ଆମ ଦେଶରେ ରାସ୍ତାରେ ଅନେକ ପଶୁ ମାନେ ବୁଲୁଥିବାର ଦୃଶ୍ୟ ଦେଖାଯାଏ । ଏମିତି କିଛି ପଶୁ ଅଛନ୍ତି ଯେଉଁ ମାନେ ଖରା, ବର୍ଷା ରେ ମଧ୍ୟ ରାସ୍ତାରେ ରହିଥାନ୍ତି । ଏହି ଭଳି ଆୱାରା ପଶୁ ମାନଙ୍କର କେହି ନ ଥାନ୍ତି । ଏମାନେ ଅନେକ ସମୟରେ ଖାଇଥାନ୍ତି ଓ ଆଉ କେତେକ ସମୟରେ ଉପାସ ରହିଥାନ୍ତି । ଏମାନଙ୍କୁ ଦେଖିଲେ ଲାଗେ କି ଏମାନେ ଆମ ଠାରୁ ସାହାଜ୍ଯ ମାଗୁଛନ୍ତି । ଏ ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯେଉଁ ମାନେ ଆବାର ପଶୁଙ୍କୁ ଦେଖି ଚାଲି ଯାଆନ୍ତି । କିନ୍ତୁ ଅନ୍ୟ କ୍ଷେତ୍ରରେ ଏମିତି କିଛି ମଣିଷ ଅଛନ୍ତି ଯେଉଁ ମାନେ ଏମାନଙ୍କୁ ସାହାରା ଦେଇଥାନ୍ତି । ଆଜିର ଆମର ଏହି ଲେଖା ରେ ଏମିତି କିଛି ବିଷୟବସ୍ତୁ ରହିଛି ।
ଏହି ଭିଡିଓ ରେ ଜଣେ ବ୍ୟକ୍ତି ଅଫିସ ଯାଉଥିବା ସମୟରେ ଗୋଟେ ବିଲେଇକୁ ଦେଖିଲେ । ବିଲେଇକୁ ଦେଖିବା ପରେ ସେହି ବ୍ୟକ୍ତି ଜଣକ ନିଜ ସହ ବିଲେଇକୁ ଅଫିସ ନେଇଗଲେ । ଏହା ପରେ ବିଲେଇ ଅଫିସରେ ସମସ୍ତଙ୍କ ସହ ଖେଳିବାକୁ ଲାଗିଲା । ପ୍ରତେକ ଦିନ ସେହି ବ୍ୟକ୍ତି ଜଣକ ବିଲେଇକୁ ଖାଇବାକୁ ଦେବା ସହ ତାକୁ ଅଫିସରେ ସବୁ ଦିନ ପାଇଁ ରଖିଦେଲେ । କିନ୍ତୁ ଗୋଟେ ଦିନ ବ୍ୟକ୍ତି ଜଣକ ଅଫିସ ଆସିବା ପରେ ଦେଖିବାକୁ ପାଇଲେ ଯେ ବିଲେଇଟି ଅଚେତ ଅବସ୍ଥାରେ ପଡିଛି ଓ କିଛି ଟଙ୍କା ମଧ୍ୟ ତଳେ ପଡିଛି । ଏହା ପରେ ସେ ତାଙ୍କ ଷ୍ଟାଫ ମାନଙ୍କୁ ଟଙ୍କା କାହାର ବୋଲି ପଚାରି ଥିଲେ ।
କିନ୍ତୁ ସେ ଟଙ୍କା କାହାରି ନୁହେଁ ବୋଲି ଷ୍ଟାଫ ମାନେ କହିଥିଲେ । ଏହା ପରେ ପ୍ରତେକ ଦିନ ଏହି ଭଳି ଟଙ୍କା ଅଫିସରେ ପଡିଥିବାର ଅଫିସ ମାଲିକ ଦେଖିବାକୁ ପାଇଲେ । ସେ ଚିନ୍ତାରେ ପଡିଲେ କି ଏତେ ଟଙ୍କା କେଉଁଠୁ ଆସୁଛୁ ? ଏହାର ଉତ୍ତର ଜାଣିବା ପାଇଁ ଅଫିସ ମାଲିକ ନିଜ ଅଫିସରେ କ୍ୟାମେରା ଲାଗାଇ ଦେଲେ । ତା ପର ଦିନ ଅଫିସ ମାଲିକ ଅଫିସ ଆସିବା ପରେ ଯାହା ଦେଖିବାକୁ ପାଇଲେ ଦେଖିକି ଆଶ୍ଚର୍ଯ୍ୟ ଚକିତ ହୋଇ ରହିଗଲେ । ସେ କ୍ୟାମେରାରେ ଦେଖିଲେ କି ବିଲେଇଟି ମେନ ଡୋର ପାକହରେ ବସି ଲୋକଙ୍କ ସହ ଖେଳୁଛି ।
ଲୋକ ମାନେ ବିଲେଇ ସହ ଖେଳିବା ପାଇଁ ତାକୁ ଟଙ୍କା ଦେଉଛନ୍ତି । କିନ୍ତୁ ଯେତେବେଳେ ଲୋକ ମାନେ ଟଙ୍କା ନେବାକୁ ଚେଷ୍ଟା କରୁଛନ୍ତି ସେହି ସମୟରେ ବିଲେଇ ଝମ୍ପଟ ମାରି ଟଙ୍କା ସବୁ ନିଜେ ରଖି ଦେଉଛି । ଏହି ଦୃଶ୍ୟ ଦେଖିବା ପରେ ଅଫିସ ମାଲିକ କୌଣସି ପ୍ରତିକ୍ରିୟା ଦେଲେ ନାହି । ସେ ଏହି ଟଙ୍କାକୁ କୌଣସି ଭଲ କାମରେ ଲଗାଇବାକୁ ନିଷ୍ପତି ନେଲେ ।
ଏହା ପରେ ସେ ଚାରିଟି ଫାଉଣ୍ଡେସନ ଖୋଲିଲେ ଯାହା ଦ୍ଵାରା ଲୋକ ମାନେ ଅନେକ ଟଙ୍କା ଡ଼ୋନେସନ ଦେଲେ । ଏହି ସବୁ ଟଙ୍କାକୁ ସେ ବାହାରେ ବୁଲୁଥିବା ପଶୁ ମାନଙ୍କର ଖାଦ୍ଯ ଯୋଗାଇବାରେ ଲଗାଇଲେ । ବିଲେଇର ଏହିଭଳି କାମ ପାଇଁ ସେ ପୁରା ଦେଶରେ ଚର୍ଚ୍ଚା ହେବାରେ ଲାଗିଲା । ବିଲେଇର ଏହିଭଳି ଭାବେ ନିଜ ମାଲିକର ଏସାନ ସୁଝାଇଛି ।
ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।