ସେପ୍ଟେମ୍ବର 27 ଭାରତ ବନ୍ଦ, ଦେଖନ୍ତୁ କଣ ଖୋଲା କଣ ବନ୍ଦ! ଶେୟାର କରି ସମସ୍ତଙ୍କୁ ଜଣାନ୍ତୁ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସେପ୍ଟେମ୍ବର ମାସ ୨୭ ରେ ଭାରତ ବନ୍ଦ କରିବା ପାଇଁ ନିଷ୍ପତି ନିଆ ଯାଇଛି । ଏହି ନିଷ୍ପତି ଆଜି ଅପରାହ୍ନରେ ମୁଜାଫର ନଗର ରେ ଆୟୋଜିତ ହୋଇଥିବା କିଶାନ ମହା ପଞ୍ଚାୟତ ରେ ନିଆ ଯାଇଛି । ଚାଷ ଆଇନ ବିରୁଦ୍ଧରେ ଯେଉଁ ଆନ୍ଦୋଳନ ଚାଲୁ ରହିଛି ତାହାକୁ ଆହୁରି ଅଧିକା କ୍ରିୟାଯାଶୀଳ ଓ ଆ-କ୍ରା-ମ-ଣା-ତ୍ମ-କ କରିବା ଉଦେଶ୍ୟ ରେ ଏହି ଭଳି ନିଷ୍ପତି ନିଆ ଅଯାଇଛି ବୋଲି ଚାଷୀ ନେତା ମଧ୍ୟ ନିଜ ରାଏ ରେ କହିଛନ୍ତି ।

ଚାଷୀ ନେତା ଏମାନେ ଦାବି କରିଛନ୍ତି ଯେ ଯଦି ସରକାର ତାଙ୍କର ଏହି ନିଷ୍ପତି କୁ ନେଇ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ତେବେ ସେମାନେ ୨୦୨୨ ରେ ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡ ବିଧାସଭା ନିର୍ବାଚନ ରେ ଶାସକ ବିଜେପି ବିରୁଦ୍ଧରେ ପ୍ରଚାର ଆରମ୍ଭ କରିବେ । ଏହା ସହ ୨୦୨୪ ଲୋକସଭା ନିର୍ବାଚନ ଶେଷ ହେବା ଯାଏଁ ଚାଷୀ ନେତା ମାନେ ଏହି ଆନ୍ଦୋଳନ ଜାରି ରଖିବେ ବୋଲି ନିଜ ରାଏ ରେ କହିଛନ୍ତି । ସୂଚନା ଅନୁସାରେ ଆଜି ମୁଜାଫର ନଗର ଠାରେ କିଶାନ ମହା ପଞ୍ଚାୟତ ର ଆୟୋଜନ କରା ଯାଇଥିଲା ।

ଏହି ଆୟୋଜନ ରେ କୃଶକ ଏକଟା ର ଶକ୍ତି କେତେ ତାହା ପ୍ରଦର୍ଶନ କରିବା ପାଇଁ ୧୫ ଟି ରାଜ୍ୟ ର ୩୦୦ ରୁ ଅଧିକ କୃଷକ ସଂଗଠନ ର ହଜାର ହଜାର ନେତା ଓ କର୍ମୀ କିଶାନ ମୋର୍ଚ୍ଚା ଅଧୀନ ରେ ଅଂଶଗ୍ରହଣ କରିବାକୁ ଦାବି କରିଛନ୍ତି । ଏହା ସହ ଚାଷୀ ନେତା ମାନେ ଯେଉଁ ସଂକଲ୍ପ ନେଇଛନ୍ତି ସେଥିରେ ଦୃଢ ନିଶ୍ଚିନ୍ତ ରହିବା ପାଇଁ ଶପଥ ନେଇଛନ୍ତି । ଏହାକୁ ଦ୍ରୁଷ୍ଟି ରେ ରଖି ୩ଟି ବିବାଦୀୟ ଚାଷ ଆଇନଙ୍କୁ ବିରୋଧ କରି କୃଶକ ମାନେ ସେପ୍ଟେମ୍ବର ୨୭ ରେ ସଂପୂର୍ଣ୍ଣ ଭାବେ ଭାରତ ବନ୍ଦ କରିବା ପାଇଁ ଆହ୍ଵାନ ଦେଇଛନ୍ତି ।

ଚାଷୀ ନେତା ମାନେ କହିଛନ୍ତି ଯେ ମହା ପଞ୍ଚାୟତ ପ୍ରମାଣ କରିବ ଯେ ଏହି ଆନ୍ଦୋଳନରେ ସମସ୍ତ ଜାତି, ଧର୍ମ, ରାଜ୍ୟ, ଶ୍ରେଣୀ, କ୍ଷୁଦ୍ର ବ୍ୟବସାୟୀ ଓ ସମାଜର ସବୁ ବର୍ଗ ର ସମର୍ଥନ ରହିଛି । ଏହି ଆନ୍ଦୋଳନ ଲୋକସଭା ନିର୍ବାଚ ଶେଷ ହେବା ଯାଏଁ ଲାଗି ରହିବ ବୋଲି ବିଜେୟୁ ମୁଖପାତ୍ର ରାଜେଶ ଟିକାୟତ ଗଣ ମାଧ୍ୟମ କୁ କହିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *