Hi-Tech Hospital ର କଳା କାରନାମା ଆସିଲା ସାମ୍ନାକୁ, ଶୁଣନ୍ତୁ କାନ୍ଦି କାନ୍ଦି କଣ କହୁଛି ଏହି ଝିଅଟି, ଏବେ ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେଉଛି ଏହି Video

ନମସ୍କାର ବନ୍ଧୁଗଣ । ଆଜିର ଆମର ଏହି ଲେଖାରେ ଜେଣ ଝିଅ ନିଜ ବାପାଙ୍କର ମୃ-ତ୍ୟୁକୁ ନେଇ ହସପିଟାଲରେ ଡାକ୍ତର ମାନେ ଦାୟୀ ବୋଲି ଅ-ଭି-ଯୋ-ଗ କରିଛନ୍ତି ତାହା ପଛରେ କଣ ରହିଛି ସତ୍ୟତା ଆସନ୍ତୁ ଜାଣିବା । ଏହି ଭିଡିଓ ରେ ମୃ-ତ ବ୍ୟକ୍ତିଙ୍କ ଝିଅଙ୍କ କହିବା ଅନୁସାରେ ତାଙ୍କ ବାପାଙ୍କର ଡାଇବେଟିସ ଛଡା ଅନ୍ୟ କୌଣସି ରୋଗ ନ ଥିଲା । ଝିଅର କହିବା ଅନୁସାରେ ତାଙ୍କ ବାପାଙ୍କୁ ହାଇଟେକ ହସପିଟାଲରେ କୋଭିଡ ଆସୁଲେସନରେ ରଖା ଯାଇଥିଲା । କିନ୍ତୁ ସେ ହସ୍ପିଟାଲ ଆସିବା ପୂର୍ବରୁ ତାଙ୍କର କୋଭିଡ ଟେଷ୍ଟ କରା ଯାଇଥିଲା ଯାହା ଜଣାପଡିଲା କି ରିପୋର୍ଟ ନେଗେଟିଭ ଅଛି ।

ତାଙ୍କ ବାପାଙ୍କର ମୃ-ତ୍ୟୁ ଗତ ୩ ଦିନ ହେବ ହୋଇଥିଲେ ମଧ୍ୟ ଡାକ୍ତର ମାନେ ଏହା ବିଷୟରେ କିଛି ଜଣାଇ ନ ଥିଲେ । ମୃ-ତ୍ୟୁ ପୂର୍ବରୁ ତାଙ୍କ ବାପାଙ୍କର ଆଖିକୁ ପାଟିରେ ବନ୍ଧା ଯାଇଥିଲା । ଯେତେବେଳେ ମୃ-ତ ବ୍ୟକ୍ତିଙ୍କ ପରିବାର ଲୋକେ ତାଙ୍କୁ ଦେଖା କରିବା ପାଇଁ ଚାହିଁଥିଲେ ଡାକ୍ତର ମାନେ ଆଲାଓ କରିନଥିଲେ । ତାଙ୍କ ବାପାଙ୍କର ହାତ ଗୋଡ ମଧ୍ୟ କାମ କରୁ ନ ଥିଲା । ଏହାର କାରଣ କଣ ଜାଣିବାକୁ ଚେଷ୍ଟା କରିଥିଲେ ମୃ-ତ ବ୍ୟକ୍ତିଙ୍କ ଝିଅ ଟ ସେହି ସମୟରେ ଡାକ୍ତର କହିଥିଲେ ତାଙ୍କୁ ପାରାଲେସିସ ହୋଇଛି ଯାହା ସଂପୂର୍ଣ୍ଣ ଭାବେ ମିଛ କଥା ।

ଯେବେ ନିଜ ବାପାଙ୍କୁ ଦେଖିବା ପାଇଁ ଝିଅ ଓ ତାଙ୍କ ପରିବାର ଲୋକେ ରୁମ ଭିତରକୁ ଯାଇଥିଲେ ସେହି ସମୟରେ ଡାକ୍ତର ମାନେ ତାଙ୍କୁ ମୃ-ତ ଘୋଷଣା କରିଥିଲେ । ଏହା ସହ ବିଲ କେତେ ହୋଇଛି ତାହା ମଧ୍ୟ ହସପିଟାଲ ତରଫରୁ କୁହାଯାଉ ନାହି । ଏହି ଘଟଣା ଘଟିବା ପରେ ପୋଲିସ ଆସି ଯାଞ୍ଚ କରିବା ପରେ ଡାକ୍ତର ମାନେ ପୋଲିସକୁ ଲାଞ୍ଚ ଦେଇ ଥିବାର ଅ-ଭି-ଯୋ-ଗ କରିଛନ୍ତି ମୃତ ବ୍ୟକ୍ତିଙ୍କ ଝିଅ । ମୃ-ତ ବ୍ୟକ୍ତିଙ୍କ ଝିଅର କହିବା ଅନୁସାରେ ପୋଲିସ ସହ ହସପିଟାଲର CO ଓ ଡାକ୍ତର ମାନେ ମିଶି ନିଜ ଭିତରେ ଲାଞ୍ଚ ନେଇ ତାଙ୍କ ବାପାଙ୍କର ମୃ-ତ୍ୟୁ ଘଟଣା କୁ ଦବେଇ ଦେବା ପାଇଁ ଚେଷ୍ଟା କରୁଛନ୍ତି ।

ତେଣୁ ସେ ନିଜ ବାପାଙ୍କର ମୃ-ତ୍ୟୁ ପଛରେ କଣ ସତ୍ୟତା ରହିଛି ଓ ନ୍ୟାୟ ମିଳୁ ବୋଲି ମୃ-ତ ବ୍ୟକ୍ତିଙ୍କ ଝିଅ ଦାବି କରିଛନ୍ତି । ଏମିତି ତାଙ୍କ ସହ ଆଜି ହେଲା କାଲି ହୁଏ ତ ଆଉ କାହା ସହ ହୋଇପାରେ ତେଣୁ ତାଙ୍କୁ ନ୍ୟାୟ ମିଳିବା ଦରକାର ବୋଲି ଝିଅଟି କହିଛନ୍ତି । ଏଭଳି ଘଟଣା ଆଗରୁ ମଧ୍ୟ ଘଟି ସାରିଛି କିନ୍ତୁ ସରକାର ଏଥିପ୍ରତି କୌଣସି ଆକ୍ସନ ନେଇ ନାହାନ୍ତି । ତେଣୁ ସରକାର ଏହି ଘଟଣା ବାବଦରେ ତୁରନ୍ତ କିଛି ପଦକ୍ଷେପ ନେବା ଉଚିତ ବୋଲି କୁହା ଯାଇଛି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *