True Story: ଯେବେ ପାହାଡରୁ ତଳକୁ ଖସୁଥିବା ଗାଡିକୁ ବଞ୍ଚାଇବା ପାଇଁ ଆସିଲା ମା ଦୂର୍ଗାଙ୍କ ସିଂହ, ତା ପରେ ଯାହା ହେଲା ସବୁ ଆଶ୍ଚର୍ଯ୍ୟ ହୋଇଗଲେ

ନମସ୍କାର ବନ୍ଧୁଗଣ । ସଂସାର ଚକ୍ର ସର୍ବଦା ଚାଲି ରହିଥାଏ । ଯାହା ଦ୍ଵାରା ମଣିଷ ଜୀବନରେ ଅନେକ ପରିବର୍ତ୍ତନ ହୋଇଥାଏ । ଆଜିର ଆମର ଲେଖାରେ ନିଜ ଭକ୍ତକୁ ବଞ୍ଚାଇବା ପାଇଁ ମା ଦୂର୍ଗାଙ୍କ ସିଂହ ଆସି ପହଞ୍ଚିବା ପରେ କଣ ଘଟିଛି ତାହା କହିବାକୁ ଯାଉଛୁ । ଗୁଜୁରାଟର ଭାବନଗରରେ ଶାଳିନୀ ନାମକ ଝିଅ ଥିଲା ଯାହାର ପିଲାଦିନୁ ମା ଦୂର୍ଗାଙ୍କ ପ୍ରତି ଆସ୍ଥା ରହିଥିଲା । ସାଲିନିଙ୍କୁ ମା ଦୂର୍ଗାଙ୍କର ପୂଜା ପାଠ, ବ୍ରତ ଓ ଭଜନ କୀର୍ତ୍ତନ କରିବା ବହୁତ ପସନ୍ଦ ଥିଲା । ସେ ଜଣେ ଡାକ୍ତର ହୋଇ ଗରିବ ଲୋକଙ୍କର ସେବା କରିବାକୁ ଚାହୁଁଥିଲେ ।

ଏଥିପାଇଁ ତାଙ୍କ ମାତା ପିତା ତାଙ୍କର ଉଚ୍ଚ ଚିନ୍ତାଧାରା ପାଇଁ ଗର୍ବ ଅନୁଭବ କରୁଥିଲେ । ଗରମ ଦିନ ହୋଇଥିବାରୁ ସାଲିନି ତାଙ୍କ ପରିବାର ସହ ମୁମ୍ବାଇ ଯାତ୍ରା କରିବା ପାଇଁ ମନସ୍ଥ କରିଥିଲେ । ଏହା ପରେ ସେ ଓ ତାଙ୍କ ପରିବାର ଯାତ୍ରା ଅଭିମୁଖେ ବାହାରି ଥିଲେ ।

ତାଙ୍କ ପିତା ଅନେକ ସମୟ ଧରି ଗାଡି ଚଳାଇ ସାରିଥିଲେ । ତାଙ୍କ ପିତାଙ୍କ ଆଖି ଲାଗି ଯାଇଥିବାରୁ ଗାଡି ସନ୍ତୁଳନ ହରାଇ ଏକ ଘାଇରେ ଯାଇ ଫସିଗଲା । ତାଙ୍କ ପିତା କିଛି ସମ୍ବାଳିବା ପୂର୍ବରୁ ଗାଡି ଘାଇରେ ପଡି ଗଛରେ ଅଟକି ଗଲା । ଏହା ପରେ ସାଲିନି ତାଙ୍କ ମାଙ୍କୁ ଗାଡିରୁ ବାହର କରି ଉପରୁ ନେବା ସମୟରେ ଗାଡି ହଲିଯିବାରୁ ତଳକୁ ଖସିବାରେ ଲାଗିଲା ।

ଗାଡିରେ ଥିବା ସାଲିନିଙ୍କ ପିତା ତଳକୁ ଖସି ଯିବାର ଦେଖି ସାଲିନି କାନ୍ଦିବା ଆରମ୍ଭ କରି ମା ଦୂର୍ଗାଙ୍କୁ ସ୍ମରଣ କରିବାକୁ ଲାଗିଲେ । ଏହା ପରେ ଯାହା ଘଟିଲା ତାହା ବିଶ୍ଵାସ କରି ହେବ ନାହି । ଏହି ଘଟଣା ଘଟିବାର ଅଧ ଘଣ୍ଟା ପରେ ଏକ ବଡ ଜୀବ ଉପରକୁ ଉଠିବାର ଦୃଶ୍ୟ ହେଲା । ସେହି ଜୀବଟି କୌଣସି ମଣିଷକୁ ଆଣି ପାହାଡ ଉପରେ ଛାଡିକି ଚାଲିଗଲା । ଯେବେ ସାଲିନି ପାଖକୁ ଯାଇ ଦେଖିଲେ ତେବେ ସେହି ମଣିଷ ଆଉ କେହି ନୁହେଁ ବରଂ ତାଙ୍କ ପିତା ଥିଲେ । ସାଲିନିଙ୍କ ପିତା ଆଘାତ ହୋଇ ଥିବାରୁ ସେ ଅନ୍ୟ ଗାଡିର ସହାୟତା ନେଇ ତାଙ୍କ ଅମଠା ପିତାଙ୍କୁ ହସ୍ପିଟାଲ ନେଇ ଯାଇଥିଲେ ।

ଯେବେ ହୋସ ଆସିଲା ତେବେ ସାଲିନି ମା ଦୂର୍ଗାଙ୍କ ନାମ ସ୍ମରଣ କରିବା ପରେ ଏହି ଚମତ୍କାର ହୋଇଥିଲା ବୋଲି ତାଙ୍କ ମାତା ପିତାଙ୍କୁ କହିଲେ । ଏହା ଶୁଣିବା ପରେ ସେଠାରେ ଥିବା ଡାକ୍ତରଙ୍କ ସହ ସାଲିନିଙ୍କ ମାତା ପିତା ଙ୍କ ଆଖିରେ ଲୁହ ଆସିଗଲା । ଯଦି ମନରେ ସଚ୍ଚା ଶ୍ରଦ୍ଧା ଥିବ ତେବେ ଆପଣ ଯେତେ ବଡ ବି-ପ-ଦ-ରେ ପଡିଥିବେ ଭଗବାନ ଆପଣଙ୍କୁ ବଞ୍ଚାଇବା ପାଇଁ କେଉଁ ନାଁ କେଉଁ ମାଧ୍ୟମ ରେ ଆସି ପହଞ୍ଚି ଯିବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କାରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *