ACF ସୋମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ, ADG ସଂଜୀବ ପଣ୍ଡାଙ୍କ ବୟାନରୁ ଲାଗୁଛି ବାର ବର୍ଷର ତପସ୍ୟା ସୁଖୁଆ ପୋଡାରେ ଯିବ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ବହୁ ଚର୍ଚ୍ଚିତ ଏସିଏଫ ସୋମ୍ୟରଞ୍ଜନ ମହାପାତ୍ର ମୃ-ତ୍ୟୁ ମାମଲା ରେ କ୍ରାଇମବ୍ରାଞ୍ଚ ଏଡିଯି ସଂଜୀବ ପଣ୍ଡାଙ୍କ ବିସ୍ପୋରକ ବୟାନ ରେକର୍ଡ କରା ଯାଇଛି । ଏଡିଯି କହିଛନ୍ତି ଯେ ପୁଣି ଥରେ ଆରମ୍ଭ ରୁ ସୋମ୍ୟ ଙ୍କ ମୃ-ତ୍ୟୁ ମାମଲା ର ତଦନ୍ତ ଆରମ୍ଭ କରାଯିବ । ଏହା ସହ ମୃ-ତ୍ୟୁ-କା-ଳୀ-ନ ଜମାନା ବନ୍ଦୀର ଅନୁଧ୍ୟାନ କରାଯିବ । ଅନ୍ୟ କ୍ଷେତ୍ର ରେ ରାଜ୍ୟ ସରକାରଙ୍କ କ୍ଯାବିନେଟ ମିନିଷ୍ଟର ବିକ୍ରମ ଆରୋଖିଙ୍କର ଏହି ଘଟଣା ରେ ସମ୍ପୂକ୍ତି ଥିବା ବେଳେ ତଦନ୍ତ କାରୀଙ୍କ ବୟାନ ଏବେ ରାଜ୍ୟବାସୀଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଏଡିଯି ଙ୍କ ବୟାନ ସାମନାକୁ ଆସିବା ପରେ ସୋମ୍ୟଙ୍କ ସହଯୋଗୀ ଏସିଏଫ ଭାଷକର ରାଏ ବର୍ତ୍ତମାନ ଚର୍ଚ୍ଚା କୁ ଆସିଛନ୍ତି ।

ଭାସ୍କର ରାଏ କହିଛନ୍ତି ଯେ ଯେଉଁ ଦିନ ଘଟଣା ଘଟିଥିଲା ସେ ଦିନ ସେ କିଛି ଦେଖି ନାହାନ୍ତି । ଯାହା ଦେଖିଛନ୍ତି ତାହା କହି ସାରିଛନ୍ତି ବୋଲି ଭାଷକ କହିଛନ୍ତି । ଏହା ସହ ସେ କ୍ୟାମେରା ଦେଖି ଲୁଚି ଥିବାର ସୂତ୍ରରୁ ଜଣା ପଡିଛି । ସୋମ୍ୟଙ୍କ ମୃ-ତ୍ୟୁ ପରେ ଭାସ୍କର ଡିୟୁଟି କରୁ ନ ଥିବାର ସାଂ-ଘା-ତି-କ ଅ-ଭି-ଯୋ-ଗ ଆସିଛି । ଅନ୍ୟ କ୍ଷେତ୍ର ରେ ସରକାର ୯ ଜଣ ଆସିଏସ ଅଫିସରଙ୍କୁ ବଦଳି କରିଥିବା ବେଳେ ଗଜପତି ଡିଏଫଓ ସଂଗ୍ରାମୀ କେଶରୀଙ୍କ ଉପରେ ଆଙ୍ଗୁଳି ଉଠାଇବାକୁ ଭୟ କରିଛନ୍ତି ସରକାର । ସଂରମା କେଶରୀଙ୍କୁ ସରକାର ବଞ୍ଚାଇବାକୁ ଚାହୁଁଛନ୍ତି ବୋଲି ସୋମ୍ୟଙ୍କ ବାପା ଓ ମା ଅ-ଭି-ଯୋ-ଗ କରିଛନ୍ତି ।

ସୂଚନା ଅନୁସାରେ ସୋମ୍ୟ ମୃ-ତ୍ୟୁ ପୂର୍ବରୁ କହିଥିଲେ ଯେ ତାଙ୍କର ବହି ପୋଡିବା ସମୟରେ ନିଆଁ ଲାଗିଥିଲା । ତାଙ୍କର ବୈବାହିକ ଜୀବନ ପିସ ଫୁଲ ଥିଲା ବୋଲି ସୋମ୍ୟ ନିଜ ରାଏ ରେ କହିଥିଲେ । କ୍ରାଇମବ୍ରାଞ୍ଚ ଅଫିସର ଜ୍ଞାନ ମିଶ୍ର କହିଛନ୍ତି ଯେ ଯେବେ ଅଫିସରୁ ଡିରେକସନ ଆସିବ ତେବେ ବିଦ୍ୟା ଭାରତୀଙ୍କୁ ଜେରା କରାଯିବ । ଡିଏଫଓ ସୋମ୍ୟ ଙ୍କୁ ହସ୍ପିଟାଲ ନିଆ ଯିବା ସମୟ ଠାରୁ ଆରମ୍ଭ କରି ଶେଷ ସମୟ ଯାଏଁ ହସପିଟାଲରେ ଥିଲେ ମଧ୍ୟ ଖୁଲାସା ହୋଇଛି ।

ଗୋଟେ ପଟେ ସମୟ ଗଡିବା ସହ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ସୋମ୍ୟ ଙ୍କ ମୃ-ତ୍ୟୁ ମାମଲା ରେ ଅନେକ ନୂଆ ନୂଆ ତଥ୍ୟ ସାମନାକୁ ଆସିବାରେ ଲାଗିଛି । ସୋମ୍ୟ ଙ୍କ ମୃ-ତ୍ୟୁ ମାମଲାରେ କେବେ ନ୍ୟାୟ ମିଳିବ ତାହା ଅପେକ୍ଷାରେ ସାରା ରାଜ୍ୟବାସୀ ଥିବା ବେଳେ ଏଡିଯି ଙ୍କ ବୟାନ ୧୨ ବର୍ଷ ର ତପସ୍ୟା ସୁକୁଆ ପୋଡାରେ ଗଲା ପରି ଲାଗୁଛି । ବର୍ତ୍ତମାନ ଡିଏଫଓ ସଂଗ୍ରାମ କେଶରୀ ଚନ୍ଦନ କାଠ ମହାଲୁଟ ରେ ଫସିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *