ଯେଉଁ ମହିଳା ମାନଙ୍କ ମଧ୍ୟରେ ଏହି 3 ଟି ଲକ୍ଷଣ ଥାଏ, ସେମାନେ ମା’ ହୋଇ ପାରନ୍ତି ନାହିଁ- Pregnancy Tips

ଋ-ତୁ-ସ୍ରା-ବ ହେଉଛି ହ-ର-ମୋ-ନ ଉତ୍ପାଦନରେ ପ୍ରାକୃତିକ ପରିବର୍ତନ ଏବଂ ମହିଳା ପ୍ରଜନନ ପ୍ରଣାଳୀର ଗ-ର୍ଭା-ଶ-ୟ ଓ ଏବଂ ଡି-ମ୍ବା-ଣୁ ଗଠନ ଯାହା ଗର୍ଭଧାରଣକୁ ସମ୍ଭବ କରି ଥାଏ । ଓ-ଭା-ରି-ନ ଚକ୍ର ଅଣ୍ଡା ଉତ୍ପାଦନ ଏବଂ ମୁକ୍ତି ଏବଂ ଇ-ଷ୍ଟ୍ରୋ-ଜେ-ନ ଏବଂ ପ୍ରୋ-ଜେ-ଷ୍ଟ୍ର-ନ ର ଚକ୍ରବର୍ତ୍ତୀକୁ ନିୟନ୍ତ୍ରଣ କରେ । ତେଣୁ କରି ଋ-ତୁ-ସ୍ରା-ବର ବହୁତ ବେଶୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଗ-ର୍ଭ-ବ-ତୀ ହେବା ପାଇଁ । ଗ-ର୍ଭ-ବ-ତୀ ହେବା ପାଇଁ ହେଲେ ଡି-ମ୍ବା-ଣୁ ଉତ୍ପାଦନ ସଠିକ ହେଉଥିବା ଦରକାର ଓ ଏକ ସୁସ୍ଥ ଶୁକ୍ରାଣୁ ଏହି ଦୁଇଟି ପ୍ରମୁଖ ଜିନିଷ ଅଟେ ।

ଅନେକ ମହିଳା ଗ-ର୍ଭ-ବ-ତୀ ହୋଇପାରନ୍ତି ନାହିଁ । ଏହାର କାରଣ ହେଉଛି ତାଙ୍କ ଶରୀରରେ ଡି-ମ୍ବା-ଣୁ ଉତ୍ପାଦନ କମ ହେଉଛି ବା ସଠିକ ଭାବେ ହେଉ ନାହିଁ । ତେବେ ଏହା କିପରି ଜାଣିବା କି କେଉଁ ମହିଳାଙ୍କର ଡି-ମ୍ବା-ଣୁ ଉତ୍ପାଦନ ଠିକ ଭାବେ ହେଉ ନାହିଁ ।

ଯେଉଁମାନଙ୍କର ଋ-ତୁ-ସ୍ରା-ବ ବା ପି-ରି-ୟ-ଡ୍ସ ରେ ଅନିୟ ମିତତା ଦେଖାଯାଏ ସେହି ପି-ରି-ୟ-ଡ୍ସ ଅନିୟମିତତା ଏହି ଡି-ମ୍ବା-ଣୁ ଉତ୍ପାଦନ ଠିକ ନ ହେବାର ଲକ୍ଷଣ ଅଟେ । ଯଦି ପି-ରି-ୟ-ଡ୍ସ ୨୫ ଦିନରୁ କମ ଓ ୩୫ ଦିନରୁ ଅଧିକ ରେ ହଉଥାଏ ବା ଅନେକ ଲୋକଙ୍କର ପି-ରି-ୟ-ଡ୍ସ ୨, ୩ ମାସ ପରେ ହୋଇ ଥାଏ ତେବେ ଏହା ପି-ରି-ୟ-ଡ୍ସ ଚକ୍ରରେ ଅନିୟ ମିତତା କୁହାଯାଏ ।

