ଯେବେ ଶବରୀ ଭଗବାନ ରାମଙ୍କୁ ଖୁଆଇଲା ଅଇଁଠା କୋଳି, ତାପରେ ଲକ୍ଷ୍ମଣ ଯାହା କରିଲେ ତାହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ରାମ

ପ୍ରକୃତରେ ଶ-ବ-ରୀ କିଏ ଥିଲେ ଆସନ୍ତୁ ଜାଣିବା ଶ-ବ-ରୀକୁ କେମିତି ମୁକ୍ତି ମିଳିଲା । ମାତଙ୍ଗ ଋଷି ଶ-ବ-ରୀଙ୍କୁ ଗ୍ରହଣ କରି ତାକୁ ଗୁରୁ ଦିକ୍ଷା ଦେଇଥିଲେ । ଶ-ବ-ରୀ ନିଜ ଗୁରୁ ଭକ୍ତି ଦ୍ଵାରା ଗୁରୁ ହୃଦୟରେ ସ୍ଥାନ ବନାଇ ଥିଲେ । ଗୁରୁ ତାଙ୍କୁ ଆଶୀର୍ବାଦ ଦେଇ କହିଥିଲେ ଇଷ୍ଟ ଭଗବାନ ରାମ ଏହି ବାଟ ଦେଇ ଯିବେ ତୁମେ ଅପେକ୍ଷା କରିଥିବ । ଶ-ବ-ରୀର ଖୁଶିର ଠିକଣା ନଥିଲା । ପ୍ରତିଦିନ ଆଶ୍ରମର ସଫା କରିଥାଏ ଓ କନ୍ଦ ମୂଳ ରଖି ଭଗବାନ ଶ୍ରୀ ରାମଙ୍କର ଅପେକ୍ଷା କରିଥାଏ । ଏହିଭଳି ଶ-ବ-ରୀ ଅପେକ୍ଷା କରି କରି ବୁଢୀ ହୋଇ ଯାଇଥିଲେ ।

କିନ୍ତୁ ଭଗବାନ ଶ୍ରୀ ରାମଙ୍କୁ ଦେଖା କରିବାର ଆଶା କେବେବି ଛାଡି ନଥିଲେ । ତାଙ୍କୁ ପୁରା ବିଶ୍ଵାସ ଥିଲାକି ତାଙ୍କ ଗୁରୁ କହିଥିବା କଥା ଦିନେ ସତ୍ୟ ହେବ । ଆଉ ଭଗବାନ ଏହି ରାସ୍ତାରେ ଯିବେ ଆଉ ତାର ମୁକ୍ତି ହୋଇଯିବ । ସନାତନ ଧର୍ମରେ ମନ୍ତ୍ର ସତ୍ୟ ଅଟେ, ପୂଜା ସତ୍ୟ ଅଟେ, ।


ଶ-ବ-ରୀ ପୁରା ସମୟ ଭଗବାନଙ୍କ ଅପେକ୍ଷାରେ ବିତାଇ ଦେଇଥିଲେ । ତାଙ୍କର ପ୍ରତୀକ୍ଷା ପୁରା ହୋଇଥିଲା । ରାମ ତାଙ୍କର ଅନୁଜ ଲକ୍ଷ୍ମଣଙ୍କ ସହିତ ମା ସିତାଙ୍କୁ ଖୋଜି ଖୋଜି ମାତଙ୍ଗ ଋଷିଙ୍କ ଆଶ୍ରମରେ ପହଞ୍ଚି ଥିଲେ । ଶ-ବ-ରୀ ତାଙ୍କୁ ଚିହ୍ନି ତାଙ୍କର ବହୁତ ଆଦରର ସହିତ ସ୍ଵାଗତ କରିଥିଲେ । ଶ-ବ-ରୀ ଭଗବାନଙ୍କୁ କନ୍ଦ ମୂଳ ଫଳ ଅର୍ପଣ କରିଥିଲେ ଆଉ ସେ ଅର୍ପଣ କରିବା ସମୟରେ ତାଙ୍କୁ ସଙ୍କୋଚ ହେଉଥିଲା ।


ତାଙ୍କୁ ଲାଗୁଥିଲାକି ତାଙ୍କ ଭଗବାନଙ୍କୁ ଖଟା ନମିଳୁ । ଶେଠୀ ପାଇଁ ସେ ତାକୁ ଚାଖିକି ଦେବା ଆରମ୍ଭ କରି ଦେଇଥିଲେ । ଆଉ ଖଟା ଫଳ ଫୋପାଡି ଦେଉଥିଲେ । ଆଉ ପ୍ରଭୁ ମଧ୍ୟ ବିନା ସଙ୍କୋଚରେ ଫଳ ଖାଇବାକୁ ଲାଗିଥିଲେ । ଲକ୍ଷ୍ମଣ ଦେଖି ଏହା ଆଶ୍ଚର୍ଯ୍ୟ ହୋଇଥିଲେକି ଶ-ବ-ରୀଙ୍କର ଅଇଁଠା କୋଳି ଶ୍ରୀରାମ ଖାଉଛନ୍ତି । ଶ୍ରୀରାମ ଶବରିର ସରଳତା ଉପରେ ମୋହିତ ଥିଲେ ।


ଆଉ ଶବାରିରା ଭକ୍ତି ଆଜି ମଧ୍ୟ ନିଶ୍ଚିତ ପ୍ରେମ କାହାଣୀ ଅଟେ । କୁହାଯାଏ ମାତା ଶ-ବ-ରୀଙ୍କୁ ସେହି ସମୟରେ ମୁକ୍ତି ମିଳିଯାଇଥିଲା । ଏହା କେବଳ ସମ୍ଭବ ହୋଇଥିଲା ତାର ଦୃଢ ଇଛା ଶକ୍ତି ଆଉ ଅତୁଟ ପ୍ରେମ ପାଇଁ । ଯଦି ଭକ୍ତିରେ ଶକ୍ତି ଥାଏ ତେବେ କେବେ ନା କେବେ ଭଗବାନ ମିଳିବେ । ଯଦି ଆପଣଙ୍କୁ ଏହି ଲେଖାଟି ଭଲ ଲାଗିଛି ତେବେ ଏହାକୁ ଲାଇକ ଆଉ ସେୟାର କରନ୍ତୁ । ଆଉ ଏହାକୁ ଅଧିକରୁ ଅଧିକ ସେୟାର ମଧ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *