ଭୟଙ୍କର ଦୃଶ୍ୟ, ହଟାତ ଉପରୁ ଡେଇଁଲା ନାଗ! ଆଉ ତା ପରେ…. ଦେଖନ୍ତୁ Video

ବେଳେ ବେଳେ ଆପଣଙ୍କ ସହିତ କିମ୍ବା ଆପଣଙ୍କ ସାମ୍ନାରେ ଏମିତି କିଛି ଘଟଣା ଘଟିଯାଏ ଯାହା ବି-ଷୟରେ ଆପଣ ସ୍ଵପ୍ନରେ ବି କେବେ ଚିନ୍ତା କରି ନ ଥାନ୍ତି । ଆପଣଙ୍କ ସହ କିମ୍ବା ଅନ୍ୟ କାହା ସହ ଏହିଭଳି କିଛି ହୋଇଥିବ ଯାହା ବି-ଷୟରେ କେବେ କଳ୍ପନା ବି କରି ନ ଥିବେ । ଏହିଭଳି ହିଁ କିଛି ଏହି ପାନ ଦୋକାନୀ ସହ ଘଟିଥିଲା । ଯାହା ବି-ଷୟରେ କେବେ ହେଲେ ବି ସେ ଭାବି ନ ଥିଲେ । ଏହି ଘଟଣା ଟି ଏହି ଦୋକାନରେ ଲାଗିଥିବା ସିସିଟିଭିରେ ସୁ-ଟ ହୋଇ ଯାଇଛି ।

ଯାହାକି ବହୁତ ଭାଇରାଲ ମଧ୍ୟ ହୋଇଥିଲା । ଗ୍ରାହକ ନ ଥିବା ସମୟରେ ଦୋକାନୀ ମୋବାଇଲ ଧରି ନିଜ ଦୋକାନରେ ବସିଥିଲେ । କିନ୍ତୁ ଏହି ସମୟରେ ଅଚାନକ ତାଙ୍କ ଦୋକାନକୁ ଏକ ବି-ଷାକ୍ତ ସା-ପ ପଶି ଆସିଲା ।

ଯାହା ବି-ଷୟରେ ସେ କିଛି ସେକନ୍ଡ ପୂର୍ବରୁ ଜାଣି ପାରି ଥିଲେ ସେଥିପାଇଁ ସେ ସଙ୍ଗେ ସଙ୍ଗେ ଦୌଡି ପଳାଇଲେ । ଯେଉଁ କାରଣରୁ ସେ ଅଳ୍ପକେ ବଞ୍ଚି ଗଲେ । ସା-ପ ଟି ଦୋକାନର ଉପରୁ ତଳକୁ ଡେଇଁଥିଲା ତଥାପି ଦୋକାନୀ ଜଣକ ବଞ୍ଚି ଯାଇଛି । ଦୋକାନରେ କେହି ନ ଥିବା ସମୟରେ ଦୋକାନୀ ଯିଏକି ଅଳ୍ପ ବୟସର ପିଲା ଥିଲା ସେ ଫୋନରେ କିଛି ଦେଖୁ ଦେଖୁ ଦୋକାନରେ ବସିବାକୁ ଯାଉଥିଲା ।

ଏହି ସମୟରେ ତାକୁ ଦୋକାନରେ କିଛି ଅଜବ ଶବ୍ଦ ଶୁଣା ଗଲା । ଏହା ଶୁଣିବା ପରେ ସେ ସଙ୍ଗେ ସଙ୍ଗେ ଦୋକାନରୁ ଦୂରେଇ ଗଲେ ଓ ଏହି ସମୟରେ ଦୋକାନ ଉପରୁ ଏକ ବଡ ନାଗ ସା-ପ ତଳକୁ ଖସି ଥିଲା । ନାଗ ସା-ପ ଟି ଖାଇବା ପାଇଁ ଏକ ମୂଷା ପଛରେ ଦୌଡୁ ଥିଲା । ଦୋକାନ ସାରା ବୁଲିବା ସତ୍ବେ ବି ନାଗ ଟି ମୂଷାକୁ ଧରି ପାରି ନ ଥିଲା ।

୬ ସେପ୍ଟେମ୍ବର ୨୦୨୧ରେ ମଧ୍ୟାହ୍ନ ୧୨ ଟାରେ ମଧ୍ୟପ୍ରଦେଶର ଏକ ଛୋଟ ଦୋକାନରେ ଏହି ଘଟାଣାଟି ଘଟି ଥିଲା । ବର୍ତ୍ତମାନ ଏହି ଭିଡିଓକୁ ଦେଖି ସମସ୍ତେ ଶେୟାର କରିବାରେ ଲାଗିଛନ୍ତି । ସା-ପଟି ଦୋକାନ ତଳକୁ ଚାଲି ଯାଇଥିଲା କିନ୍ତୁ ପୁଣି ଥରେ ଦୋକାନ ଉପରକୁ ଚଢି ମୂଷାକୁ ଖାଇବା ପାଇଁ ପୁରା ଦୋକାନ ବୁଲିଥିଲା । ଯାହାକି ଏକ ଭୟଙ୍କର ଦୃଶ୍ୟ ଅଟେ ।

Leave a Reply

Your email address will not be published. Required fields are marked *