କ ପାଳନ କରନ୍ତି । ଏମାନେ ନିଜକୁ ନିଜ ଜୀବନସାଥୀ ପାଇଁ ସମର୍ପଣ କରି ଦିଅନ୍ତି । ଏମାନେ ନିଜ ଜୀବନସାଥୀଙ୍କ ପାଇଁ ବହୁତ ବିଶ୍ଵାସର ପାତ୍ର ହୋଇଥାନ୍ତି । ଏମାନେ ନିଜ ଜୀବନସାଥୀ ଓ ଘର ପରିବାରର ଖୁସି ର ବହୁତ ଧ୍ୟାନ ରଖିଥାନ୍ତି । ସେଥିପାଇଁ କୁହାଯାଏ କି ଏହି ନାମର ଝିଅ ମାନକୁ ପତ୍ନୀ ରୂପେ ପାଇଥିବା ବ୍ୟକ୍ତି ବହୁତ ଭାଗ୍ୟବାନ ଅଟନ୍ତି ।

ଦ୍ଵତୀୟ ଅକ୍ଷର ହେଉଛି C । ଏହି ନାମର ଝିଅ ମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ଏମାନେ ଦେଖିବାକୁ ଯେପରି ସୁନ୍ଦର ସେହିପରି ଏମାନଙ୍କ ମନ ଓ ହୃଦୟ ମଧ୍ୟ ସଫା ହୋଇଥାଏ । ଏମାନେ ନିଜ ଜୀବନସାଥୀଙ୍କୁ ବହୁତ ଭଲ ପାଇବା ସହ ତାଙ୍କର ଛୋଟ ଛୋଟ ଖୁସି ର ମଧ୍ୟ ଧ୍ୟାନ ରଖିଥାନ୍ତି । ତୃତୀୟ ଅକ୍ଷର ହେଉଛି G । ଏହି ନାମର ଝିଅମାନଙ୍କ ସ୍ୱଭାବ ଖୁସି ମିଜାସ ଓ ଯତ୍ନବାନ ହୋଇଥାଏ ।

ଏମାନେ ଯାହା ସହ ମିଶିଥାନ୍ତି ଅତି ଗଭୀର ସମ୍ପର୍କ ବନେଇ ଦେଇଥାନ୍ତି । ଏମାନେ । ବହୁତ ଭାଗ୍ୟବତୀ ଅଟନ୍ତି । ଏମାନେ ନିଜ ଆଖପାଖ ରେ ସର୍ବଦା ଖୁସି ବାଣ୍ଟୁ ଥାନ୍ତି । ଚତୁର୍ଥ ଅକ୍ଷର ହେଉଛି D । ଏହି ନାମ ର ଝିଅ ମାନେ ବହୁତ ଭାଗ୍ୟଶାଳୀ ଅଟନ୍ତି । ଏମାନେ ଯେଉଁ ସ୍ଥାନକୁ ବି ଯାଆନ୍ତି ସେହିଠାରେ ଖୁସି ଓ ଶାନ୍ତି ହିଁ ବାଣ୍ଟିଥାନ୍ତି ।

ଏମାନଙ୍କର ଭଲ ଗୁଣ ପାଇଁ ଏମାନଙ୍କ ଉପରେ ମା ଲଷ୍ମୀଙ୍କ ର ଆର୍ଶୀବାଦ ସର୍ବଦା ରହିଥାଏ । ଏମାନେ ନିଜର ଶ୍ୱଶୁର ଘର ପାଇଁ ମଧ୍ୟ ବହୁତ ଭାଗ୍ୟବତୀ ପ୍ରମାଣିତ ହୋଇଥାନ୍ତି । ଏମାନେ ଶ୍ୱଶୁର ଘରେ ସୁଖ ଓ ସମୃଦ୍ଧି ବୃଦ୍ଧି କରିଥାନ୍ତି । ଓ ଧନ ର ବର୍ଷା ମଧ୍ୟ ହୋଇଥାଏ । ତେବେ ଏହି ୪ ଟି ଅକ୍ଷରର ଝିଅଙ୍କୁ ମଧ୍ୟରୁ ଆପଣ ଯାହାକୁ ବି ଜୀବନସାଥୀ ରୂପେ ପାଇବେ ନିଜକୁ ଭାଗ୍ୟବାନ ମନେକରିବେ ।

Leave a Reply

Your email address will not be published. Required fields are marked *