ଏହାଛଡା ଯେଉଁ ମାନଙ୍କର ପି-ରି-ୟ-ଡ୍ସ ରେ ର-କ୍ତ-ସ୍ରା-ବ ୭ ଦିନରୁ ଅଧିକ ଓ ର-କ୍ତ-ସ୍ରା-ବ ୧ ରୁ ୨ ଦିନ ହୋଇକି ବନ୍ଦ ହୋଇ ଯାଏ । ସେମାନଙ୍କ ର ପି-ରି-ୟ-ଡ୍ସ ଅନିୟମିତତା ହୋଇ ଥାଏ । ଡି-ମ୍ବା-ଣୁ ଉତ୍ପାଦନ ସଠିକ ନହେଲେ ସେହି ନାରୀମାନେ ଗ-ର୍ଭ-ବ-ତୀ ହୁଅନ୍ତିନି ଅନେକ ହେଲେ ବି କ-ଷ୍ଟ-କ-ର ହୋଇ ଥାଏ । ବହୁତ ଅଧିକ ର-କ୍ତ-ସ୍ରା-ବ ନିମ୍ନ ପ୍ରୋ-ଜେ-ଷ୍ଟ୍ର-ନ କୁ ଦର୍ଶାଇ ଥାଏ । ବହୁତ କମ ର-କ୍ତ-ସ୍ରା-ବ ଆପଣଙ୍କ ଶରୀରରେ ପୋଷଣ ଓ ହ-ର-ମୋ-ନ ର ନିମ୍ନ କୁ ଦର୍ଶାଇ ଥାଏ ।

ନିମ୍ନ ପୋଷଣ ହ-ର-ମୋ-ନ ରେ ଅନିୟମିତତା ଦେଖାଇ ଥାଏ । ତେଣୁ ପି-ରି-ୟ-ଡ୍ସ ଠିକ କରିବାକୁ ହେଲେ ଆପଣଙ୍କୁ ଭରପୁର ମାତ୍ରା ରେ ପୋଷଣ ନିଜ ଶରୀରକୁ ଯୋଗାଇବାକୁ ହେବ । ଯଦି ର-କ୍ତ-ସ୍ରା-ବ ଅଧିକ ହୋଇଥାଏ ତେବେ ଆପଣ ପାନମଧୁରୀ ର ପାଣି ପିଇ ପାରିବେ । ଏହା ଦ୍ୱାରା ର-କ୍ତ-ସ୍ରା-ବ ସଠିକ ଭାବେ ହୋଇଥାଏ । ଏହା ଛଡା ଅନ୍ୟ ଏକ ଅସୁବିଧା ଥାଏ ଯାହା ହେଉଛି “lack of cervical mucus” ଏହା ମଧ୍ୟ ଡି-ମ୍ବା-ଣୁ ଉତ୍ପାଦନ ସଠିକ ହେଉଛି କି ନାହିଁ ତାହା ଦର୍ଶାଇଥାଏ । cervical mucus ହେଉଛି ଯଦି ଆପଣଙ୍କର ମାସର ଅଧାରେ ବା ମାସର କୌଣସି ଦିନରେ ପାଣି ପରି ଦେହରୁ ନିର୍ଗତ ହେଉ ନାହିଁ ତେବେ ଆପଣଙ୍କ ର ଡି-ମ୍ବା-ଣୁ ଉତ୍ପାଦନ ହେଉ ନାହିଁ ।

ପି-ରି-ୟ-ଡ୍ସ ପରେ ବା ପୂର୍ବରୁ ଦେହରୁ “white discharge” ହେବା ଏକ ସାଧାରଣ କଥା ଏହା ବେଳେ ବେଳେ ଜଣା ପଡେ ଓ ବେଳେ ବେଳେ ଜଣା ପଡେ ନାହିଁ । ଏହି ସବୁ ଲକ୍ଷଣ PCOD କୁ ଦର୍ଶାଇ ଥାଏ । PCOD ଆଜିକାଲି ଏକ ସାଧାରଣ ରୋ-ଗ ହୋଇଗଲାଣି ଏହା ଜୀବନଶୈଳୀ ରେ ବିଶୃଙ୍ଖଳା ଯୋଗୁଁ ହୋଇ ଥାଏ ଆପଣ ପ୍ରାକୁତିକ ଉପାୟରେ ଏହାକୁ ଭଲ କରି ପାରିବେ । ଏହା ଆଜିକାଲି ର ଝିଅ ମାନଙ୍କ ମଧ୍ୟରେ ବେଶି ଦେଖାଯାଉଛି ତେଣୁ ଆପଣ ମାନେ ନିଜର ଖାଦ୍ୟ ପେୟ, ବ୍ୟାୟାମ ଆଦି ଠିକ ରଖନ୍ତୁ ଶରୀର କୁ ସଠିକ ପୋଷଣ ଯୋଗାନ୍ତୁ ପି-ରି-ୟ-ଡ୍ସ ଅନିୟମିତତା ଦୂର ହୋଇ ଯିବ ।

Leave a Reply

Your email address will not be published. Required fields are marked *