ପ୍ରତେକ ବ୍ୟକ୍ତି ଜୀବନରେ କିଛି ନା କିଛି ସ୍ଵଭାବ ରହିଥାଏ । ଯାହା ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି । ମଣିଷ ନିଜର ସ୍ଵଭାବ ଦ୍ଵାରା ନିଜର ଚରିତ୍ର ର ପରିଚୟ ଦେଇଥାଏ । ପ୍ରେମ, ଘୃଣା, କାମନା,ରାଗିବା, ମନେଇବା, ଭୁଲିବା ଇତ୍ୟାଦି ଭାବ ମଣିଷ ଜୀବନରେ କେତେ ଯେ ମହତ୍ଵ ପୂର୍ଣ୍ଣ ହୋଇଥାଏ ତାହା ସେ ନିଜେ ମଧ୍ୟ ଜାଣି ନ ଥାଏ । ବାସ୍ତବ ରେ ଦେଖିବାକୁ ଗଲେ ମଣିଷ ଏହି ସବୁ ଭାବ ବିନା ଏକ ଯନ୍ତର ସହ ସମାନ ହୋଇଥାଏ ।
ଯଦି ଆପଣ ଏହି ସବୁ ଭାବ କୁ ଅନୁଚିତ ଭାବେ ଗ୍ରହଣ କରିବେ ତେବେ ଆପଣ ମଧ୍ୟ ମଣିଷ ହୋଇ ରହିବେ ନାହି । ଯଦି ଘୃଣା କଣ କହିବା ତେବେ ମଣିଷ ଯଦି ଅନ୍ୟ କୌଣୟସ ବ୍ୟକ୍ତି କୁ ଘୃଣା କରୁଥାଏ ତେବେ ତାହାର କାରଣ କଣ ହୋଇପାରେ ।
ଏହା ଛଡା ମଣିଷ କେବଳ ମଣିଷ କୁ ହିଁ ଘୃଣା କଣ ପାଇଁ କରେ । ଘୃଣା ବ୍ୟକ୍ତି ର ଅଭ୍ଯାସ କୁ କରିବା ଉଚିତ ଯାହା ଦ୍ଵାରା ବ୍ୟକ୍ତି ଜୀବନରେ ଖରାପ ଅଭ୍ଯାସର ଶିକାର ହୋଇଥାଏ । କାରଣ ବାସ୍ତବ ରେ ଦେଖିବାକୁ ଗଲେ ଅଭ୍ଯାସ କୁ ବଦଳାଇ ଯାଇ ପାରିବ । ଏଥିରେ କିଛି ବଡ କଥା ନାହି । ଯଦି ଆପଣ ଅନ୍ୟ ଉପରେ ରାଗୁଛନ୍ତି ତେବେ ତାଙ୍କର ଅଭ୍ଯାସ ଉପରେ ରାଗନ୍ତୁ ମଣିଷ ଉପରେ ନୁହେଁ ।
କାରଣ କଥା ର ଶୈଳୀ କୁ ବଦଲା ଯାଇ ପାରିବ । ଯଦି ଆପଣ କାହାକୁ ଭୁଲିବାକୁ କାହୁଁଛନ୍ତି ତେବେ ଯାହା ଖରାପ କଥା ତାହା ଭୁଲନ୍ତୁ । କିନ୍ତୁ ମଣିଷ କୁ ନୁହେଁ । କାରଣ ଯଦି କୌଣସି ବ୍ୟକ୍ତି କିଛି ଭୁଲ କାମ କରିଥାଏ ତେବେ ତାହାର ପ୍ରତିକାର କରାଯାଇ ପାରିବ । ଯଦି ଆପଣ କୌଣସି ବ୍ୟକ୍ତି କୁ ପ୍ରେମ କରୁଛନ୍ତି ତେବେ ତାର ଆ-ତ୍ମା କୁ ପ୍ରେମ କାରନ୍ତୁ । ବ୍ୟକ୍ତି ର ଭାବ କୁ ଭଲ ପାଆନ୍ତୁ ନାଁ କି ବ୍ୟକ୍ତି ର ଶରୀର କୁ ନୁହେଁ । କାରଣ ଶରୀର ନଶ୍ଵର ଅଟେ । ଯଦି ଆପଣ ଅନ୍ୟ କୌଣସି ବ୍ୟକ୍ତି ସହ ଆଲୋଚନା କରୁଛନ୍ତି ତେବେ କଟୁ ବଚନ ନ କହି ତାଙ୍କ ସହ ପ୍ରେମରେ କଥା ହେବାକୁ ଚେଷ୍ଟା କରନ୍ତୁ ।
କାରଣ କଟୁ କଥା କହିବା ଦ୍ଵାରା ମଣିଷ ମଣିଷ ମଧ୍ୟ ରେ ଦୂରତା ଆସିଥାଏ । କିନ୍ତୁ ଯଦି ପ୍ରେମ ରେ ସେହି କଥା ଟି କୁହାଯାଏ ତେବେ ମଣିଷ ମନରେ ଅନ୍ୟ ପ୍ରତି ସମ୍ମାନ ଆସିବା ସହ ସମ୍ପର୍କ ରେ ମିଠାଶ ଦେଖାଯାଏ । ତେବେ ଏହା ଥିଲା ଭଗବାନ ଶ୍ରୀ କୃଷ୍ଣ ଙ୍କର ଏମିତି କିଛି ନୀତି ବାଣୀ ଯାହାକୁ ଶୁଣିଲେ ବା ଦେଖିଲେ ଯେଉଁ ସମ୍ପର୍କ ବିଗିଡି ଯାଇଥିବ ସେଥିରେ ସୁଧାର ଆସିଯିବ ।
ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।